EXCLUSIVE : ରାକ୍ଷସଗୁଡ଼ାକ ମତେ ଟେକି ନେଇ ମୋର ସର୍ବସ୍ବ ଲୁଟି ନେଲେ…

ଆଜି ଏଭଳି ଏକ ଘଟଣା ସମ୍ପର୍କ ରେ କହିବୁ ଯାହାକୁ ଶୁଣିଲେ ଆପଣ ଖୁବ ନିନ୍ଦା କରିବେ | ମୁଁ ଜଣେ ବିବାହିତା ମହିଳା ହେଲେ ଆଜି ମୁଁ ବଳି ପଡ଼ି ଯାଇଛି, ମୋ ସହିତ ଯାହା ଘଟି ଗଲା ତାହା ମୁଁ କେମିତି କହିବି ସେ କଥା ଭାବିଲା ବେଳକୁ ମୋ ରକ୍ତ ଗରମ ହୋଇ ଯାଉଛି | ମୋ ଛାତି ଥରି ଉଠୁଛି ଏ ସମାଜ ଆଗରେ କେମିତି ମୁଁ ସେ କଥା କୁ ଜଣେଇବି | ସେ ରାକ୍ଷସ ଦୁଇ ଜଣ ମୋ ସହିତ ଯାହା କରିଛନ୍ତି ଲୋକ ଲଜ୍ୟା ଭୟରେ ମୁଁ କାହାକୁ ଜଣାଇବି |

ସେ ଦୁଇ ରାକ୍ଷସ କାଳିଆ ପ୍ରତିହାରୀ ଓ କାଳିଆ ଭୋଳ ମୋର ସର୍ବସ୍ବ ଲୁଟି ନେଇଛନ୍ତି ଏବଂ ମୋ ଇଜ୍ଜତ ସବୁ ମାଟିରେ ମିଶେଇ ଦେଇଛନ୍ତି | ସେ ଦୁଇ ଜଣ ରାକ୍ଷସ ମୋ ଦେହ କୁ ଉପଭୋଗ କରି ମତେ ସବୁଦିନ ପାଇଁ ମରି ମରି ବଞ୍ଚିବା ପାଇଁ ଛାଡ଼ି ଦେଇଛନ୍ତି | ସେମାନେ କେବଳ ମୋ ଇଜ୍ଜତ କୁ ଲୁଟି ନାହାଁନ୍ତି ଇଜ୍ଜତ କୁ ଲୁଟି ସାରିବା ପରେ ମଧ୍ୟ ମତେ ହତ୍ୟା କରିବାକୁ ଯାଉ ଥିଲେ | ମତେ ମରିବା ଆଗରୁ ଗୋଟିଏ ଗାଡ଼ିର ଲାଇଟ ଦେଖି ସେମାନେ ସେଠାରୁ ପଲେଇ ଗଲେ ହେଲେ ମୋର ଇଜ୍ଜତ ସବୁ ମାଟିରେ ମିଶେଇ ଦେଇ ଚାଲି ଗଲେ |

ମରୁ ମରୁ ମୁଁ ବଞ୍ଚି ଗଲି ହେଲେ ସେମାନେ ମତେ ଧମକ ଦେଇ ଯାଇଛନ୍ତି କି ଦିନେ ନା ଦିନେ ସେମାନେ ମତେ ନିଶ୍ଚୟ ମାରି ଦେବେ | ମୋ ସ୍ୱାମୀ ଙ୍କ ସହ ମୋ ପରିବାର ରେ ମୁଁ ଖୁସି ରେ ଥିଲି ମୋ ସ୍ୱାମୀ ବାହାରେ ଥିବା ବେଳେ ମୋ ଘର ଲୋକ ଙ୍କ ସହ ମୋର ଅପଡ଼ ହୁଏ |

 ଶାଶୁ ଘରେ ଟିକେ ଝଗଡ଼ା ହେଲା ବୋଲି ମୁଁ ଘର ବାହାରକୁ ଚାଲି ଆସିଲି ଆଉ କିଛି ସମୟ ପରେ ମୁଁ ଘରକୁ ଫେରି ଯିବି ବୋଲି ମଧ୍ୟ ଭାବି ଥିଲି ହେଲେ ମୁଁ ଜାଣି ନଥିଲି ଘରୁ ବାହାରିବା ମୋ ପାଇଁ କାଳ ହେବ ବୋଲି | ସେ ଦୁଇ ଜଣ ରାକ୍ଷସ କଥାବାର୍ତା ହୋଇ ମତେ ନିଛାଟିଆ ଜାଗାକୁ ଟେକି ନେଲେ ଆଉ ନିଛାଟିଆ ଜାଗାରେ ମତେ ଏକୁଟିଆ ପାଇ ସେ ରାକ୍ଷସ ଦୁଇ ଜଣ ମତେ ଝୁଣି ଝୁଣି ଖାଇ ଗଲେ |

ମତେ ଧର୍ଷଣ କରି ମୋ ପାଟିରେ ଗାମୁଛା ବାନ୍ଧି ଦେଲେ ଆଉ ମୁଁ ପ୍ରତିରୋଧ କଲେ ବି ସେ ଦୁଇ ଜଣ ଙ୍କୁ ଅଟକାଇ ପାରିଲି ନାହିଁ | ତୁ ଆଜି ବଞ୍ଚି ଗଲୁ କିନ୍ତୁ ଏକଥା କାହାକୁ କହିଲେ ମତେ ଜୀବନରୁ ମାରି ଦେବେ ବୋଲି ଧମକ ମଧ୍ୟ ଦେଇ ଥିଲେ | ଏମିତି ଏକ ଚାଞ୍ଚଲ୍ୟକର ଘଟଣା କେନ୍ଦ୍ରାପଡ଼ା ଜିଲ୍ଲା ମାର୍ଶାଘାଇ ଥାନା ଅନ୍ତର୍ଗତ କରଞ୍ଜିଆ ଗ୍ରାମରେ ଘଟି ଯାଇଛି | ଜଣେ ବିବାହିତା ମହିଳା ଙ୍କୁ ବଳାତ୍କାର କରି ଥିବାର ଅଭିଯୋଗ ହୋଇଛି | ତେବେ ବର୍ତ୍ତମାନ ସମୟରେ ମହିଳା ଜଣଙ୍କ ନ୍ୟାୟ ମାଗୁଛନ୍ତି କି ଅପରାଧୀ ଙ୍କୁ ଫାସୀ ମିଳୁ ଆଉ ସେମାନେ ଫାସୀ ପାଇଲେ ହିଁ ମହିଳା ଜଣଙ୍କ ଶାନ୍ତରେ ବଞ୍ଚି ପରିବେ ବୋଲି କହିଛନ୍ତି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment