ବର୍ତ୍ତମାନ ପ୍ରତିଦିନ ସମାଜରେ କିଛି ନା କିଛି ଘଟଣା ଓ ଦୁର୍ଘଟଣା ଦେଖିବା ପାଇଁ ମିଳୁଛି। ଯାହାକି ଶୁଣିବା ମାତ୍ରେ ବହୁତ କଷ୍ଟ ଲାଗି ଥାଏ। କେତେବେଳେ ଯେ କଣ ଘଟିବ ତାହା କେହି ହେଲେ ବି କହି ପାରିବେ ନାହିଁ। ବେଳେ ଆପଣ ମାନେ ଦେଖିଥିବେ କେତେବେଳେ ବସ ଓ ଅନ୍ୟାନ୍ୟ ଯାତ୍ରୀ ବାହୀ ଗାଡି ସବୁ ଦୁର୍ଘଟଣା ଘଟୁଛି। ଦୁର୍ଘଟଣା ଘଟିବା ଫଳରେ ଅନେକ ଲୋକ ମାନେ ମୃତ୍ୟୁ ବରଣ ମଧ୍ୟ କରିଛନ୍ତି ଓ ଆଉ କିଛି ଲୋକ ମାନେ ଗୁରୁତ୍ବର ଆହତ ମଧ୍ୟ ହୋଇ ଥାଆନ୍ତି।
ବର୍ତ୍ତମାନ ପ୍ରତିଦିନ ସମାଜରେ କିଛି ନା କିଛି ଘଟଣା ଓ ଦୁର୍ଘଟଣା ବିଷୟରେ ଦେଖିବାକୁ ମିଳୁଛି। ଜନ୍ମରୁ ମୃତ୍ୟୁ ପର୍ଯ୍ୟନ୍ତ ମନୁଷ୍ୟକୁ ଭିନ୍ନ ଭିନ୍ନ ସମସ୍ୟା ଦେଇ ଗତି କରିବାକୁ ପଡିଥାଏ। ସେହି ସମସ୍ୟାକୁ ସମଧାନ କରି ମନୁଷ୍ୟକୁ ଆଗକୁ ବଢ଼ି ବାକୁ ପଡିଥାଏ। ନିଜର ଅସାବଧାନତା ଗୁଣ ଯୋଗୁ ଏଭଳି କିଛି ଘଟଣା ଘଟି ଥାଏ।
ଯାହାକୁ ଦେଖିବା ମାତ୍ରେ ବହୁତ ଦୁଃଖ ଓ କଷ୍ଟ ଲାଗିଥାଏ। ଯଦି ଆୟୁଷ ଥାଏ, ତା’ହେଲେ ସ୍ୱୟଂ ଭଗବାନ ଚାହିଁଲେ ବି ମୃତ୍ୟୁ ହୋଇ ପାରିବ ନାହିଁ। କାର୍ଯ୍ୟ କରୁଥିବା ବେଳେ ଅନ୍ୟ ମନସ୍କ ରହିବା ଉଚିତ ନୁହେଁ। ସବୁବେଳେ ସାବଧାନର ସହ କାର୍ଯ୍ୟ କରିବା ଉଚିତ ଅଟେ। ଏଭଳି ଘଟଣା ଟିଭି, ସମ୍ବାଦ ଓ ପତ୍ର ପତ୍ରିକାରେ ଦେଖିବାକୁ ମିଳିଥାଏ।
ତେବେ ବର୍ତ୍ତମାନ ସମୟରେ ଏଭଳି ଘଟଣା ଦେଖିବା ପାଇଁ ମିଳିଛି, ଆମେ ଆପଣ ମାନଙ୍କୁ ଏହି ଘଟଣା ବିଷୟରେ ଜଣାଇବୁ, ଯାହାକି ଆପଣ ମାନେ ଶୁଣିଲେ ଆଶ୍ଚର୍ଯ୍ୟ ଚକିତ ହୋଇ ଯିବା ସଙ୍ଗେ ସଙ୍ଗେ ଦୁଃଖ ଅନୁଭବ କରିବେ। ତେବେ ଘଟଣାଟି ହେଉଛି, ଜଣେ ଯୁବକ ଚଳନ୍ତା ଟ୍ରେନକୁ ଚଢୁ ଥିବା ସମୟରେ ଖସି ପଡ଼ିଥିଲେ ଓ ତାଙ୍କୁ ଦେଖି ସେଠାରେ ଥିବା RPF କନେଷ୍ଟବଳ ଉଦ୍ଧାର କରିଛନ୍ତି ବୋଲି ସୂଚନା ମିଳୁଛି। ଏହି ଘଟଣାଟି ସୋସିଆଲ ମିଡିଆରେ ଖୁବ ଜୋରରେ ଭାଇରଲ ହେବାରେ ଲାଗିଛି। ତେବେ ଆସନ୍ତୁ ସମ୍ପୂର୍ଣ ଖବର ଉପରେ ନଜର ପକାଇବା ;
ତେବେ ଘଟଣାଟି କିଛି ଏହିପରି ଥିଲା କି ,ଟ୍ରେନ ଟି ଛିଡା ହେବା ପାଇଁ ଧୀର ଗତିରେ ଯାଉଥିବା ବେଳେ ଯୁବକ ଜଣଙ୍କ ଟ୍ରେନ କୁ ଚଢ଼ିବାକୁ ଚେଷ୍ଟା କରିଥିଲେ। ତେବେ ବ୍ୟକ୍ତି ଜଣଙ୍କ ଦୌଡି ଦୌଡି ଟ୍ରେନ କୁ ଧରିବା କୁ ଚେଷ୍ଟା କରୁଥିଲେ, ମାତ୍ର ଏହି ସମୟ ରେ ସେ ଟ୍ରେନ ରୁ ତଳକୁ ଖସିଗଲେ l ତେବେ ଏହି ଘଟଣାଟିକୁ ଦେଖି ସେଠାକାର RPF ପୋଲିସ କନେଷ୍ଟବଳ ଘଟଣା ସ୍ଥଳରେ ପହଁଛି, ଖୁବ ଶୀଘ୍ର ତାଙ୍କୁ ଉଦ୍ଧାର କରିଥିଲେ। ଭଗବାନଙ୍କ କୃପାରୁ ସେ ସୁସ୍ଥ ଅଛନ୍ତି ବୋଲି ଜଣା ପଡ଼ିଛି।
ଏହି ଘଟଣାଟି ସେଠାରେ ଥିବା ସିସିଟିଭି ଫୁଟେଜରେ କଏଦ ହୋଇଥିଲା। ସେଠାକାର ଲୋକ ମାନେ ପୋଲିସ କନେଷ୍ଟବଳଙ୍କୁ ବହୁତ ପ୍ରଶଂସା କରିବା ସହିତ ତାଙ୍କ ଉପରେ ବହୁତ ଖୁସି ମଧ୍ୟ ହୋଇଛନ୍ତି। ପୋଲିସ ଡିପାର୍ଟମେଣ୍ଟ ମଧ୍ୟ ତାଙ୍କ ପାଇଁ ବହୁତ ଖୁସି ହବା ସଙ୍ଗେ ସଙ୍ଗେ ଗର୍ବ ଅନୁଭବ କରିଛନ୍ତି। ବର୍ତ୍ତମାନ ଏହି ଭିଡିଓଟି ସୋସିଆଲ ମିଡିଆରେ ଖୁବ ଜୋରରେ ନିଆଁ ଭଳି ଭାଇରଲ ହେବାରେ ଲାଗିଛି। ଏହି ଘଟଣାଟି ଚର୍ଚ୍ଚାର ବିଷୟ ପାଲଟି ଯାଇଛି।