EXCLUSIVE : ପ୍ରଥମ ଥର ହିରୋଇନ Rani Panda କଲେ ଜବରଦସ୍ତ ରୋମାଣ୍ଟିକ ମ୍ୟୁଜିକ ଭିଡ଼ିଓ, ସୁଟିଂ ଟାଇମ ର ଭିଡ଼ିଓ ହେଲା ଭାଇରାଲ…. ଦେଖିଲେ ନିଜକୁ ସମ୍ଭାଳି ପାରିବେନି…

ଆପଣ ମାନେ ଜାଣିଥିବେ ଯେ, ଯାତ୍ରା ଜଗତର ଅଭିନେତ୍ରୀ ତଥା ଆଲବମ କୁଇନ କୁହା ଯାଉଥିବା ରାନୀ ପଣ୍ଡା ଅନେକ ସମୟରେ ଏହି ସୋସିଆଲ ମିଡିଆ ମାଧ୍ୟମରେ ବିବାଦ ରେ ରହିଥାନ୍ତି । ସେ ଜଣେ ଲୋକପ୍ରିୟ କଳାକାର ସାଙ୍ଗକୁ ଜଣେ ସମାଜସେବୀକା ଅଟନ୍ତି । କିନ୍ତୁ 2018 ମସିହାରେ ଭୁବନେଶ୍ୱର ର ଖଣ୍ଡଗିରି ଠାରେ ହୋଇଥିବା ଏକ ଯାତ୍ରା ରେ ସେ ଖୁବ ଆପତ୍ତିଜନକ ଭାବରେ ଡ୍ୟାନ୍ସ କରିଥିଲେ । ଯାହା ଫଳରେ ଦର୍ଶକ ସମେତ ତାଙ୍କ ପ୍ରଶଂସକ ମାନେ ମଧ୍ୟ ତାଙ୍କୁ ନିନ୍ଦା କରିଥିଲେ ଓ ତାଙ୍କ ନାଁ ରେ ଏଥିପାଇଁ ଅଭିଯୋଗ କରିଥିଲେ ।ତେବେ ସେହି ଘଟଣା ପରେ ଆଜି ଯାଏ ଅନେକ ସମୟରେ ସେ ବିବାଦୀୟ ସ୍ଥିତି ପାଇଁ ସେ ଚର୍ଚ୍ଚାରେ ରହିଥାନ୍ତି ।

ତେବେ ଅଭିନେତ୍ରୀ ରାନୀ ପଣ୍ଡାଙ୍କୁ ଅନେକ ବିବାଦୀୟ ଅଭିନେତ୍ରୀ ଭାବରେ ଜାଣନ୍ତି। କାରଣ ସେ ତାଙ୍କର କିଛି ବୋଲ୍ଡ ଅନ୍ଦାଜ ପାଇଁ ଏବଂ ଏହାକୁ ନେଇ ତାଙ୍କର ମନ୍ତବ୍ୟ ପାଇଁ ବିବାଦୀୟ ହୋଇ ପଡ଼ିଥିଲେ। ତେବେ ଅଭିନେତ୍ରୀ ରାନୀ ପଣ୍ଡା ଓଡ଼ିଶାର ଅଭିନୟ ଜଗତର ଜଣେ ଜଣାଶୁଣା ଚେହେରା ଅଟନ୍ତି।ସେ ଯାତ୍ରା ଜଗତର ଜଣେ ଚୁଲବୁଲି ସୁନ୍ଦରୀ ନାୟିକା।

 

ଆପଣମାନେ ଜାଣିଛନ୍ତି ଯେ ସେ ଯାତ୍ରା ପେଣ୍ଡାଲ ରେ ହଟ୍ ଡାନ୍ସ ର ବଡ଼ ଧମାକା ଦେଖାଉଥିବା ଜଣେ ଲୋକପ୍ରିୟ ଅଭିନେତ୍ରୀ ରାନୀ ପଣ୍ଡା। ଏହା ସହିତ ସେ ଅଭିନୟ ମଧ୍ୟ କରିଛନ୍ତି।ସେ ତାଙ୍କର ଅଭିନୟ ଏବଂ ଡାନ୍ସ ର ଯାଦୁରେ ବାନ୍ଧି ରଖିଥାନ୍ତି ତାଙ୍କର ଦର୍ଶକ ମାନଙ୍କୁ । ତାଙ୍କ ସୁନ୍ଦରତା ଏବଂ ଅଭିନୟ ସାଙ୍ଗକୁ ତାଙ୍କରି ହଟ୍ ଡାନ୍ସ ଦର୍ଶକଙ୍କୁ ବେଶ ବିମୋହିତ କରିଥାଏ

ଅନେକ ସମୟରେ ସେମାନଙ୍କ ଲାଇଫ ଷ୍ଟାଇଲ କୁ ନେଇ ମଧ୍ୟ ସେମାନେ ଚର୍ଚ୍ଚାରେ ରହିଥାନ୍ତି। ସେମାନଙ୍କ ର ଯେଉଁ ଭିନ୍ନ ଅନ୍ଦାଜ ଦେଖିବାକୁ ମିଳିଥାଏ ତାହା ଫ୍ୟାନ ମାନଙ୍କୁ ସେମାନଙ୍କ ସହ କୌଣସି କଥାକୁ ନେଇ ଜଡ଼ିତ ରହିବାକୁ ଏକ ସ୍ଵତନ୍ତ୍ର ମାହଲ୍ ସୃଷ୍ଟି କରିଥାଏ। ସେହିପରି ଏହି ଅଭିନେତ୍ରୀ ଜଣଙ୍କ ତାଙ୍କର ବିବାଦୀୟ ମନ୍ତବ୍ୟ ସାଂଗକୁ ବୋଲ୍ଡ ଅନ୍ଦାଜ ପାଇଁ ବେଶ୍ ପରିଚିତ।ସେ ସୋସିଆଲ ମିଡ଼ିଆ ରେ ଅନେକ ସମୟ ରେ ଦର୍ଶକଙ୍କ ନିକଟତର ହୋଇଥାନ୍ତି। ଆପଣ ତାଙ୍କର ରାଗ, ଗାଳି, ଏବଂ ସହାନୁଭୂତି ଦେଖାଉଥିବା ଭଳି ଚିତ୍ର ଦେଖିଥିବେ। ତେବେ ବର୍ତ୍ତମାନ ଅନେକ ସମୟରେ ସୋସିଆଲ ମିଡିଆରେ ରାନୀ ପଣ୍ଡା ସକ୍ରିୟ ରହିଥିବାର ଦେଖିବକୁ ମିଳୁଛି ।

ଏବେ କିନ୍ତୁ ତାଙ୍କର ଏକ ସୁଟିଂସେଟ୍ ର ଏକ ଭିଡିଓ ସାମ୍ନାକୁ ଆସିଛି । ଯେଉଁ ଭିଡିଓରେ ଦେଖିବାକୁ ମିଳିଛି ଯେ ଅଭିନେତ୍ରୀ ରାନୀ ପଣ୍ଡା ଏକ ମ୍ୟୁଜିକ୍ ଭିଡିଓ ସୁଟ୍ ପାଇଁ ପୋଜ୍ ଦେଉଛନ୍ତି ଏବଂ ତାଙ୍କର ମେକଅପ୍ ତଥା ଗେଟଅପେ କୁ ସଜାଡୁଛନ୍ତି । ନିର୍ଦ୍ଦେଶକ ତାଙ୍କୁ ଡ୍ୟାନ୍ସ ପୋଜ୍ ଶିଖାଉଛନ୍ତି , ଆଉ ଏହାକୁ ଦେଖି ସେ ପରେ ତାଙ୍କ ସହ ଡ୍ୟାନ୍ସ କରୁଛନ୍ତି । ରାଣୀ ପଣ୍ଡା ମଧ୍ୟ ସେଠାରେ ତାଙ୍କର ଡ୍ୟାନ୍ସକୁ ନେଇ କିଛି କହୁଥିବାର ଶୁଣିବାକୁ ମିଳୁଛି । ତେବେ ସେହି ସ୍ଥାନର ସାଜସଜ୍ଜା ମଧ୍ୟ ବହୁତ ସୁନ୍ଦର ହୋଇଛି, ଯାହା ଆପଣ ଏହି ଭିଡିଓ ଦେଖିଲେ ଜାଣିପାରିବେ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment