ସୋସିଆଲ ମିଡ଼ିଆରେ ଭାଇରାଲ ହେଉଥିବା ଅନେକ ପ୍ରକାରର ଭିଡ଼ିଓ ମାନ ଆପଣ ମାନେ ଦେଖିବାକୁ ପାଉଥିବେ । ତେବେ ବେଳେ ବେଳେ କିଛି ଏଭଳି ଭିଡ଼ିଓ ଆପଣ ମାନଙ୍କର ସାମ୍ନା କୁ ଆସିଥାଏ ଯାହାକୁ ଆପଣ ମାନେ ଦେଖିଲେ ଆଶ୍ଚର୍ଯ୍ୟ ହୋଇଯିବେ । ଠିକ ସେହି ଭଳି ଏକ ଭିଡ଼ିଓ ବର୍ତ୍ତମାନ ଭାଇରାଲ ହେବାରେ ଲାଗିଛି ।ତେବେ ଆପଣ ଜାଣିଛନ୍ତି କି ଆମ ମଣିଷ ଜାତି କିପରି ଭାବରେ ସାପ କୁ ଭୟ କରିଥାଏ,
କାରଣ ବିଷଧର ସାପ ଥରେ ଯାହାକୁ କାମୁଡ଼ି ଥାଏ ତାକୁ ବଞ୍ଚାଇବା ବହୁତ କଷ୍ଟ ହୋଇଥାଏ। ତେବେ କେବଳ ମଣିଷ ଟି ଯେ ସାପ କୁ ଡ଼ରିଥାଏ ଓ ଭୟ କରିଥାଏ ତାହା ନୁହେଁ ବରଂ ସାପ ଟିର ମଧ୍ୟ ମଣିଷ ଜାତି ଙ୍କୁ ଭୟ କରିଥାଏ ।ଆପଣ ମାନେ ବେଶ ଭଲ ଭାବରେ ଜାଣିଥିବେ କି ସାପ ସବୁବେଳେ ବିଷଧର ହୋଇଥାଏ ।
ଆଉ ବେଳେ ବେଳେ ବିଷାକ୍ତ ସାପ ମଧ୍ୟ ଘର ଭିତର କୁ କୌଣସି କାରଣରୁ ପଶି ଆସିଥାଏ ।ଆଉ ଭୁଲ ବଶତଃ ଯଦି କୌଣସି କାରଣରୁ ସେହି ସାପ ଟି ଉପରେ ଆପଣ ବକର ଗୋଡ଼ ପଡ଼ି ଯାଇଥାଏ ତାହେଲେ ଆପଣ ଙ୍କର ଜୀବନ ପ୍ରତି ବିପଦ ଥିବା କଥା କୁହାଯାଉଛି ।ଆଉ ତାହା ସହିତ କୁହାଯାଉଛି କି ବେଳେ ବେଳେ ସାପ ଦଂଶନ ର ଶିକାର ହୋଇ ମଣିଷ ର ଜୀବନ ଯିବାର ମଧ୍ୟ ସମ୍ଭାବନା ରହିଛି ।ତେବେ ବର୍ତ୍ତମାନ ସୋସିଆଲ ମିଡ଼ିଆ ରେ ଏହିପରି ଏକ ଭିଡ଼ିଓ ଦେଖିବା କୁ ମିଳିଛି ଯାହା ସମସ୍ତ ଙ୍କୁ ଆବାକ କରିବା ସହ ଅତ୍ୟନ୍ତ ଭୟଭୀତ କରି ଦେଇଛି।
ତେବେ ଏହି ଭିଡ଼ିଓ ଟିରେ ଦେଖା ଯାଇଛି ଯେ ଗୋଟିଏ ପିଲା ଶୋଇଥିବା ଅବସ୍ଥା ରେ ତାର ସାର୍ଟ ଭିତରେ ଏକ ଘର ଚିତି ସାପ ଟି ପଶି ଯାଇଛି। ମାତ୍ର ପିଲା ଟି ସାପ ପ୍ରବେଶ କରିବା ସମୟ ରେ ଜାଣି ପାରି ନଥିଲେ ମାତ୍ର ପରେ ଜାଣିବା ପରେ ସେ ଅତ୍ୟନ୍ତ ଭୟଭୀତ ହୋଇ ଯାଇଥିଲେ ଆଉ ନିଜ ମା ଙ୍କୁ ଏ ବିଷୟରେ ଜଣେଇ ଥିଲେ। ତେବେ ମା ଏହାକୁ ଦେଖି ଖୁବ ଡରି ଯାଇଥିଲେ ମାତ୍ର ସାପ ଧରାଳି ଙ୍କୁ ସୂଚନା ଦେଇଥିଲେ।ତେବେ ପିଲା ଟି ସେହିପରି ଧିର ଭାବରେ ଶୋଇଥିଲେ ଆଉ ସାପ ଧରାଳି ଜଣ ଙ୍କ ସେଠାରେ ପହଁଚି କାହାକୁ ବି ଭୟଭୀତ ନହେବା ପାଇଁ କହିଥିଲେ।
ପରେ ସେ ପିଲା ର ସାର୍ଟ ଟିକୁ ବ୍ଲେଟ ରେ ବହୁତ ସାଵଧାନତା ର ସହ କାଟି ଥିଲେ ଆଉ ସାପ ଟିକୁ ବାହାର କରିବା ପାଇଁ ଚେଷ୍ଟା କରିଥିଲେ।ତେବେ ଏହି ସମୟ ରେ ସାପ ଧରାଳି ଙ୍କୁ ସାପ ଟି ଚୋଟ ମାରିଥିଲା ତାହା ବି ପାଞ୍ଚ ଥର। ମାତ୍ର ସାପ ଧରାଳି ଜଣଙ୍କ ସମସ୍ତ ଙ୍କୁ ବୁଝେଇ ଥିଲେ କି ଆପଣ ମାନେ ଭୟଭୀତ ହୁଅନ୍ତୁ ନାହିଁ ଏହାର ବିଷ ବେଶୀ ଭୟଙ୍କର ନୁହେଁ ବୋଲି। ତେବେ ପରେ ସେ ସାପ କୁ ଉଦ୍ଧାର କରି ସମସ୍ତ ଙ୍କୁ କିଛି ଉପଦେଶ ଦେଇ ଚାଲିଯାଇଥିଲେ ଆଉ ପିଲା ର ଜୀବନ ବଞ୍ଚି ଯାଇଥିଲା।