OMG ! ଦେଖନ୍ତୁ Shocking ଭିଡ଼ିଓ – ହାଟାତ୍ ରୂପାଙ୍କର କଣ ହେଲା ! ଦେଖନ୍ତୁ କେମିତି ଖୁସି ମା ତାଙ୍କୁ ଜାବୁଡି ଧରି କାନ୍ଦୁଛନ୍ତି ଆଉ କହୁଛନ୍ତି… ମା ତୁମର କିଛି ହବନି

ସୋସିଆଲ ମିଡ଼ିଆ ରେ ଅନେକ ଫେମସ ୟୁଟ୍ୟୁବର ଅଛନ୍ତି ଆଉ ସେଥି ମଧ୍ୟରୁ ରୂପା ପିଣ୍ଟୁ ହେଉଛନ୍ତି ଏକ ଖୁବ ସୁନ୍ଦର ଯୋଡ଼ି | ଏହି ଯୋଡ଼ି ସବୁବେଳେ ଦର୍ଶକ, ପ୍ରସଂଶକ ମାନଙ୍କ ସହିତ ତାଙ୍କର ଅନେକ ସୁନ୍ଦର୍ ମୁହୂର୍ତ୍ତ ସବୁକୁ ସେୟାର କରିଥାନ୍ତି | ଲୋକେ ସେମାନଙ୍କୁ ବହୁତ୍ ଭଲ ପାଆନ୍ତି ଏବଂ ସେମାନଙ୍କୁ ଅନୁସରଣ ବି କରନ୍ତି, ଏହି ସୁନ୍ଦର୍ ଯୋଡି ପାଇଁ ଏବେ ଅନେକ ଦର୍ଶକ ପାଗଳପ୍ରାୟ ଅଟନ୍ତି | ସେମାନେ ସେମାନଙ୍କ ଡ୍ୟାନ୍ସ ଏବଂ ଭଲପାଇବା ର ଯାଦୁରେ ଲୋକଙ୍କୁ କିମିଆ କରି ରଖିଛନ୍ତି | ଅନେକ ସମୟରେ ସେମାନେ ତାଙ୍କର ଡାନ୍ସ ସାଙ୍ଗକୁ ସୁନ୍ଦରତା ଏବଂ ଆକର୍ଷଣୀୟ ଲୁକ୍ସ ପାଇଁ ଦର୍ଶକଙ୍କୁ ଆକର୍ଷିତ କରିଥାନ୍ତି |

ସେମାନେ ଦେଖିବାକୁ ଯେମିତି ସୁନ୍ଦର୍ ତାଙ୍କର ବ୍ଯବହାର ମଧ୍ଯ ସେମିତି ସୁନ୍ଦର, ନିଜର ସୁନ୍ଦର୍ ବ୍ୟକ୍ତିତ୍ଵ ସାଙ୍ଗକୁ ସୁନ୍ଦର୍ ଡାନ୍ସ ଦେଖାଇ ମ୍ୟୂଜିକ୍ ଭିଡିଓ ଜରିଆରେ ଲୋକ ମାନଙ୍କ ଭିତରେ ସେମାନଙ୍କର ମନରେ ଏକ ସ୍ବତନ୍ତ୍ର ସ୍ଥାନ ଅଧିକାର କରି ପାରିଛନ୍ତି ଏବଂ ବେଶ୍ ଲୋକପ୍ରିୟ ମଧ୍ଯ ହୋଇ ପାରିଛନ୍ତି ରୂପା ଏବଂ ପିଣ୍ଟୁ | ସେମାନେ ଅନେକ ସମୟରେ ବ୍ଲଗ ଭିଡିଓ ମାଧ୍ଯମରେ ଲୋକଙ୍କ ସହିତ ତାଙ୍କର ସୁନ୍ଦର୍ ମୁହୂର୍ତ୍ତ ସବୁକୁ ସେୟାର କରିଥାନ୍ତି, ତେବେ ପୁଣି ସେଭଳି ଏକ ସୁନ୍ଦର ଭିଡ଼ିଓ ନଜର କୁ ଆସିଛି |

ଏହି ଭିଡ଼ିଓ ଟିରେ ପ୍ରଥମେ ଦେଖିବା ପାଇଁ ମିଳିଛି କି ଏହି ଗରମ ଦିନରେ ପିଣ୍ଟୁ ଓ ରୂପା ମିଶିକି କେମିତି ପଖାଳ ଖାଉଛନ୍ତି ଆଉ ଏହାପରେ ପିଣ୍ଟୁ ଙ୍କର ବୋଉ କୋଉ ମାଛ କାଟିଲା ବେଳେ ସେହି ଦୃଶ୍ୟ କୁ ଯାଇ ଦେଖାଇଛନ୍ତି | ଏହାପରେ ସକାଳୁ ସକାଳୁ ଉଠି ଖୁସି ମା ଙ୍କର ଜେଜେମା ତାଙ୍କୁ ସ୍କୁଲ ପାଇଁ ବାହାର କରୁଛନ୍ତି କିନ୍ତୁ ଖୁସି ମା ସ୍କୁଲ ନ ବାହାରି ଦୁଷ୍ଟାମୀ କରୁ ଥିବାର ଦେଖିବା ପାଇଁ ମିଳୁଛି | ଏହାପରେ ଖୁସି ମା ସ୍କୁଲ ଚାଲି ଯାଉଛନ୍ତି କିନ୍ତୁ ଖରାଦିନ ପାଇଁ ଖୁସି ମା ଙ୍କର ସ୍କୁଲ ଛୁଟି ରହିଛି ତେଣୁ ସେ ପୁଣି ଥରେ ଘରକୁ ଫେରି ଆସୁଛନ୍ତି | ଆସି ଦେଖୁଛନ୍ତି କି ତାଙ୍କ ମା ଅର୍ଥାତ ରୂପା ଙ୍କର ଦେହ ବହୁତ ଖରାପ, ରୂପା ଙ୍କୁ ଏତେ ଜୋର ରେ ଥଣ୍ଡା ଜ୍ଵର ହୋଇ ଯାଇଛି କି ସେ ବିଛଣା ରୁ ଉଠି ମଧ୍ୟ ପାରୁ ନାହାଁନ୍ତି |

ଏହାପରେ ପିଣ୍ଟୁ ଙ୍କର ପୁରୁଣା ଘର ଭାଙ୍ଗି ଦେଇ ଥିବାରୁ ତାଙ୍କ ଗାଈ ପାଇଁ ଗୁହାଳ କେଉଁଠି ରହିଛି ତାହା ସେ ଦେଖାଇଛନ୍ତି | ଏହା ସହିତ ତାଙ୍କର ରୋଷେଇ ପାଇଁ ଚୁଲି କେଉଁଠାରେ ପ୍ରସ୍ତୁତ ହୋଇଛି ତାହାକୁ ମଧ୍ୟ ଦେଖାଇଛନ୍ତି | ତେବେ ତାଙ୍କର ଏଭଳି କିଛି ସୁନ୍ଦର ଦୃଶ୍ୟ କୁ ପିଣ୍ଟୁ ଭିଡ଼ିଓ ମାଧ୍ୟମ ରେ ଦେଖାଇଛନ୍ତି ଆଉ ତାହାକୁ ନିଜ ଆକାଉଣ୍ଟ ରେ ପୋଷ୍ଟ କରିଛନ୍ତି | ଯାହାକୁ ଦେଖି ତାଙ୍କର ଅନେକ ଦର୍ଶକ କମେଣ୍ଟ ରେ କାମନା କରିଛନ୍ତି କି ରୂପା ଙ୍କର ଦେହ ଯେମିତି ଖୁବ ଜଲଦି ସୁସ୍ଥ ହୋଇ ଯାଉ ଏହା ସହିତ ଭିଡ଼ିଓ ଟିକୁ ଖୁବ ପସନ୍ଦ ମଧ୍ୟ କରିଛନ୍ତି |

Leave a Comment