ଘଟିଛି ଅଦ୍ଭୁତ ଘଟଣା ସତ୍ୟ ହୋଇଛି ମାଳିକାର ବଚନ। ପ୍ରସିଦ୍ଧ ବାଗେଶ୍ୱର ଧାମରେ ହେଲା ଚମତ୍କାର। ଜନ୍ମ ନେଇଛନ୍ତି ସ୍ୱୟଂ ହନୁମାନ। ମାଳିକାରେ ଲେଖାଥିଲା ପ୍ରଭୁ ହନୁମାନ ଜନ୍ମ ନେବେ କଳିଯୁଗରେ। ତେବେ ଆପଣ ମାନଙ୍କ ମନରେ ପ୍ରଶ୍ନ ଥିବ, ଯେ ହନୁମାନ ହେଉଛନ୍ତି ଅମର ପୁଣି ଜନ୍ମ ହେବେ କେମିତି? ଆଜ୍ଞା ହଁ ହନୁମାନ ହେଉଛନ୍ତି ଅମର କିନ୍ତୁ ହନୁମାନଙ୍କ ଶରୀର ଅମର ନୁହେଁ।
ମନୁଷ୍ୟ ରୂପେ ଯିଏ ଜନ୍ମ ନିଏ ପ୍ରଭୁ ନିଜେ ମଧ୍ୟ ଦେହ ତ୍ୟାଗ କରିଛନ୍ତି, ହନୁମାନ ପ୍ରଭୁ ଶ୍ରୀରାମ ଙ୍କ ଭକ୍ତ। ସିଏ ମଧ୍ୟ ଦେହ ତ୍ୟାଗ କରନ୍ତି ଏବଂ ବାରମ୍ବାର ଜନ୍ମ ନିଅନ୍ତି ଯାହା ହେଉଛି କି ଅମର। ଅମର ବର ପାଇଛନ୍ତି ନିଶ୍ଚିତ କିନ୍ତୁ ହନୁମାନ ପୁଣି ଜନ୍ମ ହୋଇଛନ୍ତି ଏବଂ ଏ ବିସ୍ମୟକର ଘଟଣା ଘଟିଛି ବାଗେଶ୍ୱର ଧାମ୍ ସରକାରରେ।
ଧୀରେନ୍ଦ୍ର ଶାସ୍ତ୍ରୀ ଏବେ ପ୍ରସିଦ୍ଧ ଅଛନ୍ତି ଆପଣମାନେ ଜାଣିଥିବେ। କିଛି ଦିନ ପୂର୍ବରୁ ତାଙ୍କ ପାଖକୁ ଜଣେ ସ୍ତ୍ରୀ ଲୋକ ଆସିଥିଲେ ତାଙ୍କର କିଛି ପିଲାଛୁଆ ହେଉ ନଥିଲା ବୋଲି। ପିଲା ଜନ୍ମ ହେଲା ଆଉ ପ୍ରଭୁ ହନୁମାନ ରୂପରେ ଜନ୍ମ ହେଲା। ଯାହାକି ଧୀରେନ୍ଦ୍ର ଶାସ୍ତ୍ରୀ ସେଠାରେ ସେ ନିଜେ କହିଛନ୍ତି।
ତେବେ ମହାପୁରୁଷ କଣ ଲେଖିଥିଲେ ମାଳିକାରେ ପ୍ରଭୁ ହନୁମାନ ଯେତେବେଳେ ଜନ୍ମ ହେଲେ ସେ ସମୟରେ କଣ ଘଟୁଛି ଆଗକୁ କଣ ଘଟିବ। ମହାପୁରୁଷ କହିଲେ ଆଗକୁ କଣ ଘଟିବ ନା ପଶ୍ଚିମ ଦିଗରୁ ସୈନ୍ୟ ଆସିବେ ସତ ମଙ୍ଗଳବାର ରେ କିଛି ମୁସଲମାନ ଛଦ୍ମ ବେଶରେ ପ୍ରବେଶ କରିବ କଟକରେ। ଅର୍ଥାତ୍ ମହାପୁରୁଷ କହିଲେ, ପଶ୍ଚିମ ଦିଗରୁ ସୈନ୍ୟ ଆସିବେ, ମଙ୍ଗଳବାର ହୋଇଥିବ ବିଦେଶରୁ କଟକରେ ସୈନ୍ୟ ପ୍ରବେଶ କରିବେ।
ଆଉ ପୁଣି ମହାପୁରୁଷ କହିଲେ, କଟକରେ ଯେଉଁ ବେଦେଶୀ ମୁସଲିମ୍ ପ୍ରବେଶ କରିବେ ହାଣଗୋଳ କରିବେ ସେହି ସମୟରେ ଭକ୍ତଙ୍କର ଦୁଃଖ ଦେଖି ପ୍ରଭୁ ହନୁମାନ ଭକ୍ତଙ୍କୁ ରକ୍ଷା କରିବା ପାଇଁ ଗର୍ଜି ଉଠିବେ। ସେମାନଙ୍କ ସହ ଲଢ଼େଇ କରିବେ, ଆଉ କହିଥିଲେ ବଳକା ଶାସନ ବୀର ଜନ୍ମ ନେଇଥିବେ। କିନ୍ତୁ ମହାପୁରୁଷ ଲେଖିଥିଲେ ସେହି ବୀର ସେହି ହନୁମାନ ଜନ୍ମ ନେଇଥିଲେ ବୋଲି ପ୍ରମାଣ ଦିଆଗଲା କଳିଯୁଗରେ ।
ମହାସଂଗ୍ରାମ ଲାଗିଥିବ ଭକ୍ତ ଦେଖୁଥିବ ବୋଲି ମହାପୁରୁଷ ଲେଖିଛନ୍ତି। ମନେ ରଖନ୍ତୁ, ଯଦି ଜନ୍ମ ନେଇ ସାରିଛନ୍ତି ପ୍ରଭୁ ହନୁମାନ, ତାହେଲେ କଟକରେ କେବେ ହେବ ଏ ଲଢ଼େଇ ସେ କଥା ମଧ୍ୟ ଲେଖିଛନ୍ତି ମହାପୁରୁଷ। ୨୦୨୬ ରେ ଦେଖିବେ ଆପଣ ଏହି ଘଟଣା ଘଟିବ କଟକରେ। ଆଉ କହିଛନ୍ତି, ତିନି ଧାର ହୋଇ ରକ୍ତ ନଦୀ ବହିବ ଖୋର୍ଦ୍ଧା ଗଡ଼ ପର୍ଯ୍ୟନ୍ତ। ଅର୍ଥାତ୍ ଖୋର୍ଦ୍ଧା ରୁ କଟକ ପର୍ଯ୍ୟନ୍ତ ରକ୍ତ ଧଦୀ ବହିବ। ଆଉ ତିନି ପକ୍ଷ ତିନି ମାସ ହେବ ଯୁଦ୍ଧ।