ଭାଇରାଲ ହେଉଥିବା ଅନେକ ପ୍ରକାରର ଭିଡ଼ିଓ ମାନ ଆପଣ ମାନେ ଦେଖିବାକୁ ପାଉଥିବେ ପ୍ରତେକ ଦିନ । ତେବେ ଯେତେବେଳେ ଗୀତ ଆଉ ନାଚ ର କଥା ଉଠେ ସେତେବେଳେ ସେହି ସବୁ ଭିଡ଼ିଓ ଗୁଡିକୁ ବାରମ୍ବାର ଦେଖିବା ପାଇଁ ଆମର ଇଚ୍ଛା ବଢିଥାଏ ଆଉ ଦେଖିବା ପାଇଁ ଆମେ ମନ ବଳେଇ ଥାଉ ।
ତେବେ ସେହି ଭଳି ଏକ ଜବରଦସ୍ତ ମଜା ମସ୍ତି କରୁଥିବାର ଭିଡ଼ିଓ ଟି ବର୍ତ୍ତମାନ ଭାଇରାଲ ହେବାରେ ଲାଗିଛି, ଯାହାକୁ ଦେଖିଲେ ଆମକୁ ମଧ୍ୟ ନାଚିବାକୁ ଏବଂ ଝୁମିବାକୁ ଇଛା ହେବ ବୋଲି କୁହାଯାଉଛି। ତେବେ ଆପଣ ମାନେ ଜାଣିଥିବେ ଆମ ହିନ୍ଦୁ ପରମ୍ପରା ଅନୁଯାୟୀ ୧୨ ମାସରେ ୧୩ ପର୍ବ ପାଳନ କରାଯାଏ। ତେଣୁ ଆମ ଓଡ଼ିଶା ରେ ବିଭିନ୍ନ ପ୍ରକାରର ପର୍ବ ପର୍ବାଣୀ ପାଳିତ ହୋଇଥାଏ।
ଖାଲି ଓଡିଶା ନୁହେଁ ବରଂ ପୁରା ଭାରତ ବର୍ଷରେ ବିଭିନ୍ନ ସ୍ଥାନରେ ପାଳନ ହୋଇଥାଏ। ଯାହାକୁ ଲୋକମାନେ ରାଗ, ଋଷ, ଅଭିମାନ ସମସ୍ତ ଭୁଲି ଆନନ୍ଦ ଉଲ୍ଲାସର ସହିତ ପାଳନ କରିଥାନ୍ତି। ଏହା କରିବା ଦ୍ୱାରା ଭାଇଚାରା ବଢ଼ିଥାଏ।ତେବେ ଏହି ୧୩ ପର୍ବ ମଧ୍ୟରୁ ରଙ୍ଗର ପର୍ବ, ଯାହାକୁ ଆମେ ହୋଲି ପର୍ବ ବୋଲି କହିଥାଉ। ଆଉ ହୋଲି ପର୍ବ କୁ ଭାରତର ବିଭିନ୍ନ ସ୍ଥାନରେ ବହୁତ ମଜା ମସ୍ତି ର ସହିତ ପାଳନ କରୁଥିବାର ଆପଣ ମାନେ ଦେଖିବାକୁ ପାଉଥିବେ।
କାହିଁକିନା ଏହି ପର୍ବ ବର୍ଷକରେ ଥରେ ଆସିଥାଏ। ତେବେ ବର୍ତ୍ତମାନ ଯେଉଁ ଭିଡ଼ିଓ ଟି ଭାଇରାଲ ହେବାରେ ଲାଗିଛି ସେ ଭିଡ଼ିଓ ଟି ହୋଲି ପର୍ବ ର ବୋଲି କୁହାଯାଇଥାଏ ।ଆଉ ଯେଉଁଠି ଦେଖିବାକୁ ମିଳିଥାଏ କି ହୋଲି ପର୍ବ ରେ ପୁରୁଷ ମହିଳା କେହି ବି ଉଚ୍ଚ ନୀଚ ବାଦ ଓ ବିବାଦ କୁ ମନେ ରଖନ୍ତୁ ନାହିଁ ଆଉ ଖୁସି ମନରେ ପାଳନ କରିଥାନ୍ତି ।
ତେବେ ବର୍ତ୍ତମାନ ଯେଉଁ ଭିଡ଼ିଓ ଟି ଭାଇରାଲ ହେବାରେ ଲାଗିଛି ସେଥିରେ ମଧ୍ୟ ସେହି ଭଳି କିଛି ଦୃଶ୍ୟ ଦେଖିବାକୁ ମିଳିଛି ଆଉ ଯେଉଁଠି ଦେଖିବାକୁ ମିଳିଛି କେଉଁ ଭଳି ଭାବରେ ଦିଓର ଓ ଭାଉଜ ମିଶି ହୋଲି ଖେଳୁଛନ୍ତି। ତେବେ ଭାଇରାଲ ହେଉଥିବା ଭିଡ଼ିଓ ଟିରେ ଦେଖିବାକୁ ମିଳିଛି କେଉଁଭଳି ଭାବରେ ଦିଅର ଜଣଙ୍କ ତାଙ୍କର ଭାଉଜ ଙ୍କୁ ପ୍ରଥମେ ରଙ୍ଗ ଲଗାଇଥିଲେ ଆଉ ତାହା ପରେ ଭାଉଜ ଓ ଆଉ କିଛି ଜଣ ମିଶିକି ପ୍ରଥମେ ଦିଅର ଜଣଙ୍କ ଉପରକୁ ପାଣି ଢାଳି ଭିଜାଇ ଦେଇଥିଲେ । ଆଉ ତାହା ପରେ ତାଙ୍କର ଦେହ ରେ ରଙ୍ଗ କୁ ଢାଳି ପୁରା ପୁରି ରଙ୍ଗୁଲି ବନେଇ ଦେଇଥିଲେ ଆଉ ମଜା ମଧ୍ୟ କରୁଥିଲେ । ଯାହା ବର୍ତ୍ତମାନ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି ।