ପ୍ରଥମଥର ଷ୍ଟୁଡିଓ ରେ ରୋମାଣ୍ଟିକ ଗୀତ ଗାଇଲେ ଅଭିନେତ୍ରୀ ଶିବାନି ( Shivani )… ସୋସିଆଲ ମିଡିଆରେ ନିଆଁ ଭଳି ଭାଇରାଲ

ତେବେ ଆପଣ ମାନେ ସମସ୍ତେ ଜାଣିଛନ୍ତି ଓଡ଼ିଶାର ଓଡ଼ିଆ ସିନେମା ଜଗତର କିଛି ଲୋକପ୍ରିୟ ଅଭିନେତ୍ରୀ ମାନଙ୍କ ଭିତରୁ ଜଣେ ଜଣାଶୁଣା ଅଭିନେତ୍ରୀ ଭାବରେ ସେ ଏବେ ବେଶ୍ ପରିଚିତ ଅଟନ୍ତି। ସେ ଜଣେ ଶିଶୁ କଳାକାର ଭାବେ ଅନେକ ସିନେମା ଜଗତରେ ଅଭିନୟ କରି ସମସ୍ତଙ୍କର ହୃଦୟକୁ ଛୁଇଁ ପାରିଛି। ତେବେ ଓଡ଼ିଆ ସିନେମା ଜଗତର ଜଣେ ନବାଗତା ଜଣାଶୁଣା ଆଗ ଧାଡିର ଲୋକପ୍ରିୟ ଅଭିନେତ୍ରୀ ,ଆଉ ସେ ହେଉଛନ୍ତି ଶିବାନୀ ସଙ୍ଗୀତା।

ଶିବାନୀ ଙ୍କୁ ଆପଣମାନେ ସମସ୍ତେ ଜାଣିଥିବେ। ସେ ଜଣେ ଭଲ ହିରୋଇନ୍। ଆଉ ସେ ଖାଲି ଫିଲ୍ମ କରିବାର ଆପଣ ଦେଖିଥିବେ। ତେବେ ଆପଣ ମାନେ ଜାଣିଥିବେ ଯେ, ଆଗରୁ ହିରୋ ମାନେ ଗୀତ ଗାଇ ବେଶ୍ ନାଁ କମେଇଛନ୍ତି। ଆଉ ଏବେ ଅଭିନେତ୍ରୀ ଶିବାନୀ ସଙ୍ଗୀତା ଗୀତ ଗାଇ ସେ ନିଜେ ବେଶ୍ ଖୁସି ଅଛନ୍ତି।


ବର୍ତ୍ତମାନ ପ୍ରଥମ ଥର ପାଇଁ ଏକ ରୋମାଣ୍ଟିକ ଗୀତ ଗାଇ ଚର୍ଚ୍ଚା କୁ ଆସିଛନ୍ତି ଓଲିଉଡ୍ ଅଭିନେତ୍ରୀ ଶିବାନୀ ସଙ୍ଗୀତା। ଆଉ ଏହି ଗୀତକୁ ସଜାଇଛନ୍ତି ସଙ୍ଗୀତ ନିର୍ଦ୍ଦେଶକ ପ୍ରେମାନନ୍ଦ। ଶିବାନୀ ଭଲ ଗୀତ ଗାଉଥିବା ଶୁଣି ପ୍ରେମାନନ୍ଦ ତାଙ୍କୁ ଗୀତ ଗାଇବାକୁ ସୁଯୋଗ ଦେଇଥିବା ଜଣା ପଡ଼ିଛି।

ତେବେ ଅଭିନେତ୍ରୀ ଶିବାନୀ ଅନେକ ସମୟରେ କିପରି ତାଙ୍କର ସୁନ୍ଦର ସୁନ୍ଦର ମୁହୂର୍ତ୍ତ ସବୁକୁ ପ୍ରଶଂସକ ମାନଙ୍କ ପାଇଁ ସୋସିଆଲ ମିଡିଆରେ ପୋଷ୍ଟ କରିଥାନ୍ତି ଏବଂ ଦର୍ଶକ ମାନଙ୍କର ପ୍ରତିକ୍ରିୟା ର ଉତ୍ତର ଦେଇଥାନ୍ତି ତାହା ଆପଣମାନେ ଦେଖିଥିବେ। ଯାହା ତାଙ୍କ ଫ୍ୟାନ୍ ମାନଙ୍କୁ ବି ଖୁସି କରାଇଥାଏ। ଦୀର୍ଘ ଦିନ ଧରି ହେବ ନିଜର ଅଭିନୟର ପାରଦର୍ଶିତା ରେ ଦର୍ଶକଙ୍କୁ ଏକ ଭିନ୍ନ ଅନ୍ଦାଜ ରେ ମନୋରଞ୍ଜନ ର ସୁରାକ ଯୋଗାଇ ଆସୁଛନ୍ତି ଏହି ଅଭିନେତ୍ରୀ ଜଣକ।

ଶିବାନୀ ଭାରି ନିଆରା ଅଭିନୟ କରି ସମସ୍ତଙ୍କୁ ଖୁସି କରିଥାଏ।ତେବେ ସେ ବ୍ୟକ୍ତିଗତ ଜୀବନରେ ବହୁତ ଭଲ ଆପଣମାନେ ଜାଣିଥିବେ ସେଲିବ୍ରେଟି ମାନେ ଅନେକ ସମୟରେ ତାଙ୍କର ପ୍ରଶଂସକ ମାନଙ୍କ ପାଇଁ ଅନେକ କିଛି ବାର୍ତ୍ତା ଦେଇଥାନ୍ତି। ବେଳେବେଳେ ଲାଇଭ୍ ଭିଡିଓ ଆସି ମଧ୍ୟ ସେମାନଙ୍କର ଫ୍ୟାନ୍ ମାନଙ୍କ ସହିତ ସମୟ ଅତିବାହିତ କରିଥାନ୍ତି। କାରଣ ସେମାନେ ଫ୍ୟାନ ଓ ଦର୍ଶକ ମାନଙ୍କ ପାଇଁ ହିଁ ଆଜି ଏ ପର୍ଯ୍ୟନ୍ତ ଆସି ପାରିଛନ୍ତି। ତେବେ ତାଙ୍କର ଅଗଣିତ ପ୍ରଶଂସକ ମାନେ ତାଙ୍କୁ ବହୁତ ଭଲ ପାଆନ୍ତି। ସୋସିଆଲ ମିଡିଆରେ ବେଶ୍ ସକ୍ରିୟ ରହିବା ସହିତ ସେଠାରେ ସେ ତାଙ୍କର ଅବକାଶ ସମୟ ଅତିବାହିତ କରୁ ଥିବାର ଦେଖିବାକୁ ମିଳିଥାଏ।


ତେବେ ଏହି ଅଭିନେତ୍ରୀ ଜଣଙ୍କ ଅନେକ ସମୟରେ ତାଙ୍କର ପ୍ରଶଂସକ ମାନଙ୍କ ର ନିକଟତର ହୋଇଥାନ୍ତି ସୋସିଆଲ ମିଡ଼ିଆ ଜରିଆରେ।ତେବେ ତାଙ୍କର ଗୀତ ଗାଇବାର କଳା ଏବେ ସାମ୍ନାକୁ ଆସିଛି। ଯାହାକୁ ହୁଏତ ଅନେକ ଜାଣି ନଥିବେ। ଏଥିପାଇଁ ତାଙ୍କୁ ଏକ ସୁନ୍ଦର୍ ରୋମାଣ୍ଟିକ ଗୀତ ଗାଇବା ପାଇଁ ସୁଯୋଗ ମିଳିବାରୁ ସେ ଏହି ଗୀତକୁ ବେଶ୍ ସୁନ୍ଦର୍ ଭାବରେ ଗାଇଛନ୍ତି।ଆପଣମାନେ ଯଦି ତାଙ୍କର ଏହି ଗୀତକୁ ଶୁଣିବେ ତେବେ ନିଶ୍ଚିତ ଭାବରେ ଆପଣ ଶିବାନୀ ଙ୍କ ଗାୟୀକିର ଏହି ପ୍ରତିଭାକୁ ପ୍ରଶଂସା କରିବେ।

Leave a Comment