ହଠାତ ରାସ୍ତାରେ ଯାଉ ଯାଉ ଯୁବତୀ ଙ୍କୁ ହେଲା Period, ଆଉ ତା ପରେ ଯାହା ଘଟିଲା… cctv କ୍ୟାମେରାରେ ହେଲା ରେକର୍ଡ…

ଏହି ସୃଷ୍ଟିରେ ସୃଷ୍ଟିକର୍ତ୍ତା ପ୍ରତ୍ୟେକ ମନୁଷ୍ୟକୁ ନିଜର କିଛି ସ୍ବତନ୍ତ୍ର ଗୁଣ ଦେଇଥାନ୍ତି । ଏହି ଧରାପୃଷ୍ଠରେ ସାଧାରଣତଃ 3 ପ୍ରକାରର ମନୁଷ୍ୟ ଦୃଷ୍ଟି ଗୋଚର ହୋଇଥାନ୍ତି । ତେବେ ଭଗବାନ ମନୁଷ୍ୟ ଜାତିକୁ ତିନୋଟି ଶ୍ରେଣୀରେ ବିଭକ୍ତ କରିଛନ୍ତି । ଯଥା ପୁରୁଷ, ନାରୀ ଏବଂ ଟ୍ରାନ୍ସଜେଣ୍ଡର ବୋଲି ଆପଣ ମାନେ ନିଶ୍ଚିତ ଭାବରେ ଜାଣିଥିବେ । ପ୍ରତ୍ୟେକ ଜାତିର ସ୍ବତନ୍ତ୍ର ଗୁଣ ରହିଥିବା ବେଳେ ମଣିଷ ଜାତିର ମଧ୍ୟ ନିଜର ସ୍ବତନ୍ତ୍ର ଗୁଣ ରହିଛି । କିନ୍ତୁ ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଭଗବାନ ମନୁଷ୍ୟ ଜାତି ସ୍ବରୂପ ନାରୀ ମାନଙ୍କୁ କିଛି ବିଶେଷ ଗୁଣର ଅଧିକାରୀ କରିଛନ୍ତି ।

ଭାରତୀୟ ସଂସ୍କୃତି ରେ ନାରୀ ମାନଙ୍କୁ ଦେବୀ ବୋଲି କୁହାଯାଏ।ନାରୀ ମାନଙ୍କୁ ଘରର ଲଷ୍ମୀ ବୋଲି ମଧ୍ୟ କୁହାଯାଏ। ମହିଳା ମାନଙ୍କୁ ସମ୍ମାନ ଦେବା ହେଉଛି ଭାରତୀୟ ସଂସ୍କୃତିର ମୂଳ ମନ୍ତ୍ର।ଆମକୁ ଏହି ସଂସାର କୁ ଆଣିଛନ୍ତି ଆମ ମାଆ, ଆମକୁ ସ୍ନେହ ଓ ମମତା ରେ ବାନ୍ଧି ରଖିବା ପାଇଁ ଜଣେ ଭଉଣୀ ର ଆବଶ୍ୟକ, ସାରା ଜୀବନ ଆମକୁ ପ୍ରେମ ଓ ଭଲ ପାଇବାରେ ବାନ୍ଧି ରଖିବା ସହ ସାରା ଜୀବନ ଆମ ଜୀବନସାଥୀ ହୋଇ ରହିବା ପାଇଁ ସ୍ତ୍ରୀ ର ଆବଶ୍ୟକ,

ଛୋଟ ବେଳେ ରାତିରେ ଶୋଇବା ପୂର୍ବରୁ ଗପ ଶୁଣେଇବା ପାଇଁ ଜେଜେ ମାଆ ର ଆବଶ୍ୟକ।ତେଣୁ ଜଣେ ପୁରୁଷ ର ଜୀବନ ନାରୀ ମାନଙ୍କ ବିନା ଅସମ୍ପୂର୍ଣ୍ଣ।ତେଣୁ ସବୁ ସାଧାରଣ ପୁରୁଷ ମାନଙ୍କ ଦାୟୀତ୍ବ ସ୍ୱରୂପ ଅଟେ ।ତେବେ ଆଜି ଆମେ ଏକ ସେମିତି କାହାଣୀ ଘଟଣା ବିଷୟ ରେ ଜାଣିବା ;


ମହିଳା ମାନଙ୍କ ର ଋତୁସ୍ରାବ ହେବା ଏକ ଶରୀର ଏଇ ସାଧାରଣ ପକ୍ରୀୟା ଅଟେ । ଋତସ୍ରାବ ବା ମାସିକ ଧର୍ମ ସବୁ ନାରୀ ମାନଙ୍କ ର ଶରୀର ର ଗର୍ଭ ଧାରଣ ର କ୍ଷମତା କୁ ସୂଚାଇ ଥାଏ । ଏହି ମେନ୍ସ ବା ପିରିଆଡ ଯେତେବେଳେ ପ୍ରଥମ ଥର ପାଇଁ ହୋଇଥାଏ ତେବେ ଝିଅ ମାନଙ୍କୁ ଖୁବ୍ ଅସୁବିଧା ହୋଇଥାଏ ଓ ଆମ ସମାଜ ରେ ଏହାକୁ ଏକ ଶରୀର ର ଏକ ସାଧାରଣ ବାଓଲୋଜିକଲ ପ୍ରକ୍ରିୟା ଭାବେ ଗ୍ରହଣ ନକରି ଏହାକୁ ଲଜ୍ୟା ଜନକ ଭାବେ ଗ୍ରହଣ କରୁ ଥିବାରୁ ଏହାକୁ ଝିଅ ମାନଙ୍କୁ ଗୋପନୀୟ ରଖିବା ପାଇଁ ପଡ଼ିଥାଏ ।ତେବେ ଏହି ମାସିକ ଧର୍ମ କେତେବେଳେ ପ୍ରଥମ ଥର ପାଇଁ ହେବ ଏହାକୁ କେହି ମଧ୍ୟ ଜାଣି ନାହାନ୍ତି ।


ବର୍ତ୍ତମାନ ଯେଉଁ ଭିଡ଼ିଓଟି ଦେଖିବାକୁ ମିଳିଛି ସେହି ଭିଡ଼ିଓରେ ମଧ୍ୟ ସେମିତି କିଛି ଦେଖିବାକୁ ମିଳିଛି | ଏଠାରେ ଗୋଟିଏ ଅଟୋରେ ବସି ଝିଅ ଜଣଙ୍କ ଯାଉଥିଲେ ଆଉ ରାସ୍ତାରେ ସେ ଝିଅ ଜଣଙ୍କର ପିରିୟଡ଼ସ ହେବା କାରଣରୁ ଡ୍ରେସରେ ବ୍ଲଡ଼ ଲାଗି ଯାଇଥିଲା, ଆଉ ଝିଅଟି ପାଖରେ କିଛି ଉପାୟ ମଧ୍ୟ ନଥିଲା । ସେତିକି ବେଳେ ରାସ୍ତାରେ ଅଟୋ ଵାଲା ଜଣଙ୍କ ଅଲ୍ହାଇ ଝିଅଟିର ଫୋଟ ଉଠାଉଥିବା ବେଳେ ପୋଲିସ ସାମ୍ନାରେ ତାହା ପଡ଼ିଥିଲା | ପୋଲିସ ଜଣଙ୍କ ସେଠାକୁ ଯାଇ ଝିଅ ଜଣଙ୍କର ସେହିଭଳି ପରିସ୍ଥିତିରେ ରକ୍ଷା କରିବାକୁ ଚେଷ୍ଟା କରିଥିଲେ |

ଏହାପରେ ସେହି ବାଟରେ ବୃଦ୍ଧ ଜଣଙ୍କ ଝିଅଟିର ଏହି ଭଳି ଅବସ୍ଥା ଦେଖି ନିଜେ ପିନ୍ଧିଥିବା ଧୋତିକୁ ଖୋଲି ଝିଅଟିକୁ ପିନ୍ଧାଇ ଦେଇଥିଲା |ଆଉ ଠିକ ସେତିକି ବେଳେ କାର ରେ ଯାଉଥିବା ଝିଅ ଜଣଙ୍କ ସେହି ଝିଅ କୁ ପେଡ ପିନ୍ଧିବା କୁ ଦେଖିଥିଲେ ଆଉ କାର ରେ ନେଇ ତାଙ୍କୁ ଘରେ ଛାଡି ଦେଇଥିଲେ | ଯାହା ବର୍ତ୍ତମାନ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment