GK QUESTION-ବାସି ରୁଟି ଖାଇବା ଦ୍ୱାରା କେଉଁ ରୋଗ ଭଲ ହୋଇଯାଏ ? 99% ଲୋକ ଉତ୍ତର ଦେବାରେ ଫେଲ…

ଆପଣ ମାନେ ବେଶ ଭଲ ଭାବରେ ଜାଣିଥିଲେ କି gk ହେଉଛି ଗୋଟିଏ ଏମିତି ପାଠ ଯାହା ଆମ ସମସ୍ତଙ୍କର ଜ୍ଞାନ ର ବିକାଶ ରେ ସହାୟକ ହୋଇଥାଏ | ତାହା ଛଡା କୁହାଯାଉଛି କି କେବଳ ପୁସ୍ତକ ଗତ ଜ୍ଞାନ ଆମ ପାଇଁ ଜରୁରୀ ତାହା ନୁହଁ ଦେଶ ଦୁନିଆ ବିଷୟରେ ଏମିତି ଏନେକ କଥା ରହିଛି ଯାହା ବିଷୟରେ ଜାଣିବାର ଆବଶ୍ୟକତା ଆମର ରହିଛି | ଆପଣ ଜାଣିଥିବେ ଯେ ବର୍ତମାନ ଆମର ପ୍ରଶାସନିକ ପରୀକ୍ଷା ବହୁତ କଷ୍ଟକର ହୋଇଥାଏ,ତେଣୁ ଆଜିର ଛାତ୍ର ଛାତ୍ରୀମାନେ ବହୁତ କଷ୍ଟ କରି ପାଠ ପଢୁଛନ୍ତି |

ଦିନ ରାତି ପରିଶ୍ରମ କରି ବହୁତ କଷ୍ଟ କରି ପାଠ ପଢୁଛନ୍ତି କିନ୍ତୁ ପ୍ରସନିକ ପରୀକ୍ଷାରେ ଉତୀର୍ଣ୍ଣ ହେବା ବହୁତ କଷ୍ଟ ହୋଇଗଲାଣି |
ଆମେ ଆଜି ଆପଣଙ୍କୁ କିଛି ଜିକେ ପ୍ରଶ୍ନ ବିଷୟରେ କହିବି ଯାହାକି ଆପଣଙ୍କ ଜୀବନରେ ଆପଣଙ୍କ ଲକ୍ଷ୍ୟ ସ୍ଥଳରେ ପହଂଚିବା ପାଇଁ ବହୁତ ସାହାଯ୍ୟ କରିଥାଏ |ତେଣୁ ଆପଣ ଅନେକ କିଛି ପ୍ରଶ୍ନ ବିଷୟରେ ଜାଣିବା ନିହାତି ଆବଶ୍ୟକ ଯାହା ଦ୍ଵାରା ଆପଣ ନିଜର ପ୍ରସନିକ କ୍ଷେତ୍ରରେ ଏକ ଚାକିରୀ କରିପାରନ୍ତି | ତାହେଲେ ଆସନ୍ତୁ ସେହି ଭଳି gk ସମ୍ବଧୀୟ କେତେକ ପ୍ରଶ୍ନ ଉତ୍ତର ବିଷୟରେ ଜାଣିବା |

1-କେଉଁ ପଶୁର କ୍ଷୀର ଗୋଲାପି ରଙ୍ଗର ହୋଇଥାଏ ?
ଉତ୍ତର:- ହିପୋ
2-ଶରୀରର କେଉଁ ଅଙ୍ଗ କେବେ ଆରାମ କରି ନଥାଏ ?
ଉତ୍ତର :-ହୃତପିଣ୍ଡ
3-ସର୍ବାଧିକ ପିଆଜ ଉତ୍ପାଦନ କରୁଥିବା ରାଜ୍ୟ କେଉଁଠି ?
ଉତ୍ତର :-ମହାରାଷ୍ଟ୍ର
4-ତେଲେଙ୍ଗାନା ରାଜ୍ୟର ସ୍ଥାପନ କେବେ ହୋଇଥିଲା ?
ଉତ୍ତର :-204
5-ବିଶ୍ୱ ସ୍ୱାସ୍ଥ୍ୟ ଦିବସ କେବେ ପାଳନ କରାଯାଏ ?
ଉତ୍ତର :-7 ଏପ୍ରିଲ
6-ଭାରତର ସବୁଠାରୁ ପୂର୍ବ ରାଜ୍ୟ କେଉଁଠି ?
ଉତ୍ତର :-ଅରୁଣାଚଳ ପ୍ରଦେଶ
7-କଳା ରଙ୍ଗର ସିଲିଣ୍ଡର ରେ କେଉଁ ଗ୍ୟାସ ଭର୍ତି କରାଯାଏ ?
ଉତ୍ତର :-ନାଇଟ୍ରୋଜେନ
8-କେଉଁ ଦିନ ପୃଥିବୀର ସୂର୍ଯ୍ୟ ର ସବୁଠାରୁ ନିକଟ ହୋଇଥାଏ ?
ଉତ୍ତର :-3ଜାନୁଆରୀ
9-ଚାର ଆବିଷ୍କାର ସର୍ବ ପ୍ରଥମେ କେଉଁ ଦେଶ କରିଥିଲା ?
ଉତ୍ତର :-ଚୀନ
10-ମନୁଷ୍ୟର ରକ୍ତ କେତେ ଦିନ ପ୍ରଯ୍ୟନ୍ତ ଷ୍ଟୋରି କରି ରଖା ଯାଇଥାଏ ?
ଉତ୍ତର :-35ଦିନ
11-ମନୁଷ୍ୟ ଶରୀରର କେଉଁ ଅଙ୍ଗରେ ହାଡ଼ ନଥାଏ ?
ଉତ୍ତର :-ଜିଭ
12-ଅଣ୍ଡା ଉତ୍ପାଦନରେ ଭାରତ ବିଶ୍ୱର କେଉଁ ସ୍ଥାନରେ ଅଛି ?
ଉତ୍ତର :-ଦ୍ୱିତୀୟ ସ୍ଥାନରେ
13-କେଉଁ ପଶୁର କ୍ଷୀରର ସବୁଠାରୁ ଅଧିକ ପ୍ରୋଟିନ ରହିଥାଏ ?
ଉତ୍ତର :-ଛେଳି
14-ତ୍ରିରଙ୍ଗରେ ଅଶୋକ ଚକ୍ର କିଏ ସଂଗସ୍ଥାପିତ କରିଥିଲେ ?
ଉତ୍ତର :-ଭୀମରାଓ ଆମ୍ବେଦକର
15-ଭାରତର କେଉଁ ରାଜ୍ୟରେ ସର୍ବାଧିକ ପୋଲିସ ଷ୍ଟେସନ ରହିଛି ?
ଉତ୍ତର :-ତାମିଲନାଡୁ
16-ପୃଥିବୀରେ କେଉଁ ଦେଶରେ ପ୍ରଥମେ ଘଣ୍ଟା ତିଆରି କରା ଯାଇଥିଲା ?
ଉତ୍ତର :-ଇଂଲଣ୍ଡ
17-କେଉଁ ଦେଶରେ ସବୁଠାରୁ ଶସ୍ତାରେ ପଶମ ମିଳିଥାଏ ?
ଉତ୍ତର :-ଅଷ୍ଟ୍ରେଲିଆ
18-ଭାରତର କେଉଁ ପ୍ରଧାନମନ୍ତ୍ରୀଙ୍କ ତିନୋଟି ବିବାହ ହୋଇଥାଏ ?
ଉତ୍ତର :-ମୋରାରୋଜି ଦଶାଇ
19-ସୌର ମଣ୍ଡଳ ର ସବୁଠାରୁ ହାଲୁକା ଗ୍ରହ କେଉଁଠି?
ଉତ୍ତର :-ଶନି ଗ୍ରହ
20- ବାସି ରୁଟି ଖାଇବା ଦ୍ୱାରା କେଉଁ ରୋଗ ଭଲ ହୋଇଯାଏ ?
ଉତ୍ତର: -ଡାଇବେଟିସ

Leave a Comment