ଆମେ ସୋସିଆଲ ମିଡ଼ିଆ ଦ୍ୱାରା ଅନେକ କିଛି ଅବଗତ ହୋଇ ପାରି ଥାଉ ଯାହାକି ଏହାଦ୍ୱାରା ଆମେ ଜ୍ଞାନ ମଧ୍ୟ ଆହରଣ କରି ପାରିଥାଉ | ତେବେ ଯେତେ ବେଳେ ଗୋଟେ ପଢା ସାରି ସାରେ ତେବେ ସେ ଚାକିରୀ ପାଇଁ ଅନେକ ଇଣ୍ଟରଭ୍ୟୁ ଓ ପରୀକ୍ଷା ଦେଇ ଥାଏ | ସାଧାରଣ ଭାବରେ କୌଣସି ଇଣ୍ଟରଭ୍ୟୁ ହେଉ କି କୌଣସି ପରୀକ୍ଷା ହେଉ ସେଥିରେ ଦେଶ ବିଦେଶ କୁ ନେଇ ଜିକେ ପ୍ରଶ୍ନ ଆସିଥାଏ ଯାହାର ଉତ୍ତର ଶିକ୍ଷିତ ଲୋକ ମାନେ ମଧ୍ୟ ଦେଇ ପାରନ୍ତି ନାହିଁ |
ଆମେ ଯଦି ସାଧାରଣ ଜ୍ଞାନ ନ ରଖିବା ତେବେ କୌଣସି ପରୀକ୍ଷା ରେ ଉତୀର୍ଣ୍ଣ ହୋଇ ପରିବା ନାହିଁ | ତେବେ ପ୍ରତେକ ମଣିଷ ଙ୍କ ପାଖରେ ସାଧାରଣ ଜ୍ଞାନ ରହିବା ର ଆବଶ୍ୟକତା ରହିଛି ଯାହା ସେମାନଙ୍କୁ ଆଗକୁ ବଢ଼ିବାରେ ସାହାଯ୍ୟ କରିଥାଏ ଓ ବିଭିନ୍ନ ପ୍ରକାରର ଉନ୍ନତି କ୍ଷେତ୍ରରେ ମଧ୍ୟ ବିଶେଷ ଅଂଶ ଗ୍ରହଣ କରିଥାଏ |
ପ୍ରଶ୍ନ 1. କେଉଁ ଦେଶ ରେ କୁକୁର କୁ ପୂଜା କରାଯାଏ ?
ଉତ୍ତର :- ନେପାଳ
ପ୍ରଶ୍ନ 2. କେଉଁ ପଶୁର କ୍ଷୀର ଗୋଲାପୀ ରଙ୍ଗର ହୋଇ ଥାଏ ?
ଉତ୍ତର :- ହିପୋ
ପ୍ରଶ୍ନ 3. ଭାରତ ର ସବୁଠୁ ଛୋଟ ରାଜ୍ୟ କେଉଁଠି ?
ଉତ୍ତର :- ଗୋଆ
ପ୍ରଶ୍ନ 4. କେଉଁ ରାଜ୍ୟରେ ଝାନ୍ସୀ ନଗର ଅଛି ?
ଉତ୍ତର :- ଉତ୍ତରପ୍ରଦେଶ
ପ୍ରଶ୍ନ 5. ଶାନ୍ତିର ପ୍ରତୀକ କେଉଁ ପକ୍ଷୀକୁ ମାନନ୍ତି ?
ଉତ୍ତର :- ପାରା
ପ୍ରଶ୍ନ 6. ଭାରତ ରତ୍ନ କାହା ଦ୍ୱାରା ପ୍ରଦାନ କରାଯାଏ ?
ଉତ୍ତର :- ରାଷ୍ଟ୍ରପତି
ପ୍ରଶ୍ନ 7. କେଉଁ ଫୁଲ 12 ବର୍ଷ ରେ ଥରେ ଫୁଟି ଥାଏ ?
ଉତ୍ତର :- ନିଲକୁରଞ୍ଜି ଫୁଲ
ପ୍ରଶ୍ନ 8. ସୂର୍ଯ୍ୟ କିରଣ ରେ କେଉଁ ଭିଟାମିନ ମିଳିଥାଏ ?
ଉତ୍ତର :- ଭିଟାମିନ D
ପ୍ରଶ୍ନ 9. କଦଳୀ ସହିତ କଣ ଖାଇଲେ ମଣିଷ ର ମୃତ୍ୟୁ ହୋଇ ପାରେ ?
ଉତ୍ତର :- ଅଣ୍ଡା
ପ୍ରଶ୍ନ 10. ଭାରତ ରେ ବର୍ତ୍ତମାନ କେତୋଟି ରାଜ୍ୟ ରହିଛି ?
ଉତ୍ତର :- 28ଟି
ପ୍ରଶ୍ନ 11:-କେଉଁ ଦେଶରେ ସର୍ବାଧିକ ଟମାଟୋ ଉତ୍ପାଦନ କରାଯାଏ?
ଉତ୍ତର :-ଚୀନ
ପ୍ରଶ୍ନ 12:-ନଦୀର ଦେଶ କାହାକୁ କୁହାଯାଏ?
ଉତ୍ତର :-ବାଂଲାଦେଶ
ପ୍ରଶ୍ନ 13:-କିଏ ଜିଭ ରେ ଚାଟି ଚାଟି ଖାଇ?
ଉତ୍ତର :-କୁକୁର
ପ୍ରଶ୍ନ 14:-ଟ୍ରେନ କୁ ଅଟକାଇବା ପାଇଁ କେଉଁ ରଙ୍ଗ ବ୍ୟବହାର କରାଯାଏ?
ଉତ୍ତର :-ନାଲି
ପ୍ରଶ୍ନ 15:- କେଉଁ ଦେଶର 3 ଟି ରାଜଧାନୀ ରହିଛି?
ଉତ୍ତର :-ଦକ୍ଷିଣ ଆଫ୍ରିକା
ପ୍ରଶ୍ନ 16:- କେଉଁ ଦେଶରେ ମାତ୍ର 49 ମିନିଟ ପାଇଁ ରାତି ହୋଇଥାଏ?
ଉତ୍ତର :-ନରୱେ
ପ୍ରଶ୍ନ 17:-ଜୀବନ କାଳ ମଧ୍ୟରେ ଥରେ ଫଳ ଧରୁଥିବା ଗଛ ର ନାମ କଣ?
ଉତ୍ତର :-କଦଳୀ