Sidhant ଙ୍କ Sad Song ଶୁଣି ହରି ଭାଇ କାନ୍ଦିପକେଇଲେ …କହିଲେ ଏହି ଗୀତ ସୁଟିଂ ସମୟରେ ମୋ ସ୍ତ୍ରୀ ବହୁତ …..ଶୁଣିଲେ ଆପଣ କାନ୍ଦିବେ…ମାତ୍ର 4 ଘଣ୍ଟାରେ 1215k ରୁ ଅଧିକ ଲୋକ ଦେଖି ସାରିଲେଣି.

ଆଜିର ଯୁଗ କେତେ ଆଗକୁ ଗଲାଣି ଯାହାକି କଳ୍ପନା ମଧ୍ୟ କରି ହେବ ନାହିଁ ଆଗ ଅପେକ୍ଷା ଲୋକ ମାନେ ଖୁବ ଅଧିକ ଚାଲାକ ଚତୁର ମଧ୍ୟ ହୋଇ ଗଲେଣି | ଏମିତି କି ନିଜର କିଛି ପ୍ରତିଭା ଦେଖାଇବା ପାଇଁ ହେଲେ ତାହା ସୋସିଆଲ ଆକାଉଣ୍ଟ ରେ ପୋଷ୍ଟ କରି ପାରୁଛନ୍ତି | ନିଜର କିଛି ପ୍ରତିଭା ହେଉ କି ଛୋଟ ଭିଡ଼ିଓ କରି ହେଉ ସମସ୍ତେ ଏହାକୁ ସୋସିଆଲ ମିଡ଼ିଆ ରେ ଉପଲୋଡ କରି ଲୋକ ମାନଙ୍କର ଭଲ ପାଇବାକୁ ହାସଲ କରି ପାରି ଥାଆନ୍ତି | ନିଜ ନିଜ ପ୍ରତିଭା ଅର୍ଥାତ କିଏ ଗୀତ ଗାଇ ନଚେତ ଆଉ କିଏ ନୃତ୍ୟ ଦେଖାଇ ଦର୍ଶକ ମାନଙ୍କର ମନକୁ କିଣି ପାରୁଛନ୍ତି |

 


ଆମ ଟିଭି ସୋ ରେ ମଧ୍ୟ ଅନେକ ପ୍ଲାଟଫର୍ମ ରହିଛି ଯେଉଁଥିରେ ଓଡ଼ିଶା ର କୋଣ ଅନୁକୋଣ ରୁ ପିଲା ଆସି ନିଜର ପ୍ରତିଭା ଦେଖାଇ ପାରୁଛନ୍ତି ଆଉ ପରେ ପରେ ନିଜର ଏକ ପରିଚୟ ସୃଷ୍ଟି କରି ପାରୁଛନ୍ତି | ଆଗ କାଳରେ କେହି ନିଜର ପ୍ରତିଭା ଲୋକ ଲୋଚନ ସାମ୍ନା କୁ ଆଣି ପାରୁ ନଥିଲେ କିନ୍ତୁ ଏବେକା ସମୟରେ ଅନେକ ରିୟାଲିଟି ସୋ ଦ୍ୱାରା ସମସ୍ତେ ଭାଗ ନେଇ ପାରୁଛନ୍ତି | ସବୁ କଳା ମଧ୍ୟରୁ ସଙ୍ଗୀତ ହେଉଛି ଏପରି ଏକ କଳା ଯାହା ଆମ ମନକୁ ଖୁବ ଶାନ୍ତି ଦେବା ସହିତ ମନରେ ଏକ ଉଲ୍ଲାସ ମଧ୍ୟ ଖେଳାଇ ଥାଏ |

ତେବେ ସିଦ୍ଧାର୍ଥ ଚ୍ୟାନେଲ ରେ ପ୍ରସାରିତ ହେଉ ଥିବା ଓଡ଼ିଶା ର ନୂଆ ସ୍ୱର ରିୟାଲିଟି ସୋ ତ ଆପଣ ନିହାତି ଭାବରେ ଜାଣି ଥିବେ | ଯେଉଁଥିରେ କି ଅନେକ ପ୍ରତିଭା ଆସି ଏହି ସୋ ରେ ଭାଗ ନେଇ ଥାଆନ୍ତି ଆଉ ତାଙ୍କର ସୁନ୍ଦର ଗୀତ ମାଧ୍ୟମ ରେ ଦର୍ଶକ ମାନଙ୍କର ହୃଦୟ କୁ ଜିଣି ଥାଆନ୍ତି | ତେବେ ଏଠାରେ ଜଣେ ପ୍ରତିଭା ଯାହାଙ୍କର ନାଁ ହେଉଛି ସିଦ୍ଧାନ୍ତ ଶତପଥୀ ଆଉ ସେ ଏକ ସୁନ୍ଦର ଗୀତ ଏହି ମଞ୍ଚ ରେ ଉପସ୍ଥାପନ କରିଛନ୍ତି | ସେ ଗାଇ ଥିବା ଗୀତ ଟି ହେଉଛି “ବାମନ ହୋଇ ମୁଁ ଛୁଇଁ ଥିଲି ଜହ୍ନକୁ ” |

ତେବେ ସିଦ୍ଧାନ୍ତ ଏତେ ସୁନ୍ଦର ଭାବରେ ଗୀତ ଟିକୁ ଗାଇ ଥିଲେ ଯେ ସେଠାରେ ଜଜ ଭାବରେ ବସିଥିବା ଅଭିନେତା ହରି ଭାଇ ତାଙ୍କର ପ୍ରଶଂସା କରି କାନ୍ଦି ପକାଇ ଥିଲେ | କାରଣ ତାଙ୍କ ସ୍ୱର ରେ ଯେମିତି ଏକ ଯାଦୁ ଥିଲା ଯାହାକି ସେଠାକାର ମାହଲ ପୁରା ବଦଳାଇ ଦେଇ ଥିଲା | ବର୍ତ୍ତମାନ ସମୟରେ ଏହି ସୁନ୍ଦର ଗୀତ ଟି ସୋସିଆଲ ମିଡ଼ିଆ ରେ ଖୁବ ଭାଇରାଲ ହେଉଛି ଏବଂ ଯିଏ ବି ଦେଖୁଛି ସେ କେବଳ ପ୍ରଶଂସା ହିଁ କରୁଛି |

Leave a Comment