ଆଜିକାଲି ର ସମାଜ ଏତେ ମାତ୍ରା ରେ କଳୁଷିତ ହେବାକୁ ଲାଗିଲାଣି ଯେ ଯାହାକୁ ଆପଣ ବିଶ୍ୱାସ ମଧ୍ୟ କରି ପାରିବେ ନାହିଁ | ପ୍ରତିଦିନ କିଛି ନା କିଛି ଘଟଣା ଭାଇରାଲ ହେବାରେ ଲାଗୁଛି ଆଉ ଏଥିରେ ଖୁବ ନିନ୍ଦନୀୟ ଘଟଣା ମଧ୍ୟ ଦେଖିବା ପାଇଁ ମିଳୁଛି ଯାହାକି ଆଗାମୀ ଯୁବ ପିଢ଼ି ଙ୍କ ଉପରେ ଖୁବ ଖରାପ ପ୍ରଭାବ ପକାଉଛି | ଆପଣ ତ ଜାଣିଛନ୍ତି ଆଜିକାଲି ଯୁଗରେ ପ୍ରେମ କେମିତି ଏକ ଫ୍ୟାସନ ହୋଇ ଗଲାଣି ଯାହାକି ଯିଏ ଯାହାକୁ ପାରୁଛନ୍ତି ଲଭ କରୁଛନ୍ତି ଆଉ ନିଜର ମନ ପୁରି ଗଲା ନହେଲେ ସ୍ୱାର୍ଥ ପୂରଣ ହୋଇ ଗଲେ ତାକୁ ଛାଡ଼ି ଦେଉଛନ୍ତି |
ଆଜିକାଲି ଯୁଗରେ କିଏ ପଇସା ପାଇଁ ପ୍ରେମ କରୁଛି ତ ଆଉ କିଏ ଶାରୀରିକ ସୁଖ ପାଇଁ ପ୍ରେମ କରୁଛି ଯାହାକି ଏହି ଯୁବ ପିଢ଼ି ମାନେ ପ୍ରେମ ଭଳି ଏକ ପବିତ୍ର ସମ୍ପର୍କ କୁ କଳଙ୍କିତ କରି ଦେଉଛନ୍ତି | ତେବେ ଏହି ପ୍ରେମ କୁ ନେଇ ଅନେକ ଘଟଣା ସାମ୍ନା କୁ ଆସି ଥାଏ ଆଉ ବର୍ତ୍ତମାନ ସମୟରେ ପୁଣି ଏକ ଭିଡ଼ିଓ ସାମ୍ନା କୁ ଆସିଛି, ଯେଉଁଥିରେ ଦେଖିବା ପାଇଁ ମିଳିଛି କି ଏକ ଯୁବତୀ ପ୍ରେମ ରେ ଧୋକା ଦେଇ ଥିବାରୁ ଦୁଇ ଜଣ ଯୁବକ ତାଙ୍କୁ ସିଗାରେଟ ଟଣାଇ ଟର୍ଚ୍ଚର କରୁଛନ୍ତି |
ଘଟଣା ଟି ହେଉଛି ଏକ ଯୁବତୀ ଯିଏ କି ଏକ ଯୁବକ ଙ୍କୁ ପ୍ରେମ କରୁ ଥିଲେ ଉଭୟ ଫୋନ ରେ କଥାବାର୍ତା ହେଉ ଥିଲେ କିନ୍ତୁ ଯୁବତୀ ଜଣଙ୍କ ଗୋଟେ ପ୍ରେମିକ ରେ ସନ୍ତୁଷ୍ଟ ନଥିଲେ | ତେଣୁ ସେ ନିଜ ମୋବାଇଲ ରେ ସିମ ବଦଳାଇ ଆଉ ଏକ ଯୁବକ ଙ୍କ ସହ ମଧ୍ୟ କଥା ହେଉ ଥିଲେ ଆଉ ଦୁଇ ଜଣଙ୍କ ସହ ପ୍ରେମ ସମ୍ପର୍କ ରଖି ଥିଲେ | ତେବେ ଏହି ସବୁକୁ ଉଭୟ ଦୁଇ ପ୍ରେମିକ ଜାଣି ଦେଇ ଥିଲେ ଆଉ ଯୁବତୀ ଙ୍କୁ ଦୁଇ ଜଣ ରାସ୍ତା ରେ ଅଟକାଇ ଦେଇ ଥିଲେ |
ଉଭୟ ପ୍ରେମ କୁ ନେଇ ଅନେକ ପ୍ରଶ୍ନ କରି ଥିଲେ ଆଉ ବହୁତ ଖରାପ ଭାଷା ରେ ଗାଳି ଗୁଲଜ ମଧ୍ୟ କରି ଥିଲେ | ତେବେ ପରେ ପରେ ପୁଣି ଯୁବତୀ ଙ୍କୁ ସିଗାରେଟ ଟାଣିବା ପାଇଁ ମଧ୍ୟ ବାଧ୍ୟ କରି ଥିଲେ ଆଉ ସିଗାରେଟ ଟଣାଇ ମଧ୍ୟ ଥିଲେ | ଫଳରେ ଯୁବତୀ ଜଣଙ୍କ ଏହି ସବୁ ଘଟଣା କୁ ନେଇ ଉଭୟ ଯୁବକ ଙ୍କୁ ଭୁଲ ମାଗି ଥିଲେ ଆଉ ଏମିତି ଭୁଲ କେବେ କରିବେ ନାହିଁ ବୋଲି କହି ଥିଲେ | ଆଉ ହାତ ଯୋଡ଼ି କ୍ଷମା ମାଗି ତାଙ୍କୁ ଛାଡ଼ି ଦେବା ପାଇଁ ଅନୁରୋଧ କରି ଥିଲେ | ତେବେ ଏଭଳି ଏକ ଦୃଶ୍ୟ ଏବେ ସୋସିଆଲ ମିଡ଼ିଆ ରେ ଖୁବ ଭାଇରାଲ ହେବାରେ ଲାଗିଛି ଯାହାକୁ ଦେଖିଲେ ଆପଣ ମଧ୍ୟ ଖୁବ ନିନ୍ଦା ଅନୁଭବ କରିବେ |