ଓଡ଼ିଆ ଜିକେ, ଶୋଇବା ବେଳେ ଫୋନ୍ ଦେଖୁଥିଲେ କେଉଁ ରୋଗ ହୁଏ? ? 99% ଲୋକ ଉତ୍ତର ଦେବାରେ ଫେଲ

ଆମେ ଜାଣିଛୁ କି ଆମ ଓଡ଼ିଶା କଳା ଆଉ ସଂସ୍କୃତି ର ଗନ୍ତାଘର । ତାହା ବ୍ୟତୀତ ଅନେକ ପ୍ରକାରର ପ୍ରଶ୍ନ ଗୁଡିକ ଆମର ଓଡ଼ିଆ ମାନଙ୍କର ଜାଣିବା ଆବଶ୍ୟକ କାରଣ ତାହା ଆମର ଜୀବନ ସହିତ ଜଡିତ ହୋଇକି ଅଛି । ତେବେ ଆଜି ଆମେ ଆମେ ଜାଣିବା ଓଡିଶା ରେ ପ୍ରଚଳିତ ଥିବା କେତେକ ଢୋଗ ଆଉ ରୂଢି ଲୋକ ବାଣୀ ବିଷୟରେ । ଆଉ ଯାହା କୁହାଯାଉଛି କି ଆମର IAS ପରୀକ୍ଷା ରେ ପଚାରା ଯାଉଥିବା କେତେକ ଜରୁରୀ ପ୍ରଶ୍ନ ପ୍ରଶ୍ନ ବିଷୟରେ ଆଲୋଚନା କରିବା ଯାହା କୁ ଜାଣିବା ଯୋଗୁ ଆମର ସାଧାରଣ ଜ୍ଞାନ ବଢିବା ସହିତ ଓଡିଶା ର ପ୍ରଚଳିତ ଥିବା କଥା ଗୁଡିକ ବିଷୟରେ ଆଲୋଚନା କରିବା ।

ଆଜି କାଲି ଦେଖିବାକୁ ମିଳୁଛି କି ଆମ ଓଡିଶା ରେ IAS ପରୀକ୍ଷା ରେ ପଚାରା ଯାଉଥିବା କେତେକ ମଜାଳିଆ ପ୍ରଶ୍ନ ବିଷୟରେ ଆଲୋଚନା କରିବା ଯାହା ସାହାଯ୍ୟ ରେ ଆମର ଜ୍ଞାନ ବଢାଇବା ସହିତ ଆମର ଜୀବନ ଉପରେ ଆଲୋଚନା କରିବେ । ତେବେ ବିଶେଷ କରିକି ଆଜି କାଲି IAS ବିଷୟରେ ଆମେ ମୋବାଇଲ ରେ ମଧ୍ୟ ଅନେକ ପ୍ରଶ୍ନ ଆଉ ଉତ୍ତର ଗୁଡିକ ଜାଣିବାକୁ ପାଉଥାଉ । ତାହେଲେ ଆଲୋଚନା କରିବା ସେହି ଭଳି ପ୍ରଶ୍ନ ବିଷୟରେ ।

୧- ଭାରତରେ କାହାକୁ ଦଣ୍ଡ ଦିଆଯାଇ ପାରିବ ନାହିଁ? ଉ- ରାଷ୍ଟ୍ରପତି

୨- ସେଓ ସର୍ବାଧିକ କେଉଁ ରାଜ୍ୟରେ ଉତ୍ପାଦିତ ହୋଇଥାଏ? ଉ- ଜାମ୍ମୁ ଓ କାଶ୍ମୀର

୩- ଭାରତର ସବୁଠୁ ମଇଳା ନଦୀ କେଉଁଠି? ଉ- ଯମୁନା ନଦୀ

୪- ଅଙ୍ଗୁର ଚାଷ ପାଇଁ କେଉଁ ସହର ପ୍ରସିଦ୍ଧ? ଉ- ନାସିକ

୫- ପାକିସ୍ତାନ ରେ କେତୋଟି ରାଜ୍ୟ ରହିଛି? ଉ- ୪ଟି

୬- Dettol କେଉଁ ଦେଶର କମ୍ପାନୀ? ଉ- ଇଂଲଣ୍ଡ

 

୭- ଭାରତର ଜାତୀୟ ଐତହ୍ୟ ପଶୁ କିଏ? ଉ- ହାତୀ

୮- ଲାଲ୍ ନଦୀ କେଉଁ ଦେଶରେ ପ୍ରବାହିତ ହୋଇଥାଏ? ଉ- ଆମେରିକା

୯- ରାତିରେ ଫୋନ୍ ବ୍ୟବହାର କଲେ କେଉଁ ରୋଗ ହୋଇଥାଏ? ଉ- ମୋତିଆବିନ୍ଦୁ

୧୦- ହକି ଦଳରେ ଗୋଟିଏ ପକ୍ଷ ଦଳରୁ କେତେ ଜଣ ଖେଳାଳି ଖେଳିଥାନ୍ତି? ଉ- ୧୧ ଜଣ

Leave a Comment