Intresting GK Question – କେଉଁ ଦେଶରେ ବାପା ନିଜ ଝିଅକୁ ବାହା ହୁଏ ?ବୁଦ୍ଧିମାନ ଲୋକ ହିଁ ଏହାର ଉତ୍ତର ଦେଇ ପାରିବ

ଆଜିକା ସମୟରେ ପ୍ରତି ଜିନିଷ ପ୍ରତି ଜ୍ଞାନ ଆହରଣ କରିବା ଉଚିତ୍। କାରଣ ବର୍ତ୍ତମାନ ସମୟରେ କୌଣସି ପ୍ରକାରର ଚାକିରି କରିବା ପାଇଁ ହେଲେ ଆମକୁ ସମସ୍ତ ପ୍ରଶ୍ନ ର ଉତ୍ତର ବିଷୟରେ ଜାଣିବା ଆବଶ୍ୟକ। ଏବେ ଚାକିରି ପାଇଁ ଯେଉଁ ମାତ୍ରାରେ ପ୍ରତିଯୋଗିତା ଚାଲିଛି ଏସବୁ ଜିନିଷ ପ୍ରତି ଜାଣିବା ଦରକାର। ବିଶେଷକରି ଓଏଏସ୍ ଓ ଆଇଏଏସ୍ ପରୀକ୍ଷାରେ ପଚରା ଯାଇଥାଏ ଏହିଭଳି ପ୍ରଶ୍ନ। ତେବେ ଆଜି ଆମେ ଆପଣଙ୍କୁ ଜଣେଇବୁ ସେହି ପ୍ରଶ୍ନ ବିଷୟରେ ଯାହା ଆପଣଙ୍କ ଜୀବନରେ ପ୍ରତ୍ୟେକ କ୍ଷେତ୍ରରେ କାର୍ଯ୍ୟ ରେ ଆସିବ।

ତେବେ ଆଜିର ଯୁବ ପିଢ଼ି ମାନଙ୍କ ପାଖରେ ପୁସ୍ତକଗତ ରହିଛି ହେଲେ କୌଣସି ଚାକିରୀ କ୍ଷେତ୍ରରେ ହେଉଥିବା ଇଣ୍ଟର୍ଭିୟୁରେ ସେମାନେ ଭଲଭାବରେ ଉତ୍ତର ଦେଇ ପାରୁନାହାନ୍ତି ଯାହା ଦ୍ୱାରା ସେମାନେ ବିଫଳ ହେଉଛନ୍ତି |ତେବେ ଏହି ବିଫଳ ହେବାର ଏକ ମାତ୍ର କାରଣ ହେଉଛି ସେମାନେ ପୁସ୍ତକଗତ ଜ୍ଞାନ ବ୍ୟତୀତ ବାହାର ଦୁନିଆ ବିଷୟରେ ଜ୍ଞାନ ରଖୁନାହାନ୍ତି କିମ୍ବା ସେମାନେ ଜାଣିବାକୁ ଚେଷ୍ଟା କରୁନାହାନ୍ତି | ତେଣୁ ଆଜିକାଲିର ଦୁନିଆରେ ନିଜକୁ ପ୍ରମାଣ କରିବା ପାଇଁ ହେଲେ ପାଠ ସହିତ ବାହାର ଦୁନିଆ ବିଷୟରେ ଜ୍ଞାନ ରଖିବା ମଧ୍ୟ ଆବଶ୍ୟକ l

ତେବେ ଆମେ ଜାଣିଛୁ କି ଆମ ଦେଶ କଳା ଆଉ ସଂସ୍କୃତି ର ଗନ୍ତାଘର । ତାହା ବ୍ୟତୀତ ଅନେକ ପ୍ରକାରର ପ୍ରଶ୍ନ ଗୁଡିକ ଆମର ଓଡ଼ିଆ ମାନଙ୍କର ଜାଣିବା ଆବଶ୍ୟକ କାରଣ ତାହା ଆମର ଜୀବନ ସହିତ ଜଡିତ ହୋଇକି ଅଛି ।ତେବେ ଆଜି ଆମେ ଆମେ ଜାଣିବା ଦେଶ ରେ ପ୍ରଚଳିତ ଥିବା କେତେକ ପ୍ରଶ୍ନ ବିଷୟରେ ଜାଣିବା । ଆଉ ଯାହା କୁହାଯାଉଛି କି ଆମର ବିଭିନ୍ନ ପରୀକ୍ଷା ରେ ପଚାରା ଯାଉଥିବା କେତେକ ଜରୁରୀ ପ୍ରଶ୍ନ ପ୍ରଶ୍ନ ବିଷୟରେ ଆଲୋଚନା କରିବା ଯାହା କୁ ଜାଣିବା ଯୋଗୁ ଆମର ସାଧାରଣ ଜ୍ଞାନ ବଢିବା ସହିତ ଓଡିଶା ର ପ୍ରଚଳିତ ଥିବା କଥା ଗୁଡିକ ବିଷୟରେ ଆଲୋଚନା କରିବା।
1-ବିଶ୍ୱର କେଉଁ ଦେଶରେ ସ୍ତ୍ରୀଲୋକ ମାନଙ୍କର ନିଶ ଏବଂ ଦାଢ଼ି ଉଠିଥାଏ ?
ଉ-ଇଥୋପିୟା
2- 2018 ପୁରୁଷ ହକି ବିଶ୍ବକପ ର ବିଜେତା କିଏ?
ଉ- ବେଲଜିୟମ୍
3- ଇଂରେଜ ମାନେ ଓଡ଼ିଶାକୁ କେବେ ଜୟ କଲେ?
ଉ- 1803 ମସିହା
4- ଶିଶୁ ଦିବସ ରୂପେ କାହାର ଜନ୍ମଦିନ କୁ ପାଳନ କରାଯାଏ? ଉ- ଜବାହରଲାଲ ନେହେରୁ
5- କେଉଁ ଦେଶରେ ସବୁଠାରୁ ଅଧିକ ଧନୀ ଲୋକ ଅଛନ୍ତି?
ଉ- ଆମେରିକା
6- ଆମେ ସବୁଦିନ କେତେ ଲିଟର ପାଣି ପିଇବା ଆବଶ୍ୟକ?
ଉ- 3-4 ଲିଟର
7- ମଣିଷ ମୁଣ୍ଡରେ କେତେ ଖଣ୍ଡ ହାଡ଼ ଥାଏ?
ଉ- 8 ଖଣ୍ଡ
8- ଓଡ଼ିଶାର ସବୁଠାରୁ ସ୍ୱଳ୍ପ ସ୍ୱାକ୍ଷର ଜିଲ୍ଲାର ନାମ କଣ?
ଉ- ମାଲକାନଗିରି
9- ଭାରତୀୟ ନୌ ସେନାର ଜନକ ବୋଲି କାହାକୁ କୁହାଯାଏ? ଉ- ଛତ୍ରପତି ଶିବାଜୀ ମହାରାଜ
10- କଣ ଖାଇଲେ କିଡନି ସବୁବେଳେ ସୁସ୍ଥ ରହିଥାଏ?
ଉ- ପିଆଜ
11- ଚୂନରେ ପାଣି ମିଶାଇଲେ କେଉଁ ଗ୍ୟାସ ବାହାରେ?
ଉ- କାର୍ବନ ଡାଇଅକ୍ସାଇଡ୍
12- କେଉଁ ଦେଶରେ ବାପା ନିଜ ଝିଅକୁ ବାହା ହୁଏ ?
ଉ- ବାଂଲାଦେଶ

Leave a Comment