Ersama ରେ ମାମୁଁ ଭାଣେଜୀ ର ଖରାପ ସମ୍ପର୍କ ଦାଣ୍ଡରେ ପଡ଼ି ହାଟରେ ଗଡ଼ୁଚି,”ଶାଶୁ ଖୋଲିଲେ ମାମୁ ଭାଣେଜୀ” ଙ୍କ ସବୁ ଗୁମର…ଦେଖନ୍ତୁ Video

ସୋସିଆଲ ମିଡ଼ିଆରେ ପ୍ରତେକ ଦିନ ବିଭିନ ପ୍ରକାରର ଘଟଣା ଭାଇରାଲ ହେଉଥିବାର ତ ଆପଣ ମାନେ ବେଶ ଭଲ ଭାବରେ ଜାଣିଥିବେ | ତେବେ ଆଜି ଯେଉଁ ଘଟଣା ଟି ଭାଇରାଲ ହେଉଛି ତାହା କୁ ଜାଣିଲେ ଆପଣ ମାନେ ପୁରା ପୁରି ଆଶ୍ଚର୍ଯ୍ୟ ହୋଇଯିବେ | ଆଉ ଭାବିବେ କି ସତରେ କଣ ଏମିତି ହୋଇପାରେ, ମାମୁଁ ଓ ଭାଣିଜୀ କଣ ସତରେ ପ୍ରେମରେ ପଡି ପାରନ୍ତି | ତେବେ ଆସନ୍ତୁ ଭାଇରାଲ ହେଉଥିବା ସେହି ଘଟଣା ଉପରେ ଟିକିଏ ନଜର ପକାଇବା |

କୁହାଯାଏ ସ୍ୱାମୀ ଆଉ ସ୍ତ୍ରୀଙ୍କର ପବିତ୍ର ସମ୍ପର୍କ ପରି ଆଉ କିଛି ସମ୍ପର୍କ ନାହିଁ | ପୁଅ-ଝିଅ ଏହି ପବିତ୍ର ବନ୍ଧନରେ ବାନ୍ଧିବା ପରେ ସେମାନଙ୍କ ମଧ୍ୟରେ ସମ୍ପକ ଆସ୍ତେ ଆସ୍ତେ ଦୃଢ଼ ହୋଇଥାଏ | ଆଉ ବିଶ୍ୱାସର ବନ୍ଧନଟି ସେମାନଙ୍କୁ ସାରା ଜୀବନ ବାନ୍ଧି ରଖିଥାଏ | ତେବେ ବର୍ତ୍ତମାନ ଯେଉଁ ଘଟଣା ବିଷୟରେ ଆମେ କହୁଛୁ ସେଥିରେ ସ୍ୱାମୀ ଓ ସ୍ତ୍ରୀଙ୍କ ମଧ୍ୟରେ ଫାଟ ସୃଷ୍ଟି କରୁଛନ୍ତି ଝିଅଟିର ମାମୁଁ |

 

ଆଉ ମାମୁଁ ଜଣକ ରଖିଛନ୍ତି ତାଙ୍କର ଭାଣିଜୀ ସହିତ ଯୌନ ସଂପର୍କ। ପବିତ୍ର ସମ୍ପର୍କରୁ ସୃଷ୍ଟି ହୋଇଛି ପାପ ସମ୍ପର୍କ | ଯେଉଁ ସମ୍ପର୍କକୁ ଆମ ସମାଜରେ ସଂମାନ ଦିଆ ଯାଇଥାଏ ଓ ବାପା ଆଉ ଝିଅର ସମ୍ପର୍କ ବୋଲି କୁହାଯାଇଥାଏ | ସେହିଭଳି ସ୍ଥଳରେ ପବିତ୍ର ସମ୍ପର୍କରେ ଲାଗିଛି ଏହିଭଳି କଳଙ୍କ | ଭୁଲିଗଲେ ସମାଜର ନୀତି ଆଉ ନିୟମ , ହରାଇଲେ ସମସ୍ତ ଇଜ୍ଜତ |

ତେବେ ସୋସିଆଲ ମିଡ଼ିଆରେ ବର୍ତ୍ତମାନ ଏହିପରି ଏକ ଘୃଣ୍ୟ ଭିଡ଼ିଓ ଭାଇରାଲ ହେଉଛି । ଘଟଣାଟି କିଛି ଏହିପରି ରହିଛି କି ଜଣେ ଯୁବତୀ ବିବାହିତ ହୋଇ ମଧ୍ୟ ତାଙ୍କ ମାମୁଁଙ୍କ ସହ ଖରାପ ସମ୍ପର୍କରେ ରହୁଛନ୍ତି। ଯେଉଁ ଘଟଣାଟିକୁ ନେଇ ବର୍ତ୍ତମାନ ଗାଁ ଦାଣ୍ଡ ଉଠୁଛି ପଢୁଛି, ଯୁବତୀ ଜଣଙ୍କ ବିବାହ ପରେ ସ୍ବାମୀଙ୍କ ସହ ଥରେ ବି ଭଲରେ କଥାବାର୍ତ୍ତା କରୁନାହାନ୍ତି କାରଣ ସେ ନିଜ ମାମୁଁ ସହ ଖରାପ ଯୌନ ସମ୍ପର୍କରେ ରହୁଛନ୍ତି।

ସୂଚନା ଅନୁସାରେ ଯୁବତୀ ଜଣଙ୍କ ମା ଛଉଣ୍ଡ ଅଟନ୍ତି ଆଉ ବିବାହ ପୂର୍ବରୁ ଯୁବତୀ ଜଣଙ୍କ ତାଙ୍କ ନିଜ ମାମୁଁଙ୍କ ସହ ଶାରୀରିକ ସମ୍ପର୍କରେ ରହୁଥିଲେ। ମାତ୍ର ଏହା ବିଷୟରେ କିଛି ନଜାଣି ଅନ୍ୟ ଏକ ପରିବାର ଲୋକେ ଝିଅଟିକୁ ନିଜ ପୁଅ ସହ ବାହାଘର କରିଥିଲେ। ମାତ୍ର ବିବାହ ପରେ ମଧ୍ୟ ଯୁବତୀ ଜଣଙ୍କ ସୁଧୀରି ନଥିଲେ ନିଜ ସ୍ୱାମୀ ସହ ଖୁସିରେ ସଂସାର କରିବା ଦୂରର କଥା ସ୍ୱାମୀ ସହ ଠିକରେ କଥା ହେଉ ନଥିଲେ। ବରଂ ସେ ମାମୁଁଙ୍କ ସହ ଗୋଟିଏ ଘର ଭିତରେ ଶୋଉଥିଲେ।

ତେବେ ତାର ମାମୁଁ ଜଣଙ୍କ ମଧ୍ୟ ନିଜ ଭାଣିଜୀ ସହ ଏହିପରି ଖରାପ ସମ୍ପର୍କ ରଖିବାକୁ ତିଳେ ହେଲେ ପଚୁ ନାହାନ୍ତି। ଝିଅଟିର ଶାଶୂ ଓ ଶଶୁର କହିଛନ୍ତି କି ତାକୁ ବିବାହ କରି ମୋ ଘରର ଲକ୍ଷ୍ମୀ କରି ଆଣିଥିଲି ମାତ୍ର ଜାଣି ନଥିଲି ସେ ନାଗୁଣି ବୋଲି। ମୋ ସୁନା ସଂସାରଟିକୁ ଭାଙ୍ଗିକି ନଷ୍ଟ କରିଦେଲା। ଗୋଟିଏ ଘରେ ଭିତରେ ମାମୁଁ ଭାଣିଜୀ ପଶି ଯାଉଛନ୍ତି ରାତି କାଟୁଛନ୍ତି ,ବାହାରକୁ ଅଜବ ଅଜବ ଶବ୍ଦ ଶୁଣିବାକୁ ଲାଗିଛି।ତେବେ ଏହି ଘଟଣାଟି ବର୍ତ୍ତମାନ ସୋସିଆଲ ମିଡ଼ିଆରେ ନିଆଁ ପରି ଭାଇରାଲ ହେଉଛି।

Leave a Comment