ଓଃ..କି..ଡ୍ୟାନ୍ସ ! ଟିପି ଟିପି ବର୍ଷ ପାଣି ଗୀତରେ ନିଶା ଯାତ୍ରା ମଞ୍ଚରେ କଲେ ଏମିତି ହଟ ଡ୍ୟାନ୍ସ ,ଦେଖିଲେ ନିଜକୁ ସମ୍ଭାଳି ପାରିବେନି…ଦେଖନ୍ତୁ viral ଭିଡ଼ିଓ ଟିକୁ….

ଆପଣ ମାନେ ଜାଣିଥିବେ ଯେ ବର୍ତ୍ତମାନ ସମୟ ରେ ସମାଜ କୁ ପ୍ରଭାବିତ କରୁଛି କିଛି ଭିଡିଓ । ହଁ ସୋସିଆଲ ମିଡ଼ିଆ ରେ କିଛି ଭିଡିଓ ରହି ଥାଏ ଯାହାକି ସମାଜ ଉପରେ ବେଶ୍ ପ୍ରଭାବ ପକାଇ ଥାଏ । ଏହି ଲ-ଜ୍ୟା ଜଣକ ଭିଡିଓ ମଧ୍ୟ ବେଶ୍ ଭାଇରାଲ ହୋଇ ଯାଇଥାଏ । ବର୍ତ୍ତମାନ ସମୟ ଅଶ୍ଳୀଳ ନୃତ୍ୟ ବୃଦ୍ଧି ପାଇଛି ।ବିଶେଷ କରି ଯାତ୍ରା ଜଗତ ର ଆଜି ଲୋକ ପ୍ରିୟତା କମିବା ର କାରଣ ହେଉଛି ଏହି ଅଶ୍ଳୀଳ ନୃତ୍ୟ ।

ବର୍ତ୍ତମାନ ସମୟ ରେ ନିଜ ବେପାର ପାଇଁ ଯାତ୍ରା ଜଗତ ରେ ଅଶ୍ଳୀଳ ନୃତ୍ୟ କୁ ପୁରାଇ ଯାତ୍ରା ଜଗତ ର ଲୋକ ପ୍ରିୟତା କମିବା ରେ ଲାଗିଛି । ଅଶ୍ଳୀଳ ନୃତ୍ୟ କୁ ଆଜି ପ୍ରାଧାନ୍ୟ କରା ଯାଇଛି ଯାତ୍ରା ଜଗତ ର ଏହି ଭଳି ଯଦି ଲାଗି ରହିବ ତାହେଲେ ନିଶ୍ଚିନ୍ତ ଭାବରେ ଦିନେ ନା ଦିନେ ଯାତ୍ରା ଜଗତ ସମ୍ପୂର୍ଣ ବନ୍ଦ ହୋଇ ଯିବ ।

ଯାତ୍ରା ଜଗତ ରେ ପ୍ରସାରିତ ହେଉଥିବା ନାଟକ କୁ ଦେଖିବା ପାଇଁ ଅନେକ ପରିବାର ଏକାଠି ହୋଇ ଯାଇ ଥାଆନ୍ତି । କିଏ ନିଜ ବାପା ମାଆ ମାନ ଙ୍କ ସହ ଯାଇଥାଏ ତ ଆଉ କିଏ ନିଜ ପତ୍ନୀ, ଝିଅ ବା ଗୁରୁଜନ ମାନ ଙ୍କୁ ନେଇ ଯାଇଥାଏ ଓ ନାଟକ ଦେଖି ଥାଏ କିନ୍ତୁ ବର୍ତ୍ତମାନ ସମୟ ରେ ଅଶ୍ଳିଳତା ପଶିବା ପରେ ଆଉ ପରିବାର ଙ୍କୁ ସାଙ୍ଗ ରେ ନେଇ ଯାଇ ହେବ ନାହିଁ ।

ବର୍ତ୍ତମାନ ସମୟ ରେ ଜଣେ ଯୁବତୀ ଯିଏ ଯୁବକ ମାନ ଙ୍କୁ ଓ ସମାଜ କୁ ପ୍ରଭାବିତ କରୁଛି ଓ ସେ ହେଉଛି ନିଶା ମହାରଣା ଯିଏ କି ନିଜ କୁ ଓଡ଼ିଶା ର ସନି ଲିଓନ କହି ହଟ ଲୁକ ରେ ନଜର ଆସୁଛନ୍ତି । ଅନେକ ଅସଭ୍ୟ କଥା କହି ଚର୍ଚ୍ଚା ରେ ରହିବାକୁ ଚାହୁଁଛି । ଯାହା ବି କିଛି ହେଲେ ମଧ୍ୟ କିଛି ଦର୍ଶକ ମାନେ ତାର ଅଶ୍ଳୀଳ ନୃତ୍ୟ କୁ ପସନ୍ଦ କରୁଛନ୍ତି ବୋଲି ତାର ସାହସ ପାଉଛି ।

ବର୍ତ୍ତମାନ ସମୟ ରେ ଆପଣ ଙ୍କୁ ନିଶା ମହାରଣା ଙ୍କ ବିଷୟ ରେ କହିବା ର କାରଣ ହେଉଛି ଏକ ଖବର ଓ ଏହି ଖବର ଟି ନିଶା ମହାରଣା କୁ ନେଇ ଆସିଛି । ହଁ ନିଶା ମହାରଣା ଙ୍କ ଏକ ଭିଡିଓ ସୋସିଆଲ ମିଡ଼ିଆ ରେ ଦେଖିବାକୁ ମିଳିଛି, ଏହି ଭିଡିଓ ରେ ନିଶା ମହାରଣା ନିଜ ନୃତ୍ୟ ପରିବେଷଣ କରିବା ପୂର୍ବରୁ ଯୁବକ ମାନ ଙ୍କୁ ହିଟ କରାଇବା ଭଳି ଅନେକ ଅସଭ୍ୟ କଥା କହିଛନ୍ତି । ପରେ ସେ ନିଜ୍ ହଟ ଲୁକ ରେ ନଜର ଆସି ନାଚ କରି ଥିବାର ଦୃଶ୍ୟ ଦେଖିବାକୁ ମିଳିଛି ଓ ସେଠାରେ ଯୁବକ ମାନେ ମଧ୍ୟ ତାଙ୍କ ନାଚ କୁ ପସନ୍ଦ କରି ହୋ ଆଲା କରି ଥିବାର ଦେଖିବାକୁ ମିଳିଛି , ଯାତ୍ରା ଜଗତ ର ମଞ୍ଚ ଭଳି ଦେଖା ଯାଉଛି ମଞ୍ଚ ଉପରେ ନିଶା ମହାରଣା ।।

Leave a Comment