କାର୍ ଭିତରେ ସ୍ୱାମୀ କରୁଥିଲା ଅନ୍ୟ ଯୁବତୀଙ୍କ ସହ ଅଶ୍ଳୀଳ କାମ ….ଏହାକୁ ସ୍ତ୍ରୀ ଦେଖି ଦେଲା , ଆଉ ତାପରେ ଯାହା ହେଲା !ଦେଖିଲେ ଆଶ୍ଚର୍ଯ୍ୟ ହୋଇଯିବେ ! ଦେଖନ୍ତୁ ଏହି viral ଭିଡ଼ିଓ

ବର୍ତମାନ ଦୁନିଆରେ କିପରି ପରକୀୟା ପ୍ରୀତି ବୃଦ୍ଧି ପାଉଛି ତାହା ଆପଣମାନେ ଦେଖୁଥିବେ ନିଶ୍ଚିତ ।ଏହାକୁ ରୋକିବା ଏବେ ସମସ୍ତଙ୍କ ପାଇଁ ଭାରି ପଡ଼ିଗଲାଣି, ଏହି ପରକୀୟା ପ୍ରୀତି ଯୋଗୁଁ ମଧ୍ୟ କାହାର ଜୀବନ ଚାଲିଯାଉଛି ତ କେତେଜଣ ନ୍ୟାୟ ପାଇଁ ଧାରଣ ଦେଉଛନ୍ତି ।ପରକୀୟା ପ୍ରୀତି ଆଜିର ଏହି ସମାଜରେ ଏତେ ମାତ୍ରାରେ ବୃଦ୍ଧି ପାଇଲାନି ଯେ ଏହାକୁ ରୋକିବା ବର୍ତମାନ ଅସମ୍ଭବ ହୋଇଗଲାଣି ।କିନ୍ତୁ ଏହି ପ୍ରୀତିର ପରିଣାମ ଯେ କେତେ ଭୟାଭୟ ଓ ଲଜ୍ୟା ଜନଙ୍କ ତାହା ଆପଣ ସମସ୍ତେ ଆଗରୁ ଦେଖିଥିବେ ନିଶ୍ଚିତ ।ମୁଁ ଆଜି ଆପଣକୁ ଏହିପରି ଏକ ଘଟଣା ବିଷୟରେ ଜଣେଇବି, ତେବେ ଜଣେ ବିବାହିତ ଯୁବକ କାର୍ ଭିତରେ ଅନ୍ୟ ଏକ ମହିଳାଙ୍କ ସହ ରୋମାନ୍ସ କରୁଥିଲେ। ଆଉ ସେ ସବୁକୁ ଦେଖି ନେଇଥିଲେ ଯୁବକ ଜଣକ ର ସ୍ତ୍ରୀ। ତେବେ ଜାଣିବା ଏହି ଘଟଣାର ସମ୍ପୂର୍ଣ ଖବର ବିଷୟରେ ।

ତେବେ ଯୁବକ ଜଣକ ହେଉଛନ୍ତି ଜଣେ ଜଣା ଶୁଣା ଫିଲ୍ମ ନିର୍ମାତା। ହଁ ତାଙ୍କ ନାମ କମଳ ମିଶ୍ରା। କମଳ ମିଶ୍ରା କୁଆଡ଼େ ଅନ୍ୟ ଏକ ଯୁବତୀ ଙ୍କ ସହ କାର୍ ଭିତରେ ରୋମାନ୍ସ କରୁଥିଲେ। ଆଉ ଯାହାକୁ ଦେଖି ଦେଇଥିଲେ କମଳ ମିଶ୍ରାଙ୍କ ସ୍ତ୍ରୀ। ଆଉ ନିଜ ସ୍ତ୍ରୀ ଯେତେବେଳେ ସ୍ୱାମୀଙ୍କୁ ଦେଖି ପାଖକୁ ଗଲେ ପଚାରିବା ପାଇଁ ଏ ଯୁବତୀ ଜଣକ କିଏ? ଆଉ ଠିକ୍ ସେହି ସମୟରେ ଯାହା ହେଲା ଆପଣ ଏହି ଭିଡିଓ ଦେଖିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ। କିନ୍ତୁ ଏତିକି କହି ରଖିବୁ କି, ନିଜ ସ୍ତ୍ରୀ ଉପରେ କାର୍ ଚଢ଼େଇ ଦେଇଥିବା ଅଭିଯୋଗ ରେ ଫିଲ୍ମ ନିର୍ମାତା କମଳ କୁମାର ମିଶ୍ରା ଙ୍କ ନାମରେ ଏକ ମାମଲା ରୁଜୁ ହୋଇଛି।

ଆଉ ତାଙ୍କ ସ୍ତ୍ରୀ ଙ୍କର ଦୋଷ ହେଉଛି ଥିଲା କି ଯେ କାର୍ ଭିତରେ ସ୍ୱାମୀ ଙ୍କ ସହ ଅନ୍ଯ ଏକ ସ୍ତ୍ରୀ ଲୋକକୁ ଦେଖିଥିଲେ। ଆଉ ଯାଇଥିଲେ ସ୍ୱାମୀ କୁ ପଚାରିବା ପାଇଁ। ଆଉ ତାପରେ କୁଆଡ଼େ ସ୍ୱାମୀ ସ୍ତ୍ରୀ ଦେଖି ହଡ଼ବଡ଼ ହୋଇ କାର୍ ନେଇ ଫେରାର ହୋଇ ଯାଇଥିଲେ। ପୋଲିସ ମିଶ୍ରା କୁ ଅଟକ ରଖି ପଚରା ଉଚରା କରୁଛି।

ଆଉ ଏଭଳି ଏକ ଘଟଣା ଘଟିଛି ମହାରାଷ୍ଟ୍ର ଆଞ୍ଜେଲିରେ। ଆଉ ଏହି ଘଟଣାଟି ଏକ ପାର୍କିଙ୍ଗ ପ୍ଲେସ୍ ରେ ଘଟିଛି। ଫିଲ୍ମ ନିର୍ମାତା କମଳ ମିଶ୍ରା ଙ୍କ ପତ୍ନୀ ଅଭିଯୋଗ ଅନୁଯାୟୀ କାର୍ ଭିତରେ ସ୍ୱାମୀ ଙ୍କ ସହ ଆଉ ଜଣେ ସ୍ତ୍ରୀ ଲୋକକୁ ଦେଖିଥିଲେ। ଆଉ ସିଏ କିଏ ବୋଲି ପଚାରିବାକୁ ଯିବାରୁ କାର୍ ପାଖକୁ ଯାଇଥିଲେ। ଆଉ ଏହି ସମୟରେ କାର୍ ଚଳାଇ ସ୍ତ୍ରୀ ଠାରୁ ଖସି ପଳାଇବା ପାଇଁ ଉଦ୍ୟମ କରିଥିଲେ କମର। ଆଉ ଯାହାର ଫଳସ୍ବରୂପ ତାଙ୍କ ଗୋଡ଼ ଭାଙ୍ଗି ଯାଇଛି ବୋଲି କହିଥିଲେ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment