Traditional Tharu Sakhiya Nach… ଏମିତି ଡ୍ୟାନ୍ସ ଜୀବନରେ କେବେ ଦେଖି ନଥିବେ… ଦେଖନ୍ତୁ Video

ଅନେକ ଭିଡ଼ିଓ ଭାଇରାଲ ହୋଇ ଥାଏ ଆଉ ଏବେ ଏକ ଡ୍ୟାନ୍ସ ଭିଡ଼ିଓ ଖୁବ ମାତ୍ରା ରେ ଭାଇରାଲ ହେବାରେ ଲାଗିଛି | ଆମେ ସୋସିଆଲ ମିଡ଼ିଆ ରେ ଅନେକ ପ୍ରକାର ଭିନ୍ନ ଶୈଳୀ ର ନୃତ୍ୟ ଦେଖି ଥାଉ, କାରଣ ବିଭିନ୍ନ ଅଞ୍ଚଳ କୁ ନେଇ ତାଙ୍କ ପରମ୍ପରା ଓ ସଂସ୍କୃତି କୁ ନେଇ ସେମାନେ ସେହି ଅନୁସାରେ ନୃତ୍ୟ କରି ଦେଖାଇ ଥାଆନ୍ତି |

ଆମ ଭାରତ ରେ ଯେମିତି ଅନେକ ପରମ୍ପରା ଓ ସଂସ୍କୃତି ରହିଛି ଠିକ ସେହିଭଳି ଅନ୍ୟାନ୍ୟ ଦେଶ ମାନଙ୍କ ରେ ମଧ୍ୟ କଳା ଓ ସଂସ୍କୃତି ଭରି ହୋଇ ରହିଛି | ଯାହାର ଦୃଶ୍ୟ ବେଳେ ବେଳେ ସୋସିଆଲ ମିଡ଼ିଆ ରେ ଦେଖିବା ପାଇଁ ମିଳି ଥାଏ ଆଉ ଖୁବ ଭାଇରାଲ ମଧ୍ୟ ହୋଇ ଥାଏ | ଠିକ ସେହିଭଳି ଭାବରେ ଏକ ଭିଡ଼ିଓ ଆସି ପହଞ୍ଚିଛି ଯାହାକି ଏବେ ଖୁବ ଲୋକ ପ୍ରିୟତା ମଧ୍ୟ ହାସଲ କରିଛି | ତେବେ ଆସନ୍ତୁ ଏହି ନିଆଁରା ଭିଡ଼ିଓ ସମ୍ପର୍କ ରେ ଜାଣିବା |

ଏକ ଭିଡ଼ିଓ ମାଧ୍ୟମ ରେ ଦେଖିବା ପାଇଁ ମିଳିଛି କି କିଛି ଯୁବତୀ ମିଶି ଅଣ୍ଟା କୁ ହଲାଇ ହଲାଇ ଝୁମି ଝୁମି ଡ୍ୟାନ୍ସ କରୁଛନ୍ତି | ଏହି ଯୁବତୀ ମାନେ ଏକ ଧଳା ଓ ସାଗୁଆ ରଙ୍ଗ ର ଲମ୍ବା ପୋଷାକ ପରିଧାନ କରିଛନ୍ତି | ତେବେ ସେମାନେ ଯେଉଁ ଭଳି ଢଙ୍ଗ ରେ ଡ୍ୟାନ୍ସ ପରିବେଷଣ କରୁଛନ୍ତି ତାହା ଆମ ଦେଶର ନୃତ୍ୟ ନୁହେଁ ବୋଲି ସ୍ପଷ୍ଟ ଭାବେ ଜଣା ପଡ଼ି ଯାଉଛି | ଏହି ଭିଡ଼ିଓ କେଉଁ ଏକ ଅନ୍ୟ ଦେଶର କାରଣ ଏହି ଯୁବତୀ ମାନେ ଭାରତୀୟ ପରି ଦେଖା ଯାଉ ନାହାଁନ୍ତି, ତାଙ୍କ ମୁହଁ ଆଉ ଚୁଟି ରୁ ସ୍ପଷ୍ଟ ଜଣା ପଡୁଛି କି ଏମାନେ ଅନ୍ୟ ଦେଶର ଯୁବତୀ ଅଟନ୍ତି | ତେବେ ସେମାନେ ଧଳା ରଙ୍ଗର ପୋଷକ ପରିଧାନ କରି ଡ୍ରେସ କୁ ଉଡାଇ ଉଡାଇ ରାସ୍ତା ରେ ଲମ୍ବା ଧାଡ଼ି କରି ଡ୍ୟାନ୍ସ କରି ଯାଉଛନ୍ତି |

ଆମ ଦେଶରେ ଯେମିତି କିଛି ପର୍ବ ପର୍ବାଣୀ ରେ ଲୋକ ମାନେ ଭିନ୍ନ ପ୍ରକାର ର ନୃତ୍ୟ କରି ଥାଆନ୍ତି ଠିକ ସେହିଭଳି ଏହା କିଛି ପର୍ବ ରେ ସେମାନେ ଏଭଳି ଡ୍ୟାନ୍ସ କରୁଛନ୍ତି ବୋଲି ଯାହା ଜଣା ପଡ଼ିଛି | ସେମାନେ ବାଜା ର ତାଳେ ତାଳେ ଯେମିତି ଝୁମି ଡ୍ୟାନ୍ସ ପ୍ରଦର୍ଶନ କରୁଛନ୍ତି ତାହାକୁ ଯିଏ ବି ଦେଖିବ ସେ ନିହାତି ଭାବରେ ପସନ୍ଦ କରିବ | କାରଣ ତାଙ୍କ ନୃତ୍ୟ ଏତେ ଆକର୍ଷଣୀୟ ଯେ ଯେ କେହି ନା ଆଖି ଫେରାଇ ନେଇ ପାରିବ ନାହିଁ | ତେବେ ଏଭଳି ଏକ ସୁନ୍ଦର ଭିଡ଼ିଓ ଏବେ ସୋସିଆଲ ମିଡ଼ିଆ ରେ ଖୁବ ଭାଇରାଲ ହେବାରେ ଲାଗିଛି ଯାହାକୁ ଦେଖି ଲୋକେ ଖୁବ ପସନ୍ଦ କରିବା ସହିତ ପ୍ରତିକ୍ରିୟା ରେ ଅନେକ ପ୍ରଶଂସା ମଧ୍ୟ କରିଛନ୍ତି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment