Exclusive:ସାମ୍ନାକୁ ଆସିଲା ସୋନାଲୀ ଙ୍କ ମୃତ୍ୟୁ ପୂର୍ବରୁ ଶେଷ live ଭିଡ଼ିଓ….ଏମିତି ମୃତ୍ୟୁ ଆପଣ ଜୀବନରେ ଦେଖିନଥିବେ….ମୃତ୍ୟୁ ବି ଏମିତି ଆସେ ?

ତେବେ ଆମେ ଜନ୍ମ ଯେତେ ବେଳେ ହୋଇଛୁ ମୃତ୍ୟୁ ମଧ୍ୟ ସୁନିଶ୍ଚିତ କାରଣ ଜନ୍ମ ବିନା ମୃତ୍ୟୁ ଅସମ୍ଭବ ଏବଂ ମୃତ୍ୟୁ ବିନା ଜନ୍ମ ଅସମ୍ଭବ | କାହାର ଯେ କେତେ ବେଳେ ମୃତ୍ୟୁ ହେବ ତାହା କେହି ମଧ୍ୟ କରି କହି ପାରିବେ ନାହିଁ | ତେବେ ସେଭଳି ଏକ ଦୁଖଃଦ ଖବର ଆସି ପହଞ୍ଚିଛି ଯାହାକୁ ଶୁଣିଲେ ଆପଣ ମଧ୍ୟ ବିଶ୍ୱାସ କରି ପାରିବେ ନାହିଁ | ସତରେ ଏହି ନିଶ୍ୱାସ ଉପରେ ଟିକିଏ ବି ଭରଷା କରିବା କଥା ନୁହେଁ, ଯେଉଁ ଭିଡ଼ିଓ ଏବେ ଆପଣ ଦେଖିବା ପାଇଁ ପାଉଛନ୍ତି ସେହି ଭିଡ଼ିଓ ଏବେ ହିଁ କିଛି ଘଣ୍ଟା ତଳେ ସୋସିଆଲ ମିଡ଼ିଆ ରେ ଉପଲୋଡ କରି ଥିଲେ |

କିନ୍ତୁ କିଏ ଜାଣି ଥିଲା ଏହା ତାଙ୍କର ଶେଷ ଭିଡ଼ିଓ ହେବ ବୋଲି ଏ ହସ ହସ ମୁହଁ ଏବେ ସବୁ ଦିନ ପାଇଁ ନିରବି ଯାଇଛି | ବିଜେପି ନେତ୍ରୀ ତଥା ପୂର୍ବତନ ବିଗ ବସ ପ୍ରତିଯୋଗୀ ସୋନାଲି ଫଗୁଆନ ଙ୍କର ଦେହାନ୍ତ ହୋଇ ଯାଇଛି | ଗୋଆ ରେ ଗତ କାଲି ରାତିରେ 41 ବର୍ଷ ବୟସ ରେ ହୃତଘାତ ରେ ସୋନାଲି ପ୍ରାଣ ତ୍ୟାଗ କରିଛନ୍ତି |

ତାଙ୍କ ଦେହାନ୍ତ ରେ ହରିୟାଣା ର ମୁଖ୍ୟମନ୍ତ୍ରୀ ଦୁଃଖ ପ୍ରକାଶ କରିଛନ୍ତି ତାହା ସହିତ ବିଭିନ୍ନ ମହଲ ରୁ ସୋନାଲି ଙ୍କ ପାଇଁ ଶୋକ ପ୍ରକାଶ ହୋଇଛି | ତେବେ ମୃତ୍ୟୁ ର 12 ଘଣ୍ଟା ପୂର୍ବରୁ ନିଜ ସୋସିଆଲ ଆକାଉଣ୍ଟ ରେ ସୋନାଲି ନିଜର ଫଟୋ ପୋଷ୍ଟ କରି ଥିଲେ | ଯେଉଁଥିରେ ସୋନାଲି ଧଳା କୁର୍ତି ସହିତ ଗୋଲାପୀ ରଙ୍ଗ ର ପଗଡି ପିନ୍ଧିଛନ୍ତି, ଖାଲି ସେତିକି ନୁହଁ ସେଥିରେ ସେ ଏକ ସୁନ୍ଦର ହସ ଦେବା ସହିତ ଲେଖିଛନ୍ତି କି ସବୁବେଳେ ହସୁ ଥାଅ |

ତେବେ ଏଠାରେ କହି ରଖିବାକୁ ଚାହିଁବୁ କି ସୋନାଲି 2019 ହରିୟାଣା ବିଧାନ ସଭା ନିର୍ବାଚନ ରେ ବିଜେପି ରୁ ପ୍ରାଥି ହୋଇ ଥିଲେ | ଟିକଟକ ଓ ସୋସିଆଲ ମିଡ଼ିଆ ତାଙ୍କର ଫଟୋ ଓ ଭିଡ଼ିଓ ଖୁବ ଚର୍ଚ୍ଚା ରେ ରହି ଥାଏ | ସୋସିଆଲ ମିଡିଆରେ ମଧ୍ୟ ସୋନାଲି ଜଣେ ଚର୍ଚ୍ଚିତ ଚେହେରା ଅଟନ୍ତି, 2020 ରେ ମଧ୍ୟ ସୋନାଲି ବିଗ ବସ ରେ ଜଣେ ପ୍ରତିଯୋଗୀ ଥିଲେ |

ଏହା ସହିତ ଏକାଧିକ ଟିଭି ସିରିଏଲ ରେ ମଧ୍ୟ ଦର୍ଶକ ତାଙ୍କ ଅଭିନୟ କୁ ଦେଖିଛନ୍ତି | ସୋନାଲି ଙ୍କର ଦେହାନ୍ତ ଖବର ଶୁଣିବା ପରେ ପ୍ରଶଂସକ ମାନେ ଦୁଃଖ ରେ ଭାଙ୍ଗି ପଡିଛନ୍ତି ଏବଂ ଚାରି ଆଡେ ଶୋକ ର ଛାୟା ଖେଳି ଯାଇଛି | ତେବେ ଭଗବାନ ଙ୍କ ନିକଟରେ ଏତିକି ପ୍ରାର୍ଥନା କରିବା ସେ ସୋନାଲି ଙ୍କର ଅମର ଆତ୍ମା ର ସଦଗତି ହେଉ |ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment