ଦେଖନ୍ତୁ shocking ଭିଡିଓ- ଟିଚର ପିଲାଙ୍କ ଆଗରେ କହୁଛନ୍ତି ଧନ ,ଗେଲୁ ଖାଇଲଣି ..ଗୋଟେ ଚୁମା ଦେଉନ….ମୁଁ ଚୁମା ଦେଲିନି ବୋଲି ସେ ମୋତେ…..

ଭାଇରାଲ ହେଉଥିବା ଅନେକ ଭିଡ଼ିଓ ଆପଣ ମାନେ ଦେଖିବାକୁ ପାଉଥିବେ ସୋସିଆଲ ମିଡ଼ିଆରେ । ତେବେ ବେଳେ ବେଳେ କେତେକ ଏମିତି ଭିଡ଼ିଓ ମାନ ସାମ୍ନା କୁ ଆସିଥାଏ ଯାହାକୁ ଦେଖିଲେ ଆପଣ ମାନେ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ । ବର୍ତ୍ତମାନ କିଛି ଦିନ ତଳେ ଏକ ଭିଡ଼ିଓ ଟି ଦେଖିବାକୁ ମିଳିଥିଲା ସେଥିରେ ସେମିତି କିଛି କଥା ଦେଖିବାକୁ ମିଳିଥିଲା ବୋଲି କୁହାଯାଉଛି ଆଉ ଯେଉଁଠି ଛୋଟ ପିଲା ଟି ପାଠ ପଡିବନି ବୋଲି କହୁଛି । ଆଉ ପିଲାଟିକୁ ଅଧିକ ବାଧ୍ୟ କୋରେଇବାରୁ ପିଲା ଟି ଦିଦି ଙ୍କୁ ଗାଳି କରିବାକୁ ଲାଗିଥିଲେ।

ତେବେ ପିଲାଟି ଦିଦି ଜଣଙ୍କୁ କହିବାକୁ ଲାଗୁଛି କି ସେ ଗୋଟିଏ ଟୋକା ଙ୍କୁ ଭଲ ପାଉଛନ୍ତି ଆଉ ତା ସହିତ ସବୁବେଳେ କଥା ବାର୍ତ୍ତା କରନ୍ତି ବୋଲି । ଆଉ ଯେଉଁ କଥା କୁ ଶୁଣିଲେ ଆପଣ ମାନେ ମଧ୍ୟ ଭାବିଲେ କି ଛୋଟ ପିଲା ଟିର ଏତେ ବୁଦ୍ଧି କେଉଁଠୁ ଆସୁଛି ବୋଲି । ତେବେ ଲୋକଙ୍କୁ ଆଶ୍ଚର୍ଯ୍ୟ କରି ଦେଲା ଭଳି ଭିଡ଼ିଓ ଏଠାରେ ଦେଖିବାକୁ ମିଳିଥିଲା ଛୋଟ ପିଲାଟି ପାଖରେ ପାଠ ପଢିବାକୁ କହିବାରୁ ।ଯାହା ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଥିଲା ।


ତେବେ ଏହି ଘଟଣାକୁ ନେଇ ଜଣେ ଯୁବତୀ କିଛି ମନ୍ତବ୍ୟ ଦେଇଥିଲେ। କହିଥିଲେ ଟିଚର ହେଉଛନ୍ତି ତାଙ୍କ ଗୁରୁଜନ, ଆଉ ଏବେ ମଧ୍ୟ ଦେଖାହେଲେ ତାଙ୍କୁ ସମ୍ମାନ ଦେଇଥାନ୍ତି। ଆଉ ଟିଚର ବି ବହୁତ ସମ୍ମାନ ଦେଇଥାନ୍ତି। ତେବେ ଛୁଆକୁ ଯେମିତି ପାଠ ପଢ଼େଇବ ସେ ସେମିତି ଶିକ୍ଷା ଗ୍ରହଣ କରିବ। ପିଲଟି କିଛି ଖରାପ ଗୁଣ ଦେଖିଛି ବୋଲି ଏଭଳି କଥା କହିଥିଲା। କୋଉ ଟୋକା ସହିତ ଥେଇଥେଇ ହେଇପାରେ, ଏମିତି କରିବାର ପିଲାଙ୍କ ନଜରରେ ଆସିଥିବ। ସେଥିପାଇଁ ପିଲାଟି ଏମିତି କହିଲା। ଛୋଟ ଛୁଆକୁ କଣ ଭଲ ପାଇବା ଜଣା। ସେ ଦେଖିଛି ବୋଲି ଏମିତି କହିଲା।


ଏହା ବ୍ୟତୀତ ଯୁବତୀ ଜଣଙ୍କ ତାଙ୍କ ପଢ଼ା ସମୟରେ ତାଙ୍କ ଜଣେ ତାଙ୍କ ଟିଚରକୁ ଭଲ ପାଉଥିଲେ ।ଆଉ ଏହି ଯୁବତୀ ଜଣଙ୍କ ତାଙ୍କ ବିରୋଧରେ ସବୁବେଳେ ରହୁଥିଲେ। ସ୍କୁଲରେ ଯୁବତୀ ଜଣକ ଭଲ ପଢ଼ୁଥିଲେ ବୋଲି ଟିଚର ଭଲ ପାଉଥିଲେ, କିନ୍ତୁ ଟ୍ୟୁସନ ରେ ଟିଚର ତାଙ୍କ ସାଙ୍ଗକୁ ଭଲ ପାଉଥିଲେ। ଏମିତି ଦେଖି ଯୁବତୀ ଜଣକ ଅନ୍ଯ ସାଙ୍ଗ ମାନଙ୍କୁ ପଚାରିଲେ ଟିଚର ତାଙ୍କୁ ଭଲ ପାଉଛନ୍ତି। ସାଙ୍ଗମାନେ କୁହନ୍ତି ତାଙ୍କ ଭିତରେ ରାସଲୀଳା ଚାଲିଛି ସେଥିପାଇଁ ଭଲ ପାଉଛି। ତେବେ ଏଭଳି କିଛି ମନ୍ତବ୍ୟ ଦେଇଥିଲେ ଯୁବତୀ ଜଣକ।

Leave a Comment