Jyotisha Shasta – କାଲିଠାରୁ ଘଟିବାକୁ ଯାଉଛି ବଡ ବିଚିତ୍ର ସଂଯୋଗ , ରାଜା ଭଳି ଜୀବନ କାଟିବେ ଏହି ୫ ରାଶି, ଏମାନଙ୍କ ଘର ଭରିଦେବେ ସୁଖ ଓ ସମୃଦ୍ଧି ରେ…

ମାତା ଲକ୍ଷ୍ମୀଙ୍କ କୃପାରୁ ଆପଣଙ୍କର ଆଗକୁ ଆସୁଥିବା ନୂଆ ବର୍ଷ ୨୦୨୩ ଠାରୁ ୨୦୪୦ ପର୍ଯ୍ୟନ୍ତ ପାଇଁ ଏହି ୫ ଟି ରାଶିର ବ୍ୟକ୍ତିଙ୍କ ଭାଗ୍ୟ ଚମକିବାକୁ ଯାଉଛି। ଆପଣ ଯେତେ କଷ୍ଟ ଦେଇ ଗତି କରି ଆସୁଛନ୍ତି ତାହା ଏବେ ଦୂର ହୋଇଯିବ। ଏହି ୫ ଟି ରାଶି ପାଇଁ ବହୁତ ଖୁସି ଆଣି ଦେଉଛି। ତେବେ ସତ କର୍ମ କର, ନ୍ୟାୟରେ ରୁହ,ଭଗବାନଙ୍କ ନାମ ଜପ କର, ଭଜନ କୀର୍ତ୍ତନ କର,ମା ଲକ୍ଷ୍ମୀଙ୍କ କୃପା ରହିବ।ମାଆଙ୍କ ଦୟା ସବୁ ରାଶି ଉପରେ ରହିଥାଏ,ତାଙ୍କ ଦୟାରୁ ଆମେମାନେ ବଂଚିଚେ।ପ୍ରଭୁଙ୍କ ନାମ ଜପ କର, ସତ କର୍ମ କର,ଆପଣଙ୍କ ଆର୍ଥିକ ସ୍ଥିତି ଭଲ ରହିବ।ପାଖରେ ଟଙ୍କା ପଇସାର ଅଭାବ ଦୂର ହେବ।ପୂର୍ବରୁ କରିଥିବା ଖରାପ କାର୍ଯ୍ୟ ନାଶ ହେବ।ଭଗବାନଙ୍କୁ ଧ୍ୟାନ କର,ଆପଣଙ୍କ ଭିତରେ ଉର୍ଜାର ସଂଚାର ହେବ।ଆପଣଙ୍କୁ ମାନସିକ ଶାନ୍ତି ଅନୁଭୂତ ହେବ।ଶରୀରରେ ଉର୍ଜା ସୃଷ୍ଟି ହେବ।ସବୁ ରୋଗ ହେବ ଦୂର।

 

୧- ସିଂହ ରାଶି

 

ଭଗବାନଙ୍କ ଦୟାରୁ ସମସ୍ତ ସମସ୍ୟାର ସମାଧାନ ହେବ।ମା ଲକ୍ଷ୍ମୀ ଏବଂ ପ୍ରଭୁ କୁବେର ମହାରାଜାଙ୍କ କୃପାରୁ ଏହି ରାଶିର ବ୍ୟକ୍ତିଙ୍କ ଜୀବନ ଧନଧାନ୍ୟରେ ପରିପୂର୍ଣ୍ଣ ହୋଇଯିବ।ସତ୍ୟ ପଥରେ ନିଜକୁ ପରିଚାଳିତ କର। ଅଟକି ରହିଥିବା କାର୍ଯ୍ୟ ପୂର୍ଣ୍ଣ ହେବ।ନୂଆ ନୂଆ କାର୍ଯ୍ୟ କରିବେ।ନୂତନ ମିତ୍ର ବନାଇବେ।ସେମାନଙ୍କ ସହଯୋଗ ମିଳିବ। ବେପାର ବାଣିଜ୍ୟ କ୍ଷେତ୍ରରେ ଲାଭ ପ୍ରାପ୍ତି ହେବ।ସମସ୍ତ ସମସ୍ୟା ଦୂର ହେବ।ଆସନ୍ତା ସମୟରେ ଏହି ରାଶିର ବ୍ୟକ୍ତିଙ୍କ ଧନ ସମସ୍ୟା ଦୂର ହେବ।ନ୍ୟାୟରେ ରୁହ, ମାତା ଲକ୍ଷ୍ମୀ ଙ୍କ କୃପା ପ୍ରାପ୍ତି ହେବ।

୨- ମେଷ ରାଶିମେଷ ରାଶିର ବ୍ୟକ୍ତିଙ୍କ ଦାମ୍ପତ୍ୟ ସମସ୍ୟା ଦୂର ହେବ।ଘରେ ପାରିବାରିକ ସମସ୍ୟା ରହିବ ନାହିଁ।ଜୀବନ ସୁଖମୟ ହେବ। ଜୀବନସାଥୀଙ୍କ ସହ ସମୟ ବିତାଇବେ।ଅଚାନକ ଖୁସି ଖବର ପାଇବେ।ପ୍ରଗତି ଆଡକୁ ଅଗ୍ରସର ହେବେ।ଆକସ୍ମିକ ଧନ ପ୍ରାପ୍ତି ହେବ।ଏହି ରାଶିର ବ୍ୟକ୍ତିଙ୍କ ଜୀବନରେ ନବବର୍ଷ ରେ ଶୁଭ ସମୟର ଆଗମନ ହେବାକୁ ଯାଉଛି।ସଫଳତା ହାସଲ କରିବେ।ଆର୍ଥିକ ସମସ୍ୟା ରହିବ ନାହିଁ।ସମସ୍ତ କାର୍ଯ୍ୟରେ ସଫଳତା ପାଇବେ। ବେପାରିମାନେ ଲାଭ ପାଇବେ।ଚାକିରି କରୁଥିବା ବ୍ୟକ୍ତିଙ୍କ ପଦୋନ୍ନତି ହେବ।ସମାଜରେ ମାନ ସମ୍ମାନ ବଢିବ।ସମାଜରେ ପ୍ରତିଷ୍ଠା ବଢିବ।

 

୩- କନ୍ୟା ରାଶି

 

ସତ୍ୟ ଦିଗରେ ନିଜକୁ ଅଗ୍ରସର କରାଅ,ପ୍ରଭୁଙ୍କ ନାମ ଜପ କର, ରହିବେ ଖୁସିରେ।ଏହି ରାଶିର ବ୍ୟକ୍ତିଙ୍କ ଜୀବନରେ ଭଗବାନଙ୍କ ଦୟାରୁ ସମସ୍ତ କାର୍ଯ୍ୟରେ ସଫଳତା ହାସଲ କରିବେ।ସବୁଥିରେ ତାଙ୍କୁ ଉନ୍ନତି ପ୍ରାପ୍ତ ହେବ।ଭଗବାନଙ୍କ କୃପାରୁ ଏମାନେ ନିଜ ଭାଗ୍ୟ ବଳରେ ସମସ୍ତ କାର୍ଯ୍ୟରେ ସଫଳତା ହାସଲ କରିବେ।

୪- କୁମ୍ଭ ରାଶି

କୁମ୍ଭ ରାଶିର ବ୍ୟକ୍ତି ବିଶେଷ ମାନଙ୍କ ପାଇଁ ୨୦୨୩ ଠାରୁ ୨୦୪୦ ପର୍ଯ୍ୟନ୍ତ ବର୍ଷରେ ଧନ ର ଆଗମନ ହେବା ସହିତ ବ୍ୟାପାର କ୍ଷେତ୍ରରେ ମଧ୍ୟ ଲାଭପ୍ରାପ୍ତ ହେବ । ଆଶା ଠାରୁ ଅଧିକ ଲାଭବାନ ମଧ୍ୟ ହେବେ , ବିଦ୍ୟାର୍ଥୀ ମାନେ ପାଠପଢାରେ ମନ ନିବେଶ କରିବେ । ସମାଜରେ ଆପଣ ମାନଙ୍କର ମାନ ସମ୍ମାନ ପ୍ରାପ୍ତି ହେବ ଏବଂ ଘରୋ କୌଣସି ମାଙ୍ଗଳିକ କାର୍ଯ୍ୟ ଅନୁଷ୍ଠିତ ହେବ । ଅବିବାହିତ ଥିବା ପୁଅ ବା ଝିଅ ଙ୍କର ବିବାହର ଯୋଗ ରହିଛି ।

୫- ମୀନ

ଏହି ରାଶିର ଆଗାମୀ ଭବିଷ୍ୟତ ବହୁତ ଭାଗ୍ୟଶାଳୀ ରହିବ , ମାତା ଲକ୍ଷ୍ମୀଙ୍କ କୃପାରୁ ଆପଣଙ୍କୁ ଉପହାର କିମ୍ୱା ଖାସ୍ ଜିନିଷର ପ୍ରାପ୍ତି ହେବ । ଆପଣଙ୍କୁ ବ୍ୟାପାରରେ ଧନଲାଭ ହେବାର ଶୁଭ ଯୋଗ ବନୁଛି ।

Leave a Comment