Ias Interview – ସ୍ତ୍ରୀର କେଉଁ ଅଙ୍ଗକୁ ପୁଅମାନେ ଖାଇଥାନ୍ତି ?ଦମ ଅଛିତ ଉତର ଦିଅ..୧୦୦% ଫେଲ

ବର୍ତ୍ତମାନ ସମୟରେ ଇଣ୍ଟରନେଟ ର ଯୁଗ ଚାଲିଛି। ଆଜିକାଲି ବିନା ଇଣ୍ଟରନେଟ ରେ କିଛି ବି କାମ ଅସମ୍ଭବ ହୋଇଥାଏ। କାରଣ ପୁରା ଦୁନିଆରେ ଯାହା ବି କାମ ଚାଲିଛି ସବୁ ଇଣ୍ଟରନେଟ ସେବା ଦ୍ୱାରା ହୋଇ ପାରୁଛି। ଆଉ ସେହି ସବୁ ମଧ୍ୟରୁ ଆମେ ଆଜିକା ସମୟରେ କୌଣସି ବି ପରୀକ୍ଷା ଦେବା ପାଇଁ ଗଲେ ମଧ୍ୟ ଇଣ୍ଟରନେଟ ର ବହୁଳ ବ୍ୟବହାର ଦେଖିବାକୁ ମିଳୁଛି।

ତେବେ ଆଗରୁ ଯେ କୌଣସି ପରୀକ୍ଷା ପାଇଁ ଲିଖିତ ପରୀକ୍ଷା ଆକାରରେ ଦେବା ପାଇଁ ଯାଉଥିଲେ ।କିନ୍ତୁ ବର୍ତ୍ତମାନ ଯଦି ଆପଣ କିଛି ଚାକିରି କରିବା ପାଇଁ ଚାହୁଁଛନ୍ତି ତାହେଲେ ଆପଣଙ୍କୁ ଇଣ୍ଟରଭ୍ୟୟୁ ଦେବାକୁ ପଡ଼ିଥାଏ। ଆପଣମାନେ ସମସ୍ତେ ଜାଣିଥିବେ ବର୍ତ୍ତମାନ ସମୟରେ ପିଲା ଗୋଟିଏ ସରକାରୀ ଚାକିରି କରିବା ପାଇଁ ଦିନ ରାତି ଏକ କରି ଦେଉଛନ୍ତି। ତଥାପି ପିଲା ଇଣ୍ଟରଭ୍ୟୟୁ ରେ ସଫଳ ହୋଇ ପାରୁ ନାହାନ୍ତି।

ଯେପରିକି ହଜାର ହଜାର ପୋଷ୍ଟ ପାଇଁ ଲକ୍ଷ ଲକ୍ଷ ପିଲା ପରୀକ୍ଷା ଦେଉଛନ୍ତି। ଆଉ ସେମାନଙ୍କ ଭିତରୁ ଯଦି କାହାକୁ ଚୟନ କରାଯାଏ, ପୁଣି ତାଙ୍କୁ ଇଣ୍ଟରଭ୍ୟୟୁ ରେ କିଛି ପ୍ରଶ୍ନ ପଚରାଯାଇଥାଏ। ଆଉ ସେହି ଇଣ୍ଟରଭ୍ୟୟୁ ରେ ଯଦି ସେ ସମସ୍ତ ପ୍ରଶ୍ନର ଉତ୍ତର ସହଜରେ ଦେଇ ଗତି କରିଥାଏ ଏବଂ ସମସ୍ତଙ୍କୁ ପସନ୍ଦ ଆସିଥାଏ ତାହେଲେ ସେ ପାସ୍ ହୋଇଥାଏ। କିନ୍ତୁ ବେଳେବେଳେ ଇଣ୍ଟରଭ୍ୟୟୁ ରେ କିଛି ଏମିତି ସାଧାରଣ ପ୍ରଶ୍ନ ବିଷୟରେ ପଚାରିଥାନ୍ତି ଯାହା ଆପଣ ସେହି ପ୍ରଶ୍ନ ଶୁଣିଲେ ପ୍ରଥମେ ଆଶ୍ଚର୍ଯ୍ୟ ହୋଇଯିବେ ଏବଂ ସେପରି ପ୍ରଶ୍ନ ଆଗରୁ କେବେବି ଶୁଣିନଥିବେ।

ଆଉ ସେହି ପ୍ରଶ୍ନ ଗୁଡ଼ିକ ଆପଣଙ୍କ ଦୈନନ୍ଦିନ ଜୀବନରେ ବ୍ୟବହୃତ ହେଉଥିବ ମାତ୍ର ଆପଣ ମାନେ ତାହାକୁ ବୁଝି ପାରନ୍ତି ନାହିଁ। ତେବେ ଆଜି ଆମେ ଆପଣଙ୍କୁ କିଛି ଏମିତି ପ୍ରଶ୍ନ ବିଷୟରେ ଜଣେଇବୁ ଯାହା ଆଇଏଏସ୍ ପରୀକ୍ଷାରେ ପଚରାଯାଇଥାଏ।

୧- ଆଜି ପର୍ଯ୍ୟନ୍ତ କେତୋଟି ଉପଗ୍ରହ ସୃଷ୍ଟି ହୋଇଛି । ଆଜି ଠାରୁ 53 ଟି ଉପଗ୍ରହ ସୃଷ୍ଟି ହୋଇ ସାରିଛି ।
୨- ଓଡ଼ିଶାରେ ଆୟତନ ଅନୁସାରେ କେଉଁ ଜିଲ୍ଲା ଟି ସବୁ ଠାରୁ ବଡ଼ । ତେବେ ଆୟତନ ଦେଖିବା ପାଇଁ ଗଲେ ସବୁ ଠାରୁ ମୟୁରଭଞ୍ଜ ବଡ଼ ।
୩- ଓଡିଶା ର ସବୁ ଠାରୁ ଛୋଟ ଜିଲ୍ଲା ର ନାମ କଣ । ଓଡ଼ିଶା ର ସବୁ ଠାରୁ ଛୋଟ ଜିଲ୍ଲାର ନାମ ଜଗତସିଂହପୁର ।
୪- ଝିଅ ମାନଙ୍କ ର କେଉଁ ଜିନିଷ କୁ ପୁଅ ମାନେ ଖାଇ ଥାନ୍ତି । ଏହି ପ୍ରଶ୍ନ ଟିର ଉତ୍ତର ହେଉଛି ଆଙ୍ଗୁଠି ।
୫- ଅନୁ ଶକ୍ତି ପାଇଁ କାହାର ପ୍ରୟୋଗ କରା ଯାଇ ଥାଏ । ତେବେ ଉତ୍ତର ଟି ହେଉଛି ୟୁରାନିୟମ ।
୬- ଭାରତକୁ ପ୍ରଥମେ କେବେ କରନା ଆସି ଥିଲା । ତେବେ ଭାରତକୁ ଜାନୁଆରୀ 29 ତାରିଖ ରେ ପ୍ରଥମ କରନା ଆସି ଥିଲା ।
୭- ପୃଥିବୀର କେଉଁ ଦେଶରେ ସବୁ ଠାରୁ ଅଧିକ ଲୋକ ବାସ କରନ୍ତି । ପୃଥିବୀ ରେ ଭାରତରେ ସବୁ ଠାରୁ ଅଧିକ ଲୋକ ବାସ କରନ୍ତି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment