Intersting GK Quession – କେଉଁ ଜିଲ୍ଲାର ପ୍ରଥମ ଓ ଶେଷ ଅକ୍ଷର କାଟିଲେ ଗୋଟିଏ ପକ୍ଷୀର ନାମ ହେବ ? ଉତ୍ତର ଦେବାରେ ୯୯% ଲୋକ ହେଲେ ଫେଲ IAS INTERVIEW

ବର୍ତ୍ତମାନ ସମୟରେ ଯେ କୌଣସି ଚାକିରି ପାଇଁ ଆମେ ଇଣ୍ଟରଭ୍ୟୟୁ ଦେବା ପାଇଁ ଯାଇଥାଉ। ଆଉ ସେଠାରେ କିଛି ଏମିତି ପ୍ରଶ୍ନ ଗୁଡ଼ିକର ସାମ୍ନା କରିବାକୁ ପଡ଼ିଥାଏ ଯାହା ଆପଣ ଆଗରୁ କେବେବି ଏଭଳି ପ୍ରଶ୍ନ ଶୁଣି ନଥିବେ କି ଜାଣି ନଥିବେ। ତେବେ କିଛି ଏଭଳି ପ୍ରଶ୍ନ ରହିଛି ଯାହାକୁ ଆମେ ଦୈନନ୍ଦିନ ଜୀବନରେ କାର୍ଯ୍ୟ କଳାପରେ ବ୍ୟବହାର କରିଥାଉ। ତଥାପି ଆମେ ଜାଣି ପାରି ନଥାଉ କି ତାହା ସେହି ପ୍ରଶ୍ନର ସେହି ଉତ୍ତର ଅଟେ। ତେବେ ଆଜି ଆମେ ଆପଣଙ୍କୁ ଏମିତି କିଛି ପ୍ରଶ୍ନ ବିଷୟରେ ଆଲୋଚନା କରିବାକୁ ଯାଉଛି ଯାହା ଆପଣ ନିତାନ୍ତ ଜାଣି ରଖିବା ଆବଶ୍ୟକ।

୧–ଗୋଟିଏ ରୁମାଲ୍ ର ଚାରୋଟି କୋଣ ରହିଛି ଯଦି ସେହି ରୁମାଲର ଦୁଇଟି କୋଣକୁ କାଟି ଦିଆଯାଏ ତେବେ ସେଥିରେ ଆଉ କେତୋଟି କୋଣ ରହିବ?
ଉତ୍ତର–6 ଟି କୋଣ ରହିବ ।
୨–ଯିଏ ବେଶୀ ମଦ ପିଏ ତାହାକୁ ମଦୁଆ କୁହନ୍ତି , ହେଲେ ଯିଏ ବେଶି ଭଲପାଏ ତାହାକୁ କଣ କୁହନ୍ତି ?
ଉତ୍ତର–ଲଭ ମାଷ୍ଟର

୩-ମୁ ଗୋଟିଏ ଝିଅକୁ ପଚାରିଲି ତୋର ନାମ କଣ , ସେ ଝିଅଟି କହିଲା ତାର ନାମ 1717 ତେବେ ସେ ଝିଅଟିର ନାମ କଣ ଅଟେ?
ଉତ୍ତର–ତାହାର ନାମ ଇଂରାଜୀ ଅକ୍ଷରରେ LILI ଅଟେ ।
୪–ଏମିତି କେଉଁ ବ୍ୟାଗ ରହିଛି ଯାହାକୁ କେବଳ ଓଦା କରିଲେ ହଁ କାମରେ ଆସେ ?
ଉତ୍ତର–ଚାହା ବ୍ୟାଗ

୫–ମଣିଷର ହକ ମାରି ମହାଦେବ ପିଏ ମଣିଷ ପିଇଲେ ଭାରି ଶକ୍ତି ଶାଳୀ ହୁଏ କହିଲା ଦେଖି କି ଦରବ ଇଏ ?
ଉତ୍ତର–ଖିର
୬–ଗୋଟିଏ ଗୁମ୍ଫାରେ ବତିଶି ଚୋର ଦିନରେ କରନ୍ତି କାମ , ରାତି ହେଲେ ସିଧା ଆରାମ କରନ୍ତି କୁହ ତେବେ ତାଙ୍କ ନାମ?
ଉତ୍ତର–ଦାନ୍ତ
୭–ବାପାଙ୍କର ଭଉଣୀ ସିଏ ଜେଜେଙ୍କ ଝିଅ ବୋଉର ସିଏ ନଣନ୍ଦ ହେବ କିଏ ସେ କୁହ?
ଉତ୍ତର–ପିଉସୀ ନାନୀ
୮-ପୁଅ ମାନଙ୍କର ନାମ ଝିଅ ମାନଙ୍କର କାମ , କିଏ କହିପାରିବ ସେ କେଉଁ ପର୍ବର ନାମ?
ଉତ୍ତର– କୁମାର ପୂର୍ଣ୍ଣିମା

୯–ଏମିତି କଣ ଯାହାକୁ ମାରିଲେ କିଛି ଅପରାଧ ହୋଇନଥାଏ?
ଉତ୍ତର–ମିସ କଲେ
୧୦–ଏମିତି କେଉଁ ଜିନିଷ ଅଛି ଯାହାର ନାମ ଧରିଲେ ସେ ଭାଙ୍ଗି ଯାଏ?
ଉତ୍ତର–ଚୁପ ରହିବା/ମଉନ ରହିବା
୧୧- କେଉଁ ଜିଲ୍ଲାର ପ୍ରଥମ ଓ ଶେଷ ଅକ୍ଷର କାଟିଲେ ଗୋଟିଏ ପକ୍ଷୀର ନାମ ହେବ? ଉ- ବଗ

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment