ଆଜି କାଲି ର ଯୁବ ପିଢ଼ି ପାଠ ପଢା ସରିଲା ପରେ ଏକ ଭଲ ଚାକିରୀ କରିବା ପାଇଁ ମନ ରେ ଆଶା ବାନ୍ଧି ଥାଏ | କିନ୍ତୁ ଆପଣ ତ ଜାଣିଛନ୍ତି ଯେ ଆଜି କାଲି ର ଯୁଗ ରେ ଭଲ ଚାକିରୀ ଟି ପାଇବାକୁ ହେଲେ ସାଧାରଣ ଜ୍ଞାନ ଥିବା ନିହାତି ଜରୁରୀ, କାରଣ କିଛି ଚାକିରୀ ପାଇବାକୁ ହେଲେ ଏକ ପରୀକ୍ଷା ରେ ଉତୀର୍ଣ୍ଣ ହେବାକୁ ପଡି ଥାଏ | ଆଉ ଏହି ପରୀକ୍ଷା ରେ ଅନେକ ସାଧାରଣ ଜ୍ଞାନ ଉପରେ ପ୍ରଶ୍ନ ଆସି ଥାଏ, ଯାହାକୁ ଭଲ ଭଲ ପିଲା ମାନେ ମଧ୍ୟ ଉତ୍ତର ଦେଇ ପାରି ନଥାନ୍ତି | ତେବେ ଆଜି ଏଭଳି କିଛି ସାଧାରଣ ଜ୍ଞାନ ସମ୍ପର୍କ ରେ କହିବୁ ଯାହାକି ଭବିଷ୍ୟତ ରେ ଆପଣଙ୍କ ପାଇଁ ବହୁତ କାମରେ ଆସିବ |
1.କଙ୍ଗାରୁ କେଉଁ ଦେଶରେ ସବୁଠୁ ଅଧିକ ଦେଖିବକୁ ମିଳିଥାଏ ?
ଉତ୍ତର :-ଅଷ୍ଟ୍ରେଲିଆ
2.ଭାରତରେ କେଉଁ ରାଜ୍ୟର ସବୁଠାରୁ ଅଧିକ ହିନ୍ଦୁ ଧର୍ମର ଲୋକ ବାସ କରନ୍ତି ?
ଉତ୍ତର :-ଉତ୍ତର ପ୍ରଦେଶ
3.ତାଜ ମହାଲରେ ଭାରତ ବର୍ଷକୁ କେତେ ଟଙ୍କା କମାଇ ଥାଏ ?
ଉତ୍ତର :-25କୋଟି
4.ଗଂଗାକୁ ରାଷ୍ଟ୍ରୀୟ ନଦୀ ବୋଲି କେବେ ଘୋଷଣା କରା ଯାଇଥିଲା ?
ଉତ୍ତର :-2008 ମସିହାରେ
5.ଓଡ଼ିଶାର ଭାତ ହାଣ୍ଡି କାହାକୁ କୁହାଯାଏ ?
ଉତ୍ତର – ବରଗଡ଼
6.ବିଶ୍ୱରେ କେଉଁ ନଦୀର ପାଣି ସର୍ବଦା ଗରମ ରହିଥାଏ ?
ଉତ୍ତର :-ନୀଳ ନଦୀ
7.‘ବେଟି ବଚାଓ ବେଟି ପଢ଼ାଓ ‘ଯୋଜନା ପ୍ରଥମେ କେଉଁଠି ଆରମ୍ଭ ହୋଇଥିଲା ?
ଉତ୍ତର :-ହରିଆଣା
8.କେଉଁ ସହର କେବଳ ଗୋଟିଏ ଦିନ ପାଇଁ ଭାରତର ରାଜଧାନୀ ହୋଇଥିଲା ?
ଉତ୍ତର :-ଅଲହାବାଦ
9.ଓଡିଶାର ଶଙ୍ଖ କ୍ଷେତ୍ର କେଉଁଠି ଅବସ୍ଥିତ ?
ଉତ୍ତର :-ପୁରୀ
10.କେଉଁ ଦେଶରେ ସବୁଠାରୁ ଅଧିକ ଆଳୁର ଉତ୍ପାଦନ ଅଧିକ ହୋଇଥାଏ ?
ଉତ୍ତର :-ରୁଷ
11.ବିଶ୍ୱର ସବୁଠାରୁ ଶକ୍ତିଶାଳୀ army କେଉଁ ଦେଶ ପାଖରେ ରହିଛି ?
ଉତ୍ତର :-ଆମେରିକା
12.ଗାନ୍ଧିଜୀଙ୍କର ଫୋଟୋ ଚିତ୍ର ନୋଟରେ କେଉଁ ମସିହା ଠାରୁ ଆସିଥିଲା ?
ଉତ୍ତର :-1969 ମସିହାରୁ
13.ଭାରତରେ ସବୁଠାରୁ କେଉଁଠାରେ ସବୁଠାରୁ ଅଧିକ ତେଲଗୁ ଭାଷା ପ୍ରଚଳିତ ହେଉଛି ?
ଉତ୍ତର :-ଆନ୍ଧ୍ର ପ୍ରଦେଶ
14.ଭାରତରୁ ଦୁବାଇକୁ କେତେ ଦୂର?
ଉତ୍ତର :-2425km
15.‘ଭାରତୀୟ ଜନତା ପାର୍ଟି ‘କେଉଁ ମସିହାରେ ପ୍ରତିଷ୍ଠା କରା ଯାଇଥିଲା ? ଉତ୍ତର :-1980ମସିହା
16.ବିଶ୍ୱର ସର୍ବ ପ୍ରଥମେ କେଉଁ ଦେଶରେ 5G ନେଟୱାର୍କ ଆରମ୍ଭ ହେଲା ? ଉତ୍ତର :-ଦକ୍ଷିଣ କୋରିଆ
17.ଭାରତର କେଉଁ ରାଜ୍ୟର ସବୁଠାରୁ ଶସ୍ତା ପେଟ୍ରୋଲ ମିଳିଥାଏ ? ଉତ୍ତର :-ଗୋଆ ରାଜ୍ୟରେ
18.ଭାରତରେ କେଉଁ ରାଜ୍ୟ ଇଂରେଜ ମାନଙ୍କର ଗୋଲାମ ହୋଇ ନଥିଲା ?
ଉତ୍ତର :-ଗୋଆ ରାଜ୍ୟ