ଆପଣ ତ ଜାଣିଛନ୍ତି ଆଜିକାଲି ଯୁଗରେ ଜଣେ ବ୍ୟକ୍ତି ପାଠ ପଢି ସାରିବା ପାରେ ଚାକିରୀ ଟିଏ ଖୋଜି ଥାଏ, କିନ୍ତୁ ଚାକିରୀ ପାଇବା ଏତେ ଯେ କଷ୍ଟ ହୋଇ ପଡ଼ିଲାଣି ତାହା କଳ୍ପନା ମଧ୍ୟ କରି ହେବ ନାହିଁ | ପାଠ ସବୁ ପଢି ସାରିବା ପରେ ଅନେକ କମ୍ପେଟେଟିଭ ପରୀକ୍ଷା ଛାତ୍ର ଛାତ୍ରୀ ମାନେ ଦେଇ ଥାଆନ୍ତି ଆଉ ସେଥିରୁ ଉତୀର୍ଣ୍ଣ କରିବା ଆଜିକାଲି କାଠିକର ପାଠ ହୋଇ ଗଲାଣି | କାରଣ ପିଲା ପରୀକ୍ଷା ଦେବା ପାଇଁ ତ ଯାଉଛନ୍ତି କିନ୍ତୁ ଯଦି କିଛି ସାଧାରଣ ଜ୍ଞାନ ନ ରଖିବେ ତେବେ କୌଣସି ପରୀକ୍ଷା ରେ ମଧ୍ୟ ଉତୀର୍ଣ୍ଣ କରି ପାରିବେ ନାହିଁ | ଆମ ଭରାତ କୁ ନେଇ ଯଦି ଆମେ ସାଧାରଣ ଜ୍ଞାନ ସମ୍ପର୍କ ରେ କିଛି ଟା ନ ଜାଣିବା ତେବେ ପରୀକ୍ଷା ଉତୀର୍ଣ୍ଣ କରିବା ବହୁତ କଷ୍ଟକର | ତେଣୁ ଆଜି ଆମେ କିଛି ସାଧରଣ ଜ୍ଞାନ ସମ୍ପର୍କ ରେ ଆଲୋଚନା କରିବା |
1.ଲେମ୍ବୁ ଓ କମଳା ମଧ୍ୟ୍ୟରୁ କଉଁ ଭିଟାମିନ ମିଳିଥାଏ ?
ଉତ୍ତର :-ଭିଟାମିନ ସି
2.କେଉଁ ଧାତୁକୁ ଛୁରୀରେ ସହଜରେ କାଟି ଦିଆଯାଇ ପାରିବ?
ଉତ୍ତର :-ସୋଡିୟମ
3.ମାଟି ପାତ୍ର କିଏ ତିଆରି କରେ ?
ଉତ୍ତର :-କମାର
4.କ୍ୟାପଟେନ କୁଲ ଭାବରେ କିଏ ଜଣା ଶୁଣା ?
ଉତ୍ତର :-ମହେନ୍ଦ୍ର ସିଂହ ଧ୍ୱନି
5.ଭାରତରେ ଲାଇସେନ୍ସ ତିଆରି କରିବାର ବୟସ ସୀମା କେତେ ?
ଉତ୍ତର :-18ବର୍ଷ
6.ଶିଖ ମାନଙ୍କର ମୁଖ୍ୟ ପର୍ବ କଣ ଅଟେ ?
ଉତ୍ତର :-ବୈଶାଖୀ
7.ଲୁହା ଉପରେ କଳଙ୍କି ଲାଗିଲା ପରେ ତାହାର ଓଜନ ବଢିଥାଏ ନା କମିଥାଏ ?
ଉତ୍ତର :-ବଢିଥାଏ
8.ଭାରତର ସବୁଠାରୁ ଛୋଟ ରାଜ୍ୟ ନାମ କଣ ଅଟେ?
ଉତ୍ତର :-ଗୋଆ
9.ରାମାୟଣର ଲେଖକ କିଏ ?
ଉତ୍ତର :-ବାଲ୍ମୀକି
10.ଭାରତର ଜାତୀୟ ପିତା କିଏ ?
ଉତ୍ତର :-ମହାତ୍ମାଗାନ୍ଧୀ
11.ବର୍ତମାନ ଭାରତରେ କେତୋଟି ରାଜ୍ୟ ଅଛି ?
ଉତ୍ତର :-29 ରାଜ୍ୟ
12.କେଉଁ ଦେଶ ପ୍ରଥମେ କରୋନା ଭେକସିନ ଉଦ୍ଭାବନ କରିଥିଲା ?
ଉତ୍ତର :-ଋଷ
13.2020ରେ ଦୁନିଆରେ କଉଁ ମହାମାରୀ ଚାଲିଥିଲା ?
ଉତ୍ତର :-କୋରୋନା ଭାଇରସ
14.କେଉଁ ପକ୍ଷୀ ପଛକୁ ଉଡିଥାଏ ?
ଉତ୍ତର :-ହମିଙ୍ଗ ପକ୍ଷୀ
15.ଭାରତରେ 14 ତମ ପ୍ରଧାନମନ୍ତ୍ରୀ କିଏ ?
ଉତ୍ତର :-ନରେନ୍ଦ୍ର ମୋଦି
16.ଭାରତରେ ପ୍ରଥମ ଫୋନ କେବେ ଲଞ୍ଚ ହୋଇଥିଲା ?
ଉତ୍ତର :-1995
17.ଚୂନ ପାଣି ସହିତ ମିଶ୍ରିତ ହେଲେ କଉଁ ଗ୍ୟାସ ବାହାରି ଥାଏ ?
ଉତ୍ତର :-କାର୍ବନ ଡାଇଓକସାଇଡ
18.କଦଳୀ ସହିତ କଣ ଖାଇଲେ ମଣିଷ ମରିଯାଏ ?
ଉତ୍ତର :-ଅଣ୍ଡା
19.ଭାରତୀୟ ସମ୍ବିଧାନରେ କେତୋଟି ଭାଷା ଅଛି ?
ଉତ୍ତର :- 22ଟି
20.କେଉଁ ପଶୁ ରାତିରେ ମଧ୍ୟ୍ୟ ଦେଖିପାରେ ?
ଉତ୍ତର :-ଚିତା ବାଘ
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।