ଯେତେ ପ୍ରକାର ଜ୍ଞାନ ଜାଣିଲେ ମଧ୍ୟ ଏମିତି କିଛି ପାଠ ରହିଥାଏ ଯାହା ବିଷୟରେ ଜାଣିବା ଅତ୍ୟନ୍ତ ଆବଶ୍ୟକ ହୋଇ ଥାଏ l କେତେକ ପ୍ରଶ୍ନ ର ଉତ୍ତର ଜାଣିଥିଲେ ମଧ୍ୟ ତାହାର ପ୍ରଶ୍ନ ଆମେ ଜାଣି ନ ଥାଉ , ଲୋକର ଜ୍ଞାନ ବୃଦ୍ଧିର ଅଭିବୃଦ୍ଧି ଘଟିଲେ ସେ ନିଜର ଏବଂ ସମାଜର ଅନେକ ପ୍ରକାର ଜ୍ଞାନ ମୂଳକ କାର୍ଯ୍ୟ କରିଥାନ୍ତି । ଏବେକା ସମୟରେ ଆପଣ ମାନେ ଯେ କୌଣସି ଜାଗାକୁ ଜବ କରିବା ପାଇଁ ଗଲେ ପ୍ରଥମେ ଏନଟ୍ରାନ୍ସ , ଇଣ୍ଟରଭ୍ୟୁୟର ସାମ୍ନା କରିବାକୁ ପଡେ ସେଥିରେ ପାସ ହେଲେ ଆପଣଙ୍କୁ ଏକ ଭଲ ସ୍ଥାନରେ ଭଲ ପଦବୀରେ ଜବ ମିଳେ ।
କେତେକ ସମୟରେ ଏହା ମଧ୍ୟ ଦେଖିବାକୁ ମିଳେ କି ଅନେକ ବ୍ୟକ୍ତି ମାନେ ଡିଗ୍ରୀ ପରିଚୟ ହାସଲ କରିଥିଲେ ମଧ୍ୟ ସେମାନଙ୍କର ପାଖରେ ସାଧାରଣ ଜ୍ଞାନ ବିଷୟରେ ବହୁତ କମ ନଲେଜ ରହିଥାଏ । ଯାହା ଦ୍ୱାରା କି ହଠାତ କେହି ସେମାନଙ୍କୁ ଏହା ପଚାରିଦେଲେ ସେଠାରେ ସେମାନେ ଅପମାନିତ ହୋଇଥାନ୍ତି ।
ତେବେ ଆଜି ଆମେ ଆପଣ ମାନଙ୍କୁ ସେମିତି କିଛି ଜେନେରାଲ ନଲେଜ ପ୍ରଶ୍ନ ପଚାରିବୁ , ଆପଣ ମାନେ ହୁଏତ ତାହା ଜାଣିଥିବେ ମାତ୍ର ଅନ୍ୟ ପ୍ରଶ୍ନ ଗୁଡିକ ଯଦି ଜାଣିନଥିବେ ତେବେ ଜାଣିଯିବେ । ଯାହା ଫଳରେ କି ଆପଣଙ୍କର ଜ୍ଞାନର ସୀମାକୁ ଅଧିକ ବୃଦ୍ଧି କରିପାରିବେ । ତେବେ ଆସନ୍ତୁ ଜାଣିବା ସେମିତି କିଛି ପ୍ରଶ୍ନ ବିଷୟରେ ।
1–ଓଡିଶାର ପ୍ରଥମ ଓଡିଆ ଚଳଚ୍ଚିତ୍ରର ନାମ କଣ ?
ଉତ୍ତର–ସୀତା ବିବାହ
2–ଓଡିଶାର ପ୍ରଥମ ବେତାର କେନ୍ଦ୍ରର ନାମ କଣ ?
ଉତ୍ତର–କଟକ
3–ଓଡିଶାର ପ୍ରଥମ ଆଇପିଏସ କିଏ ?
ଉତ୍ତର–ସୌମ୍ୟା ମିଶ୍ର
4–ଓଡିଶାର ପ୍ରଥମ ରାଜ୍ୟପାଳ କିଏ ?
ଉତ୍ତର–ସାର ଜନ ଅଷ୍ଟିକ ହବାକ
5–ଓଡିଶାର ପ୍ରଥମ ଓକିଲ କିଏ ?
ଉତ୍ତର–ମଧୁସୂଦନ ଦାସ
6–ଓଡିଶାର ପ୍ରଥମ ମୁଖ୍ୟମନ୍ତ୍ରୀଙ୍କର ନାମ କଣ ?
ଉତ୍ତର–ହରେକୃଷ୍ନ ମହତାବ
7–ଶ୍ରୀ ରାମଚନ୍ଦ୍ର ଭଞ୍ଜ ମେଡିକାଲର କଲେଜର ପ୍ରଥମ ଅଧ୍ୟକ୍ଷ କିଏ ଥିଲେ ?
ଉତ୍ତର–ଡ. ସୁରେନ୍ଦ୍ର ନାରାୟଣ ଆଚାର୍ଯ୍ୟ
9-ସମ୍ବିଧାନ ସଭାର ପ୍ରଥମ ଅସ୍ଥାୟୀ ଅଧ୍ୟକ୍ଷ କିଏ ?
ଉତ୍ତର – ଡ- ସଚିଦାନନ୍ଦ ସିହ୍ନା ।
10-ସ୍ବାଧୀନ ଭାରତର ପ୍ରଥମ ତଥା ଅନ୍ତିମ ଭାରତୀୟ ଗଭର୍ଣ୍ଣର ଜେନେରାଲ୍ କିଏ ?
ଉତ୍ତର – ରାଜଗୋପାଳ ଚାରୀ ।
11-ଭାରତ ରତ୍ନ ପ୍ରାପ୍ତ ପ୍ରଥମ ଭାରତୀୟ କିଏ ?
ଉତ୍ତର- ଡ- ସର୍ବପଲ୍ଲୀ ରାଧାକ୍ରିଷ୍ଣ ।
12-ଭାରତର କେଉଁ ରାଜ୍ୟ ରେ ଗରିବୀ ସଂଖ୍ୟା ଅଧିକ?
ଉତ୍ତର -ଉତ୍ତରପ୍ରଦେଶ