ସୋସିଆଲ ମିଡ଼ିଆରେ ଭାଇରାଲ ହେଉଥିବା ଅନେକ ପ୍ରକାରର ଭିଡ଼ିଓ ମାନ ଆପଣ ମାନେ ଶୁଣିବାକୁ ପାଉଥିବେ ଭାଇରାଲ ହେଉଥିବାର । ତେବେ ବେଳେ ବେଳେ ଏଭଳି କିଛି ଭିଡ଼ିଓ ଆମ ମାନଙ୍କ ସାମ୍ନା କୁ ଆସିଥାଏ ଯାହା ବିଷୟରେ ଆପଣ ମାନେ ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ ବୋଲି କୁହାଯାଉଛି ।
ଆଉ ବର୍ତ୍ତମାନ ଠିକ ସେହି ଭଳି ଏକ ଅଭାବନୀୟ ଘଟଣା ଟି ଘଟିଛି ବୋଲି କୁହାଯାଉଛି । ଆଉ ଯେଉଁଠି ଦେଖିବାକୁ ମିଳିଛି କି ସ୍ୱାମୀ ନଥିବା ବେଳେ ଅନ୍ୟ ଜଣେ ପୁରୁଷଙ୍କ ସହ ସମ୍ପର୍କ ରଖୁଥିଲେ ମହିଳା ଜଣକ । ଆଉ ତାହା ପରେ ସ୍ୱାମୀ ଜାଣିବା ପରେ ମାଡ଼ ମାରିଥିଲେ ସ୍ତ୍ରୀ କୁ ସ୍ୱାମୀ। ତାହେଲେ ଭାଇରାଲ ହେଉଥିବା ସମ୍ପୂର୍ଣ୍ଣ ଘଟଣା ଉପରେ ଟିକିଏ ନଜର ପକାଇବା ।
ପ୍ରେମ କେତେବେଳେ କାହା ସହିତ ହୋଇଥାଏ ସେ କଥା କିଏ ଵା କହି ପାରିବ, ତେବେ ବର୍ତ୍ତମାନ ଏଭଳି ଏକ ଘଟଣା ଟି ସାମ୍ନା କୁ ଆସିଛି ଯାହାକୁ ଆପଣ ମାନେ ଦେଖିଲେ ପ୍ରେମ କରିବା ଆଗରୁ ଶହେ ଥର ଚିନ୍ତା କରିବେ ବୋଲି କୁହାଯାଉଛି ।ତେବେ ଆପଣ ମାନେ ସମସ୍ତେ ଜାଣିଥିବେ ବର୍ତ୍ତମାନ ସମୟରେ ଲଜ୍ଜା ବୋଲି ଗୋଟିଏ ଜିନିଷ କୁ ସମସ୍ତେ ଭୁଲି ଯାଉଛନ୍ତି। ପିଲା ଠାରୁ ଆରମ୍ଭ କରି ବୃଦ୍ଧ ପର୍ଯ୍ୟନ୍ତ ସମସ୍ତେ ଏହି କାମରେ ଓତଃପ୍ରୋତ ଭାବେ ଜଡ଼ିତ ରହୁଛନ୍ତି। ସେ ସାଧାରଣ ଲୋକ ହେଉ, ଶିକ୍ଷକ କିମ୍ବା ରାଜନେତା ସମସ୍ତେ ଏହି କଳୁଷିତ ସମାଜରେ ରହି ଏହି କାମ କରିବା ପାଇଁ ପଛ ଘୁଞ୍ଚା ଦେଉ ନାହାଁନ୍ତି। ଆଉ ବିଶେଷକରି ବର୍ତ୍ତମାନ ସମୟରେ ବିବାହିତା ମାନେ ଏଭଳି କାମ କରୁଛନ୍ତି।
ପ୍ରେମରେ ପଡ଼ି କିଏ ନିଜ ପିଲାଛୁଆ ଙ୍କୁ ଛାଡ଼ି ସ୍ୱାମୀ ଙ୍କୁ ଛାଡ଼ି ପ୍ରେମିକ ସହିତ ପଳାଉଛନ୍ତି ତ ଆଉ କିଏ ସ୍ତ୍ରୀ କୁ ଛାଡ଼ି ଅନ୍ୟ ଯୁବତୀ ଙ୍କ ସହ ଶାରୀରିକ ସମ୍ପର୍କ ରଖୁଛନ୍ତି। ତେବେ ବର୍ତ୍ତମାନ ଠିକ୍ ସେହିପରି ଏକ ଘଟଣା ସାମ୍ନାକୁ ଆସିଛି। ଏହି ଘଟଣାଟି ହେଉଛି ଯାଜପୁର ଜିଲ୍ଲାର। ତେବେ ମହିଳା ଜଣଙ୍କ କହିବା ଅନୁସାରେ ସେ ପୁଅଟି ସମ୍ପର୍କରେ ତାଙ୍କ ଭାଣିଜୀର ଦିଓର ହେବେ। ସେ ତାଙ୍କୁ ଏକ ମୋବାଇଲ ମଧ୍ୟ ଦେଇଥିଲେ। ଆଉ ସ୍ୱାମୀ ଘରେ ନଥିବା ବେଳେ ମହିଳା ଜଣକ ସେହି ପୁଅ ସହିତ କଥା ହେଉଥାଏ, ପରେ ମୋବାଇଲ କୁ ଆଲମିରା ରେ ଲୁଚେଇ ରଖିଥାଏ।
ଦିନେ ଆଲମିରା ରେ ଚାବି ଦେଇ ନଥିଲେ ମହିଳା ଜଣକ, ଆଉ ସ୍ୱାମୀ ଏମିତୀ ଦେଖୁ ଦେଖୁ ମୋବାଇଲ ଦେଖି ନେଇଥିଲେ। ତାପରେ ସ୍ୱାମୀ ସ୍ତ୍ରୀ ପାଖରୁ ମୋବାଇଲ ଛଡ଼ାଇ ନେଇ ରଖିଥିଲେ, ଆଉ ମହିଳା ଜଣଙ୍କ କିଛି କହିବା ଆଗରୁ ସ୍ୱାମୀ ଜଣଙ୍କ ମାଡ଼ ମାରିଥିଲେ। ଆଉ ଏବେ ମହିଳା ଜଣକ ପ୍ରେଗନେଣ୍ଟ ଅଛନ୍ତି, ସ୍ୱାମୀ କହୁଛି ଏହି ପିଲା ତାର ନୁହଁ ତା ପ୍ରେମିକର। କିନ୍ତୁ ସେ ପୁଅ ସହିତ ସେମିତି କିଛି ସମ୍ପର୍କ ନଥିଲା ବୋଲି ମଧ୍ୟ କହିଥିଲେ। ହେଲେ ଏବେ ମହିଳା ଜଣକ କହୁଛନ୍ତି ସବୁକିଛି ସମାଧାନ କରି ସେ ତାଙ୍କ ସ୍ୱାମୀ ପାଖରେ ରହିବାକୁ ଚାହାଁନ୍ତି।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।