Gk Questions -ଖଜୁରୀଖାଇବା ଦ୍ୱାରା କଣ ଶିଘ୍ର ବଢିଥାଏ ?? ବୁଦ୍ଧିମାନ ଲୋକ ହିଁ ଏହାର ଉତ୍ତର ଦେଇ ପାରିବ

ଜ୍ଞାନ ର ଅସୀମ ଭଣ୍ଡାର ରହିଛି। ଏହାକୁ ଯେତେ ପଢିଲେ ସରେ ନାହିଁ। ତେବେ ସେହି ଜ୍ଞାନ ଭିତରେ ଏମିତି କେତେକ ପ୍ରଶ୍ନ ର ଉତ୍ତର ଜାଣି ଥିଲେ ମଧ୍ୟ ତାହାର ପ୍ରଶ୍ନ ଆମେ ଜାଣି ନ ଥାଉ । ସେମିତି କିଛି ଆଶ୍ଚର୍ଯ୍ୟ ଜନକ ପ୍ରଶ୍ନ ଶୁଣିଲେ ଆଶ୍ଚର୍ଯ୍ୟ ଲାଗେ। ହେଲେ ଏହା ଆମର ବହୁତ ଦରକାରୀ ମଧ୍ୟ ହୋଇ ଥାଏ । ତେବେ ଏହି ସାଧାରଣ ପ୍ରଶ୍ନ ଗୁଡିକ ଆମର ଭବିଷ୍ୟତ ରେ ବହୁତ କାମ ରେ ଆସି ଥାଏ।ତେବେ ଏହି ସାଧାରଣ ପ୍ରଶ୍ନ ଗୁଡିକ ଆମ ଆମ ଜୀବନ ସହିତ ମଧ୍ୟ ଜଡିତ ହୋଇ ଥାଏ। ଯାହା ଆମେ କେବେ ଜାଣି ନ୍ ଥିବା। ଆଉ ଏହି ଭଳି ଜାଣିବା ଦ୍ୱାରା ପଢିବା ଦ୍ୱାରା ଆମର ଜ୍ଞାନ ବଢ଼ି ଥାଏ।

ଆଜି ଆମେ ଆପଣ ମାନଙ୍କ ସହିତ କିଛି ପ୍ରଶ୍ନ ଆଲୋଚନା କରିବୁ ଯାହାକୁ ଆପଣ ମାନେ ଜାଣି ରଖିବା ନିତାନ୍ତ ଜରୁରୀ ଅଟେ । କାରଣ ଅନେକ ସମୟରେ ଆମ ମାନଙ୍କ ଦୈନନ୍ଦିନ ଜୀବନରେ ଏହିପରି କିଛି ପ୍ରଶ୍ନ ଆମ ମାନଙ୍କ ସାମ୍ନାକୁ ଆସିଥାଏ । ଏହା ସହିତ ଏବେକା ସମୟରେ ଆମେ ମାନେ କୈାଣସି ପ୍ରକାର ଜବ ପାଇବା ନିମନ୍ତେ ଇଣ୍ଟରଭିୟୁ ଦେଖିବା ଗଲେ ମଧ୍ୟ ଏହି ପରି କିଛି ପ୍ରଶ୍ନର ସାମ୍ନା କରିବାକୁ ପଡିଥାଏ । ତେବେ ଆସନ୍ତୁ ଜାଣିବା ଏମତି କିଛି ପ୍ରଶ୍ନ ଯାହା ଏଇଏସ ପରୀକ୍ଷା ରେ ପଚରା ଯାଇଥିଲା। ତେବେ ଆସନ୍ତୁ ଜାଣିବା ପ୍ରଶ୍ନ ଗୁଡିକ କଣ ଓ ତାର ଉତ୍ତର କଣ ।

1. ଦୁନିଆର ସବୁଠାରୁ ଶକ୍ତିଶାଳୀ ଦେଶର ନାମ କଣ ?
ଉତ୍ତର:- ଆମେରିକା


2. 2008 ଆଇ ପି ଏଲ ର ବିଜେତା କିଏ ?
ଉତ୍ତର:- ରାଜସ୍ଥନ ରୟଲସ୍

3. ପ୍ରଥମ ଭାରତୀୟ ଗଭର୍ଣ୍ଣର ଜେନେରାଲ କିଏ ?
ଉତ୍ତର;- ଚକ୍ରବର୍ତି ରାଜ ଗୋପାଳଚାରି

4. ଉତ୍ତର ମେରୁ ରେ ପହଂଚି ଥିବା ପ୍ରଥମ ଭାରତୀୟ ମହିଳା କିଏ ?
ଉତ୍ତର:- ପ୍ରୀତି ସେନ ଗୁପ୍ତା

5. ଭାରତ ର ବ୍ରୁହତମ ଚିଡିଆଖାନ ଟି କେଉଁଠି ?
ଉତ୍ତର:- ଅଲିପୁର ,କୋଲକୋତା

6. ଏ ଭାରତ ର କୁଳ ବୃଦ୍ଧ ନାମ ରେ ପରିଚିତ ?
ଉତ୍ତର:-ଦାଦା ଭାଇ ନରୋଜି

7. ଭାରତ ର କେଉଁ ରାଜ୍ୟ କୁ ପାଞ୍ଚ ନଦୀ ର ଦେଶ କହି ଥାନ୍ତି ?
ଉତ୍ତର:-ପଞ୍ଜାବ

8. ରବିନ୍ଦ୍ର୍ ନାଥ ଠାକୁର ଙ୍କର ସମାଧି ପୀଠ କେଉଁଠାରେ ଅବସ୍ତିତ ?
ଉତ୍ତର:- ଶାନ୍ତି ନିକେତନ୍

9. ସ୍ଥଳ ସେନା ର କର୍ନଲ୍ , ବାୟୁ ସେନା ର ଗ୍ରୁପ କ୍ୟାପଟେନ ସହ ନୌସେନା ର କେଉଁ ପଦ ସମକକ୍ଷ ?
ଉତ୍ତର:- କ୍ୟାପଟନ

10. ଖଜୁରୀଖାଇବା ଦ୍ୱାରା କଣ ଶିଘ୍ର ବଢିଥାଏ ?


ଉତ୍ତର:- ରକ୍ତ

11. ଭାରତ ର କେଉଁ କେନ୍ଦ୍ର ସାସିତ ଅଞ୍ଚଳ ଟି ସବୁଠୁ ସାକ୍ଷର ?
ଉତ୍ତର:- ଚଣ୍ଡୀଗଡ଼

12. ଭାରତ ରେ ଲାଲ ତ୍ରିଭୁଜ୍ ଟି କେଉଁ ସଂକେତ କୁ ବୁଝାଇ ଥାଏ ?
ଉତ୍ତର:- ପରିବାର ନିୟୋଜନ୍ ର ସଂକେତ

Leave a Comment