ଗୁପ୍ତ ଜ୍ଞାନ- ସ୍ତନ ଟାଇଟ ପାଇଁ କ’ଣ କରିବେ ଜାଣନ୍ତୁ ? ୧୦୦% ଗ୍ୟାରେଣ୍ଟି ମାତ୍ର 7 ଦିନରେ ଦେଖନ୍ତୁ ଚମତ୍କାର 100% ଗ୍ୟାରେଣ୍ଟି

ତେବେ ବର୍ତ୍ତମାନ ସମୟରେ ନାରୀ ମାନେ ନିଜର ସୌନ୍ଦର୍ଯ୍ୟ କୁ ବଢ଼ାଇବା ପାଇଁ ସବୁବେଳେ କିଛି ନା କିଛି କରିଥାନ୍ତି। ତେବେ ନାରୀ ମାନଙ୍କର ସ୍ତନ ଆବଶ୍ୟକ ଠାରୁ ବଡ଼ ବା ଛୋଟ ହେଲେ ନାରୀକୁ ଅସୁନ୍ଦର ଦେଖାଯାଏ। ଏହାବ୍ୟତୀତ ମହିଳା ମାନଙ୍କର ଗୋଟିଏ କି ଦୁଇଟି ପିଲା ହେବା ପରେ ଅନେକ ମହିଳାଙ୍କ ସ୍ତନ ଢିଲା ହୋଇ ଯାଇଥାଏ ଆଉ ଏହି ସମୟରେ ମହିଳା ଶାଢ଼ୀ ବା ଡ୍ରେସ୍ ପିନ୍ଧିଲେ ସେମାନଙ୍କୁ ମ୍ୟାଚ୍ କରୁ ନଥାଏ।ଭଗବାନ ସମସ୍ତଙ୍କୁ ଏକ ସୁନ୍ଦରତା ଦେଇଥାଏ।

ହେଲେ କୌଣସି କାରଣ ବଶତଃ ଯଦି ଶରୀରର କୌଣସି ଅଙ୍ଗରେ ପାର୍ଥକ୍ୟ ଦେଖାଯାଏ ତାହେଲେ ତାହା ସୁନ୍ଦରତା ଉପରେ ପ୍ରଭାବ ପକାଇଥାଏ। ଆଉ ନାରୀ ମାନେ କିଛି କଥା କାହାକୁ କହି ପାରନ୍ତି ନାହିଁ। ତେଣୁ ଏହି ସବୁ ସମସ୍ୟାର ସମାଧାନ ପାଇଁ ଆଜି ଆମେ ଆପଣଙ୍କ ପାଇଁ ଏକ ସୁନ୍ଦର ଘରୋଇ ଉପଚାର ନେଇ ଆସିଛୁ। ଯାହା ଦ୍ଵାରା ଆପଣ ସ୍ତନ ଟାଇଟ୍ କରି ପାରିବେ।

ଆବଶ୍ୟକୀୟ ଉପକରଣ – ମେଥି, ପାଣି

 


ରେମିଡି ପ୍ରସ୍ତୁତି ପ୍ରଣାଳୀ –

ଏହି ରିମେଡି ପାଇଁ ଆପଣ ପ୍ରଥମେ କିଛି ମେଥି ନିଅନ୍ତୁ, ତେବେ ମେଥି ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ କି ମେଥି ଆମ ଶରୀର ପାଇଁ ଖୁବ ଉପକାରୀ ଅଟେ ।ତେବେ ଆପଣ ଏହି ମେଥି କୁ ରାତିରେ ପାଣିରେ ଭିଜେଇ ରଖି ଦିଅନ୍ତୁ ।ତେବେ ସକାଳେ ଆପଣ ସେହି ମେଥି କୁ ଛାଣି ଅଳ୍ପ ପାଣି ଦେଇ ଭଲ ଭାବରେ ଗ୍ରାଇଣ୍ଡିଂ କରି ଦିଅନ୍ତୁ ।ଏହାପରେ ଆପଣଙ୍କ ରିମେଡି ପ୍ରସ୍ତୁତ ହେଇଯିବ ।

ରିମେଡି ର ବ୍ୟବହାର –


ଏବେ ଆପଣ ଗ୍ରାଇଣ୍ଡିଂ କରିଥିବା ମେଥି କୁ ନେଇ ନିଜ ସ୍ତନ ର ଚାରିପଟେ ଲଗେଇ ମସାଜ କରନ୍ତୁ ।ତେବେ ମସାଜ କଲାବେଳେ ମନେ ରଖିବେ କି ତଳୁ ଉପରକୁ ମସାଜ କରିବେ ଆଉ ଏମିତି ୪ ରୁ ୫ ମିନିଟ ପ୍ରତିଦିନ ମସାଜ କରିବା ଦରକାର ।ଆଉ ମସାଜ କରି ସାରିବା ପରେ ଆପଣ ନିଜ ଇନର ୱଇର ପିନ୍ଧିନେବେ,ତେବେ ଇନର ୱଇର ପିନ୍ଧିବା ଏକ ପ୍ରକାରର ଏକ୍ସାସାଇଜ ଅଟେ ।

ତେବେ ପ୍ରତିଦିନ ୧୨ ଘଂଟା ଇନର ୱଇର ପିନ୍ଧିବା ଦ୍ୱାରା ଏହା ସ୍ତନ ଟାଇଟ କରିବାରେ ଖୁବ ସାହାଯ୍ୟ କରିଥାଏ ।ତେଣୁ ଆପଣ ରେଗୁଲାର ଏହି ରିମେଡି ସହିତ ନିଜର ଇନର ୱଇର ପିନ୍ଧନ୍ତୁ ।ଏମିତି କରିବାର ୧୫ ଦିନ କରିବା ଭିତରେ ଦେଖିବେ ଆପଣଙ୍କ ସ୍ତନ ଟାଇଟ ହେବା ଆରମ୍ଭ ହେଇଯିବ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment