ଆଗ କାଳରେ ଜ୍ଞାନ ଆହରଣ ପାଇଁ ପୁସ୍ତକ ଟିଏ ଦରକାର ହେଉ ଥିଲା କିନ୍ତୁ ଏବେକା ସମୟରେ ପୁସ୍ତକ ସହିତ ଆମେ ସୋସିଆଲ ମିଡ଼ିଆ ମାଧ୍ୟମ ରେ ଅନେକ ଶିକ୍ଷା ପାଇ ପାରୁଛୁ | ତେବେ ଯେତେ ବେଳେ ଗୋଟେ ବ୍ୟକ୍ତି ପଢା ସାରି ସାରେ ତେବେ ସେ ଚାକିରୀ ପାଇଁ ଅନେକ ଇଣ୍ଟରଭ୍ୟୁ ଓ ପରୀକ୍ଷା ଦେଇ ଥାଏ | ସାଧାରଣ ଭାବରେ କୌଣସି ଇଣ୍ଟରଭ୍ୟୁ ହେଉ କି କୌଣସି ପରୀକ୍ଷା ହେଉ ସେଥିରେ ଦେଶ ବିଦେଶ କୁ ନେଇ ଜିକେ ପ୍ରଶ୍ନ ଆସିଥାଏ ଯାହାର ଉତ୍ତର ଶିକ୍ଷିତ ଲୋକ ମାନେ ମଧ୍ୟ ଦେଇ ପାରନ୍ତି ନାହିଁ |
ଆମେ ଯଦି ସାଧାରଣ ଜ୍ଞାନ ନ ରଖିବା ତେବେ କୌଣସି ପରୀକ୍ଷା ରେ ଉତୀର୍ଣ୍ଣ ହୋଇ ପରିବା ନାହିଁ | ତେବେ ପ୍ରତେକ ମଣିଷ ଙ୍କ ପାଖରେ ସାଧାରଣ ଜ୍ଞାନ ରହିବା ର ଆବଶ୍ୟକତା ରହିଛି ଯାହା ସେମାନଙ୍କୁ ଆଗକୁ ବଢ଼ିବାରେ ସାହାଯ୍ୟ କରିଥାଏ ଓ ବିଭିନ୍ନ ପ୍ରକାରର ଉନ୍ନତି କ୍ଷେତ୍ରରେ ମଧ୍ୟ ବିଶେଷ ଅଂଶ ଗ୍ରହଣ କରିଥାଏ
ଯେତେ ପ୍ରକାର ଜ୍ଞାନ ଜାଣିଲେ ମଧ୍ୟ ଏମିତି କିଛି ପାଠ ରହିଥାଏ ଯାହା ବିଷୟରେ ଜାଣିବା ଅତ୍ୟନ୍ତ ଆବଶ୍ୟକ ହୋଇ ଥାଏ l ତେବେ ଆଜି ଆମେ ଆପଣ ମାନଙ୍କୁ ଏମିତି କିଛି ପ୍ରଶ୍ନ ସମ୍ବଦ୍ଧରେ କହିବୁ ଯାହାକୁ ଆପଣ ମାନେ ମନେ ରଖିବା ବା ଜାଣି ରଖିବା ନିତାନ୍ତ ଅବଶ୍ୟକ । କାହିଁକିନା ଏହା ହେଉଛି କମ୍ପଡିସନର ଯୁଗ , ଏହି କମ୍ପଡିସନ ଯୁଗରେ ପ୍ରତ୍ୟେକ ବ୍ୟକ୍ତି ଚାହିଁଥାନ୍ତି କି ସେମାନେ କିପରି ସର୍ବଦା ସମସ୍ତଙ୍କ ଆଗରେ ରହିବେ । ଏଥିପାଇଁ ବହୁତ ପାଠ ପଢିଥାନ୍ତି ଏବଂ ବହୁତ ପଦବୀରେ ସାମିଲ ହୋଇଥାନ୍ତି ।
ସମସ୍ତଙ୍କର ଚଏସ ସମାନ ହୋଇନଥାଏ ତେଣୁ ସମସ୍ତେ ଏକା ପଦବୀରେ ରହିନଥାନ୍ତି । ଥାଏ l କେତେକ ପ୍ରଶ୍ନ ର ଉତ୍ତର ଜାଣିଥିଲେ ମଧ୍ୟ ତାହାର ପ୍ରଶ୍ନ ଆମେ ଜାଣି ନ ଥାଉ l ସେମିତି କିଛି ଆଶ୍ଚର୍ଯ୍ୟ ଜନକ ପ୍ରଶ୍ନ ଶୁଣିଲେ ଆଶ୍ଚର୍ଯ୍ୟ ହୋଇ ଯିବେ କିନ୍ତୁ ଏହା ର ଉତ୍ତର ବହୁତ ସହଜ ହୋଇ ଥାଏ । ତେବେ ଆଜି ଆମେ ଆପଣ ମାନଙ୍କୁ ଏମିତି କିଛି ପ୍ରଶ୍ନ ସମ୍ବଦ୍ଧରେ କହିବୁ ଯାହାକୁ ଆପଣ ମାନେ ମନେ ରଖିବା ବା ଜାଣି ରଖିବା ନିତାନ୍ତ ଅବଶ୍ୟକ ।
1. ଆଧାରକାର୍ଡ ପ୍ରଥମେ କେଉଁ ରାଜ୍ୟରେ ତିଆରି କରା ଯାଇ ଥିଲା ?
ଉତ୍ତର: -ମହାରାଷ୍ଟ୍ର
2. ଭାରତରେ କାହାକୁ ପ୍ରାସାଦର ସହର କୁହାଯାଏ?
ଉତ୍ତର :- କଲିକତା
3.ଗାୟତ୍ରୀ ମନ୍ତ୍ର କିଏ ରଚନା କରିଥିଲେ ?
ଉତ୍ତର–ବିଶ୍ୱାମିତ୍ର
4.କେଉଁ ଯୁଗରେ ଭଗବାନ ବିଷ୍ନୁ ରାମଙ୍କର ଅବତାର ଧାରଣ କରିଥିଲେ ?
ଉତ୍ତର–ତ୍ରେତୟା ଯୁଗ
5.ରାମଙ୍କର ଗୁରୁ କିଏ ?
ଉତ୍ତର–ବିଶ୍ୱାମିତ୍ର
6.ହିନ୍ଦୁ ପୁରାଣ ଅନୁସାରେ କେଉଁ ମହିଳା ପ୍ରଥମେ ମୃତ୍ୟୁବରଣ କରିଥିଲେ ?
ଉତ୍ତର–ଯାମି (ଯମଙ୍କର ଉଭଣୀ )
7. ସ୍ବାଧୀନ ଭାରତର ପ୍ରଥମ ତଥା ଅନ୍ତିମ ଭାରତୀୟ ଗଭର୍ଣ୍ଣର ଜେନେରାଲ୍ କିଏ ?
ଉତ୍ତର – ରାଜଗୋପାଳ ଚାରୀ ।
8. ଭାରତର ଜଣେ ଭୋଟରଙ୍କ ସର୍ବନିମ୍ନ ବୟସ ସୀମା କେତେ ହୋଇ ଥିବା ଆବଶ୍ୟକ ?
ଉତ୍ତର:- 18 ବର୍ଷ
9. ପଞ୍ଚମ ବେଦ କାହାକୁ କୁହାଯାଏ ?
ଉତ୍ତର:- ଇତିହାସ
10. କେଉଁ ପଶୁ 3 ବର୍ଷ ହୋଇଥାଏ ?
ଉତ୍ତର:- ଗେଣ୍ଡା
11. କାଉକେଉଁ ଦେଶର ଜାତୀୟ ପକ୍ଷୀ ?
ଉତ୍ତର:- ଭୁଟାନ
12. କେଦାରନାଥ ମନ୍ଦିର କେଉଁଠାରେ ଅଛି ?
ଉତ୍ତର:- ଉତ୍ତରାଖଣ୍ଡ