NEW TWIST – ସାମନ୍ନାକୁ ଆସିଲା ସତ୍ୟତା ହ୍ୟୁମାନ ସାଗର ଗାଇଥିବା ଗୀତ “ଜାନୁ ତୁମେ ଚମକୁଛ” ଏହି ଝିଅ ପାଇଁ ଗାଇଥିଲେ ଦେଖନ୍ତୁ VIDEO କେମିତି ଥିଲା

ଆପଣ ମାନେ ସବୁବେଳେ ସୋସିଆଲ ମିଡ଼ିଆରେ ଅନେକ ପ୍ରକାରର ଭିଡ଼ିଓ ମାନ ଭାଇରାଲ ହେଉଥିବାର ଶୁଣିବାକୁ ପାଉଥିବେ । ତେବେ ଅନେକ ସମୟରେ ର ଅଭିନେତା ଅଭିନେତ୍ରୀ ଙ୍କୁ ନେଇକ ହେଉ ଵା ସିଙ୍ଗର ମାନଙ୍କୁ ନେଇକି ହେଉ ଅନେକ କିଛି କଥା ଭାଇରଲ ହେଉଥିବାର ଶୁଣିବାକୁ ମିଳିଥାଏ । ତେବେ ବର୍ତ୍ତମାନ ଏକ ଘଟଣା ଭାଇରାଲ ହେଉଥିବାର ଆପଣମାନେ ଜାଣିଥିବେ ଆଉ ତାହା ହେଉଛି ଓଲିଉଡ ର ସୁନାମ ଧନ୍ୟା କଣ୍ଠ ଶିଳ୍ପୀ ହ୍ୟୁମାନ ସାଗର ଙ୍କ ନାଁ ରେ ଚାଲିଛି ବିବାଦ । ଆଉ ଯାହା ଜଣା ପଡିଛି ଏହି ଘଟଣା ଟି ପାରିବାରିକ ବିବାଦ କୁ ନେଇକି ସୃଷ୍ଟି ହୋଇଛି, ଆଉ ହ୍ୟୁମାନ ସାଗର ଙ୍କର ସ୍ତ୍ରୀ କରିଛନ୍ତି ଅଭିଯୋଗ ।ତାହେଲେ ଭାଇରାଲ ହେଉଥିବା ସମ୍ପୂର୍ଣ୍ଣ ଭିଡ଼ିଓ ଉପରେ ନଜର ପକାଇବା ।

ଆଉ ହ୍ୟୁମାନ ସାଗର ଙ୍କ ନାଁ ରେ ଅଭିଯୋଗ କରିଛନ୍ତି ତାଙ୍କର ପତ୍ନୀ । ତେବେ ପାରିବାରିକ ବିବାଦ କୁ ନେଇକି ଏହିଭଳି ଏକ ପରିସ୍ଥିତି ସୃଷ୍ଟି ହୋଇଛି ବୋଲି ମଧ୍ୟ କୁହାଯାଉଛି । ଆଉ ଯାହା ଦେଖିବାକୁ ମିଳିଛି କି ହ୍ୟୁମାନ ସାଗର ତାଙ୍କର ପତ୍ନୀ ଙ୍କୁ ଶାରୀରିକ ଓ ମାନସିକ ନିର୍ଯାତନା ଦେଉଥିଲେ । ତେବେ ବଲାଙ୍ଗୀରି ଘର ହୋଇଥିଲେ ମଧ୍ୟ ସ୍ତ୍ରୀ ଙ୍କ ସହିତ ହ୍ୟୁମାନ କଟକ ରେ ରହୁଥିଲେ, କିନ୍ତୁ ହ୍ୟୁମାନ ଙ୍କର ଏହିଭଳି କାମ ଯୋଗୁଁ ତାଙ୍କର ସ୍ତ୍ରୀ ବାଲେଶ୍ୱର ରେ ବାପ ଘରେ ରହୁଥିଲେ । ଆଉ ହ୍ୟୁମାନ ସାଗର ଙ୍କର କିଛି ପରିବର୍ତ୍ତନ ନ ଆସିବାରୁ ସେ କଟକ ଡିସିପି ପିନାକୀ ମିଶ୍ର ଙ୍କ ପାଖରେ ଅଭିଯୋଗ କରିଥିଲେ ।

ତେବେ ଏହାକୁ ନେଇ ବର୍ତ୍ତମାନ ଭୁବନେଶ୍ୱର ର ସମାଜସେବୀ ଦୀପ୍ତିରେଖା ନିଜର ମତ ଦେଇଛନ୍ତି , ତେବେ ସେ କହିଛନ୍ତି କି ଆଜି କାଲି ଝିଅ ଙ୍କ ର ଗୋଟିଏ ଅଭ୍ୟାସ ହୋଇଗଲାଣି କି ଯଦି ସ୍ୱାମୀ କିମ୍ବା ବୟଫ୍ରେଣ୍ଡ ଟିକେ ସମୟ ନଦେଲେ ତାଙ୍କ ନାମ ରେ ଗୁଡାଏ ମିଛ କଥା କହି ତାଙ୍କ ନାମ ରେ ଥାନା ରେ ଅଭିଯୋଗ କରି ଡ୍ରାମା କରିବାର।

ଶ୍ରୀୟା ନିଜେ ହ୍ୟୁମାନ ଙ୍କୁ ଭଲ ପାଇ ବିବାହ କରିଥିଲେ।ତେବେ ବିବାହ ପରେ ୮ ବର୍ଷ ହେଲା ସାଙ୍ଗ ରେ ରହୁଥିଲେ ଆଉ ତାଙ୍କର ଗୋଟିଏ ପୁଅ ଟିଏ ବି ଅଛି। ତେବେ ଏବେ କଣ ପାଇଁ ହ୍ୟୁମାନ ସେହିପରି କରିବେ।ଶ୍ରୀୟା ର ବାପା କହିଛନ୍ତି କି ତାଙ୍କୁ ଅଧିକ ଯୌତୁକ କଥା ମାଗୁଛନ୍ତି , କିନ୍ତୁ ସମାଜ ସେବୀ କହିଛନ୍ତି କି ବିବାହ ବେଳେ ଆପଣ ତ ସବୁ କିଛି ତାଙ୍କୁ ଦେଇଥିଲେ ତେବେ ସେ କଣ ପାଇଁ ଏମିତି କରିବେ।

ଆଉ ବର୍ତ୍ତମାନ ହ୍ୟୁମାନ ସାଗର ଜଣେ ଭଲ ସିଙ୍ଗର ଓ ତାଙ୍କର ଭଲ ଇନକମ ରହିଛି ସେ କାହିଁକି ଏହିପରି ଟଙ୍କା ପଇସା ମାଗିବେ। ତେବେ ସେ କହିଛନ୍ତି କି, ମୁଁ ଯାହା ସବୁ ନିୟୁଜ ରୁ ଦେଖିଲି ସେଇଥି ରେ ତାଙ୍କର ଶାଶୂ ଯେପରି କହିଛନ୍ତି ଆଉ କାନ୍ଦିଛନ୍ତି ତାଙ୍କୁ ଦେଖିଲେ ନିଶ୍ଚିତ ଜଣା ପଡୁଛି କି ସେ କିଛି ତ ସତ କହୁଛନ୍ତି।ତେବେ ସମାଜ ସେବୀ କହିଛନ୍ତି କି ,

ଗୋଟିଏ ହାତ ରେ ତାଳି କେବେ ବି ବାଜେ ନାହିଁ ଦୁଇ ପକ୍ଷରୁ ନିଶ୍ଚିତ ଭୁଲ ଥିବ। ମାତ୍ର ଏବେ ବି ସମୟ ରହିଛି ଶ୍ରୀୟା ତୁମେ ହ୍ୟୁମାନ ଙ୍କୁ ଭଲ ପାଇ ବିବାହ କରିଥିଲ ତେଣୁ ତୁମେ ପୁଣି ଫେରି ଆସ ଏବଂ ସାଙ୍ଗ ରେ ବସି କଥା ହୁଅ ଆଉ ଏହି ଅସୁବିଧା ର ସମାଧାନ କରିନିଅ ।କାରଣ ଟିକିଏ ଭୁଲ ପାଇଁ ଦୁହିଁଙ୍କ ର ଜୀବନ ନଷ୍ଟ ହୋଇଯିବ ତେଣୁ ଏହିପରି କରନ୍ତୁ ନାହିଁ ସମସ୍ୟା ର ସମାଧାନ କରି ନେବା ଭଲ। ତେବେ ବର୍ତ୍ତମାନ ତାଙ୍କର ଏହି ଭିଡ଼ିଓ ଟି ଖୁବ ଭାଇରାଲ ହେବା ରେ ଲାଗିଛି।

Leave a Comment