Health Tips – ଗର୍ଭାବସ୍ଥାର 1-3 ମାସ କଣ ଖାଇବେ ଏବଂ କଣ ଖାଇବେ ନାହିଁ ?

ଏହି ଦୁନିଆରେ ପ୍ରତ୍ୟେକ ଗର୍ଭବତୀ ମା ଚାହାଁନ୍ତିକି ସେମାନଙ୍କର ସୁସ୍ଥ ଏବଂ ସୁନ୍ଦର ପିଲା ଜନ୍ମ ହେଉ, ସାଧାରଣ ଗର୍ଭବତୀ ମା ଗର୍ଭବସ୍ଥାରେ ଯେଉଁ ସବୁବେଳେ ଖାଦ୍ୟ ଖାଇଥାଏ ତାହାର ପ୍ରଭାରୀ ତାହା ପିଲା ଉପରେ ପଡିଥାଏ ।ଉଭୟ ବାପା ମା ଙ୍କ ଗୁଣସୂତ୍ର ଅନୁସାରେ ପିଲା ଜନ୍ମ ହୋଇଥାଏ ସତ କିନ୍ତୁ ମାର ଖାଦ୍ୟ ପେୟ ମଧ୍ୟ ତାହାର ଶିଶୁ ଉପରେ ଅଧିକ ପ୍ରଭାବ ପକାଇ ଥାଏ ।

ତେଣୁ ମହିଳା ଗର୍ଭବତୀ ହେବାର ୧ ରୁ ୩ ମାସ ଗର୍ଭବତୀ ମହିଳାଙ୍କ ଯତ୍ନ ନେବା ଅତ୍ୟନ୍ତ ଜରୁରୀ ଅଟେ। ଏହି ସମୟରେ ଗର୍ଭବତୀ ମହିଳାଙ୍କୁ ଉପଯୁକ୍ତ ଖାଦ୍ୟ ଖାଇବା ଆବଶ୍ୟକ। ତେବେ ଏହି ୧ ରୁ ୩ ମାସ ମଧ୍ୟରେ ଜଣେ ଗର୍ଭବତୀ ମହିଳାଙ୍କୁ କଣ ଖାଇବାକୁ ଦେବେ ନାହିଁ ସେ ବିଷୟରେ ଜଣେଇବୁ

କାରଣ ମହିଳା ମାନେ ଗର୍ଭବତୀ ସମୟୟେ ଅନାବଶ୍ୟକ ଖାଦ୍ୟ ଖାଇଥାନ୍ତି ଯାହାଫଳରେ ଯାହାର ପ୍ରଭାବ ସିଧାସଳଖ ନିଜ ଶରୀର ଉପରେ ପଡ଼ିବା ସହିତ ପେଟରେ ଥିବା ପିଲା ଉପରେ ପଡ଼ିଥାଏ। ତେଣୁ ଗର୍ଭବତୀ ର ୧ ରୁ ୩ ମାସ ମଧ୍ୟରେ ଏହି ସବୁ ଖାଦ୍ୟ ରୁ ଦୂରେଇ ରହିବା ଆବଶ୍ୟକ।

1-କଞ୍ଚା ଅମୂତ ଭଣ୍ଡା – ଗର୍ଭବତୀ ସମୟରେ ମହିଳା ଙ୍କୁ କଞ୍ଚା ଅମୃତ ଭଣ୍ଡା ଦେବା ଉଚିତ ନୁହେଁ କାରଣ ଏଥିରେ ଭିଟାମିନ ସି ର ମାତ୍ରା ଅଧିକ ରହିଥାଏ । ଏହା ବ୍ୟତୀତ ଏହା ଗର୍ଭ ପାତ ହେବାର କାରଣ ବୋନି ଥାଏ । ତେଣୁ ଗର୍ଭବତୀ ହେବାର ପ୍ରଥମ 3 ମାସ ବହୁତ ଗୁରୁତ୍ୱ ପୂର୍ଣ୍ଣ ହେଇଥାଏ ।

 

2- କଞ୍ଚା ପଣସ – ଗର୍ଭବତୀ ସମୟରେ ମିହିଳା ଙ୍କୁ କଞ୍ଚା ପଣସ ସେବନ କରିବା ଉଚିତ ନୁହେଁ । କାରଣ ଏଥିରେ ଭିଟାମିନ ସି ମାତ୍ରା ଅଧିକ ଥାଏ ଯାହା ସେବନ କରିବା ଦ୍ୱାରା ପିଲା ନଷ୍ଟ ହେବାର ସମ୍ଭାବନା ରହିଥାଏ ।

3- ସପୁରି :- ଯେହେତୁ ଗର୍ଭବତୀ ର ପ୍ରଥମ 3 ମାସ ବହୁତ ଗୁରୁତ୍ୱ ପୂର୍ଣ୍ଣ ହେଇଥାଏ ସେଥିପାଇଁ ଏହି ସମୟରେ ସପୁରି ସେବନ କରିବା ଗର୍ଭବତୀ ମହିଳାଙ୍କ ପାଇଁ ବହୁତ କ୍ଷତି କାରକ ହେଇଥାଏ | କାରଣ ଏହା ଶରୀରର ବ୍ରମିଲି ନାମକ ପଦାର୍ଥ ର ମାତ୍ରା ବଢ଼ାଇ ଦେଇଥାଏ ଯାହା ଗର୍ଭ ପାତ ହେବାର କାରଣ ହେଇଥାଏ ।

4- କଞ୍ଚା କ୍ଷୀର – ଯେମିତିକି ଆପଣ ଜାଣିଛନ୍ତି ଗର୍ଭବତୀ ସମୟରେ କ୍ଷୀର ପିଇବା ବହୁତ ଆବଶ୍ୟକ ହେଇଥାଏ ହେଲେ କଞ୍ଚା କ୍ଷୀର ପିଇବା ବହୁତ କ୍ଷତି କାରକ ହେଇଥାଏ । କାରଣ କଞ୍ଚା କ୍ଷୀର ରେ ବହୁତ ବ୍ୟାକଟେରିଆ ରହିଥାଏ ଯାହା ଗର୍ଭପାତ କରାଇଥାଏ ।

5- ବାଇଗଣ – ଗର୍ଭବତୀର ସମୟରେ ମଧ୍ୟ ବାଇଗଣ ଖାଇବା ଉଚିତ ନୁହେଁ କାରଣ ଏଥିରେ ଅନେକ ପ୍ରକାର ଫାଇଟ ହରମୋନ ରହିଥାଏ । ଯାହା ଦ୍ୱାରା ପରିୟଡ଼ ହେବାର ସମ୍ଭାବନା ରହିଥାଏ ଓ ଫଳ ରେ ଗର୍ଭ ନଷ୍ଟ ହେଇଯାଏ ।

Leave a Comment