Exclusive:ଡିଭୋର୍ସ ପରେ କେହି କାହା ସହ ଶାରୀରିକ ସମ୍ପର୍କ ରଖିପାରିବେନି ,ସେଦିନ ରାତି କଥା ଭୁଲି ପାରୁନି

ଆପଣ ସୋସିଆଲ ମିଡିଆରେ ପ୍ରତ୍ୟେକ ଦିନ ଅନେକ ଭିଡିଓ ଭାଇରାଲ ହେବାର ଦେଖିବାକୁ ପାଉଥିବେ ନିଶ୍ଚିତ ହେଲେ ଣୁ ଆଜି ଆପଣକୁ ଏମିତି ଏକ ଅଭାବନୀୟ ଘଟଣା ବିଷୟରେ କହିବି ଯାହା ଶୁଣିଲେ ଆପଣଙ୍କ ଆଖିରୁ ଲୁହ ଚାଲି ଆସିବ |ଯଦି ଜଣେ ନାରୀ ପୁରୁଷ ଭରଷାରେ ନିଜ ଜୀବନକୁ ଉତ୍ସର୍ଗ କରିଦେଲା ଆଉ ପୁରୁଷ ଜଣଙ୍କ ଯଦି ଅଧା ରାସ୍ତାରେ ତାର ହାତ ଛାଡି ଚାଲିଯାଏ ତେବେ ସେ ମହିଳା ଜଣଙ୍କ ସେ ସମୟରେ କାହା ଭାରଷାରେ ବଂଚିବ | ଆମେ ଆଜି ଆପଣଙ୍କୁ ପ୍ରେମ କରି ବାହା ହୋଇଥିଲେ ଏବଂ ପରେ ମହିଳା ଜଣକୁ ତାଙ୍କ ସ୍ୱାମୀ ଅଧା ରାସ୍ତାରେ ଛାଡି ଦେଇଥିଲେ ପରେ ମହିଳା ଜନଙ୍କ ଦେହ ବ୍ୟବସାୟ କରି ନିଜର ଓ ପିଲାମାନଙ୍କ ପେଟ ପୋଶିଆସିଛି |ତେବେ ଆସନ୍ତୁ ଏହି ଘଟଣାର ସମ୍ପୂର୍ଣ ଖବର ବିଷୟରେ ଜାଣିବା |
ଆଜି ଦୁନିଆରେ ଅନେକ ଝିଅ ପ୍ରେମ କରି ତାଙ୍କ ଭାରଷାରେ ନିଜର ଜନ୍ମିତ ବାପା ମାଙ୍କୁ ଛାଡି ଚାଲି ଯାଉଛନ୍ତି କିନ୍ତୁ ପରେ ତାର ସେ ଯାହା ଭାରଷାରେ ସମସ୍ତଙ୍କୁ ଛାଡି ଯାଇଥାଏ ସେ ମଧ୍ୟ୍ୟ ତାର ହାତ ଛାଡି ଦିଏ |ବେଳେ ବେଳେ ଏହି ପରିସ୍ଥିତିରେ ଅନେକ ଝିଅ ନିଜର ଜୀବନ ହରାଇ ଦିଅନ୍ତି, ଏହି ପରି ଘଟିଯାଇଛି କଟକ ଜିଲ୍ଲାର ଜଣେ ମହିଳାଙ୍କ ରାଜଲଷ୍ମୀ ମହାପାତ୍ର |ସେ ଜଣେ ପ୍ରତିଷ୍ଠିତ ପରିବାରର ଝିଅ ଥିଲେ ମାତ୍ର ସମୟ ତାଙ୍କୁ ଆଣି ଏମିତି ଏକ ରାସ୍ତାରେ ଛିଡା କରିଛି ଯେ ସେ ପରିବାରର ପରିଚୟରେ ପରିଚିତ ହେବାପାଇଁ ଚାହୁଁ ନାହାନ୍ତି, ସେ ନିଜ ପରିଚୟରେ ପରିଚିତ ହେବାକୁ ଚାହୁଁଛନ୍ତି ରାଜାଲଷ୍ମୀ ।


ଛୋଟ ବୟସରୁ ଜଣେ ଅଧିକ ବୟସର ପୁଅ ସହିତ ପ୍ରେମ ବିବାହ କରିଥିଲେ ଏବଂ ପରେ ତାର ଦାମ୍ପତ୍ୟ ଜୀବନ କିଛି ଦିନ ଭଲରେ ଚାଲିଥିଲା |ସେ ମା ହେବାପରେ ତାର ସ୍ୱାମୀ ତାଙ୍କୁ ବହୁତ ଶାରୀରିକ ନିର୍ଯାତନା ଦେଉଥିଲେ ପରେ ସେ ସେମାନଙ୍କ ମଧ୍ୟରେ ଡିଭର୍ସ ହୋଇ ଯାଇଥିଲା |

ପୁଣି ଡିଭର୍ସର କିଛି ଦିନ ପରେ ତାଙ୍କସ୍ୱାମୀ ତାଙ୍କୁ ଆସି ତାଙ୍କ ପାଖକୁ ନେଇଯାଇଥିଲେ, ରାଜ ଲଷ୍ମୀ ତାଙ୍କ ପାଖରେ କିଛିଦିନ ଭଲରେ ରହିବା ପରେ ତାଙ୍କ ସ୍ୱାମୀ ତାଙ୍କୁ ବହୁତ ମାଡ଼ ମାରିଲେ |ଶେଷରେ ରାଜଲଷ୍ମୀ ତାର ପିଲାମାନଙ୍କୁ ନେଇ ତାଙ୍କ ପାଖରୁ ପଳେଇ ଆସିଥିଲେ, ଏବଂ ତାଙ୍କୁ ତାଙ୍କ ବାପାଙ୍କ ଘରେ ରହିବା ପାଇଁ ମଧ୍ୟ ସ୍ୱୀକୃତି ମିଳିନଥିଲା |

ଏହି ପରିସ୍ଥିତିରେ ସେ ନିଜର ପିଲାମାନଙ୍କୁ ନେଇ ବାର ଦ୍ଵାରା ଭିକ ମାଗି ପେଟ ପୋଷୁଥିଲେ, ବହୁତ ସଂଘର୍ଷ କରି ସେ ତାଙ୍କର ପିଲାମାନଙ୍କ ଭବିଷ୍ୟତ ଲକ୍ଷ୍ୟ କରି ଶେଷରେ ଦେହ ବ୍ୟବସାୟ କରି ନିଜର ପରିବାର ଚାଲିବାକୁ ସେ ବାଧ୍ୟ ହୋଇଗଲେ |ସମାଜ ତାଙ୍କୁ ବହୁତ ଛୋଟ ନଜରେ ଦେଖିଲେ ମଧ୍ୟ ଏହି ପରି ସମାଜ ବିରୋଧ କାର୍ଯ୍ୟ କରିବାପାଇଁ ତାଙ୍କୁ ସମୟହିଁ ବାଧ୍ୟ କରିଥିଲା, ସେହି ପରିସ୍ଥିତିରେ ସେ ନିଜର ଜୀବନ ନହରାଇ ଜୀବନରେ ସଂଘର୍ଷର ରାସ୍ତା ବାଛିନେଇ ଥିଲେ |ରାଜ ଲଷ୍ମୀଙ୍କ ଜୀବନରେ ସଂଘର୍ଷ ମୁହୁର୍ତ ଆଲୋଚନା କରିବାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment