ଦେଖନ୍ତୁ Socking Video -ଭୟଙ୍କର କୋବ୍ରା ( Cobara ) କୁକୁଡ଼ା ଭାଡ଼ି ଗାତ ଭିତରୁ ବାହାରି ହଠାତ କଲା ଦଂଶନ, ଆଉ ତା ପରେ… ଥରୁଟିଏ ନିଶ୍ଚୟ ଦେଖନ୍ତୁ ଆପଣଙ୍କ ଜୀବନ ବି ବଞ୍ଚି ଯାଇପାରେ…

ସାପକୁ ନେଇ ଆପଣ ଅନେକ ଭିଡ଼ିଓ ଦେଖି ଥିବେ ଆଉ ଆପଣ ନିହାତି ଭାବରେ ଜାଣି ଥିବେ କି କୋବ୍ରା ସାପ କେତେ ଯେ ବିଷଧର ହୋଇ ଥାଏ ଯାହା ଥରେ ଚଟ ମାରିଲେ ସେହି ବ୍ୟକ୍ତି ଟି ବଞ୍ଚିବା ଅସମ୍ଭବ ହୋଇ ପଡିଥାଏ | ତେବେ ବର୍ତ୍ତମାନ ସମୟରେ କୋବ୍ରା ସାପ କୁ ନେଇ ଏକ ଭିଡ଼ିଓ ଖୁବ ଭାଇରାଲ ହେଉଛି ଯାହାକୁ ଦେଖିଲେ ଆପଣ ଆଶ୍ଚର୍ଯ୍ୟ ହୋଇ ଯିବେ | ସୂଚନା ଅନୁଯାଇ ଏକ ସ୍ଥାନରେ ବିରାଟକାୟ ବିଷଧର କୋବ୍ରା ସାପ ଦେଖିବା ପାଇଁ ମିଳି ଥିଲା ଯାହାକି ଦେଖିବା ପାଇଁ ଖୁବ ଭୟଙ୍କର ଥିଲା |

ତେବେ ଏହା କେଉଁ ଅଞ୍ଚଳ ର ଦୃଶ୍ୟ ତାହା ସଠିକ ଭାବରେ ଜଣା ପଡ଼ି ନାହିଁ କିନ୍ତୁ ଏହା ଏକ ଗ୍ରାମର ଦୃଶ୍ୟ ଯେଉଁଠି ଏକ ବିଷଧର ନାଗ ସାପ ଜଣଙ୍କ କୁକୁଡ଼ା ଘରେ ଦେଖିବା ପାଇଁ ମିଳି ଥିଲା | ତେବେ ଏହି ଭୟଙ୍କର ବିଷଧର ସାପ ଟି କୁକୁଡ଼ା ଥିବା ଘରେ ପଶି ଯାଇ ଥିଲା ଏବଂ ଦୁଇଟି କୁକୁଡ଼ା କୁ ଦଂଶନ କରି ମାରି ମଧ୍ୟ ଦେଇ ଥିଲା | ଆଉ ସେହି କୁକୁଡ଼ା ର ପାଞ୍ଚୋଟି ଅଣ୍ଡା କୁ ସାପ ଟି ଗିଳି ଦେଇ ଥିଲା | ଏହାକୁ ଯେତେ ବେଳେ ଗ୍ରାମର ଲୋକେ ଦେଖିଲେ ସେତେ ବେଳେ ତୁରନ୍ତ ସାପ ଧରାଳି ଙ୍କ ସହ ଯୋଗାଯୋଗ କରି ଥିଲେ |

ଆଉ ଏହାପରେ ଖବର ପାଇ ସାପ ଧରାଳି ମଧ୍ୟ ସେହି ଘଟଣା ସ୍ଥଳରେ ଆସି ପହଞ୍ଚି ଥିଲେ | ସାପ ଧରାଳି ପ୍ରଥମେ ଆସି ନିଜ ବିଦ୍ୟା ର କୌଶଳେ କ୍ରମେ ସାପ ଟିକୁ ଧରି ତାର ବିଷ କୁ ବାହାର କରି ଥିଲେ ଆଉ ପରେ ପରେ ସେହି କୋବ୍ରା ସାପ ଟି ଗୋଟି ଗୋଟି କରି ପାଞ୍ଚୋଟି ଅଣ୍ଡା କୁ ନିଜ ପାଟିରୁ ବାହାର କରି ଥିଲା | ସାପ ଧରାଳି ଜଣଙ୍କ ଏହି ଭିଡ଼ିଓ ମାଧ୍ୟମ ରେ କହି ଥିଲେ କି ଏମିତି ଅନେକ ୟୁଟ୍ୟୁବର ଅଛନ୍ତି ଯେଉଁ ମାନେ ଭିଡ଼ିଓ ପ୍ରସ୍ତୁତ କରିବା ସାପକୁ ହାରାଷମେଣ୍ଟ କରିଥାନ୍ତି | କିନ୍ତୁ ଏପରି କରିବା ଉଚିତ ନୁହେଁ ଆଉ ଏଭଳି ୟୁଟ୍ୟୁବର ଙ୍କ ଆକାଉଣ୍ଟ ବ୍ୟାନ କରି ଦେବା ଉଚିତ |

କାରଣ ସାପ କୁ ଆଘାତ କରିବା ଏବଂ ହାରାଶ କରିବା ଏହା ଆଇନଗତ ଅପରାଧ ଅଟେ ଏବଂ ଏହା ଦ୍ୱାରା କେସ ମଧ୍ୟ ହୋଇ ପାରେ | ତେବେ ପରେ ପରେ ଏହି ସାପ ଧରାଳି ଜଣଙ୍କ ନିଜ ବିଦ୍ୟାର କୌଶଳ ରେ ସାପ ଟିକୁ ଧରିବାରେ ସକ୍ଷମ ହୋଇ ଥିଲେ ଏବଂ ଏକ ବ୍ୟାଗ ରେ ପୁରାଇ ସେହି ସାପଟିକୁ ଉଦ୍ଧାର କରି ସେହି ସ୍ଥାନରୁ ନେଇ ଯାଇ ଥିଲେ ଏହାପରେ ଜଙ୍ଗଲ ରେ ଛାଡ଼ି ଦେଇ ଥିଲେ | ତେବେ ସାପ ଧରାଳି ଏହା ମଧ୍ୟ କହି ଥିଲେ ଅନେକ ଲୋକ ଅଛନ୍ତି ସାପକୁ ନେଇ ଫେକ ଭିଡ଼ିଓ ମଧ୍ୟ କରନ୍ତି ଯାହାକି ଏହାର ପ୍ରଭାବ ସାପ ଉପରେ ପଡିଥାଏ | ତେବେ ଏଭଳି ଏକ ଭିଡ଼ିଓ ଏବେ ସୋସିଆଲ ମିଡ଼ିଆ ରେ ଖୁବ ଭାଇରାଲ ହେବାରେ ଲାଗିଛି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment