IAS -ପରୀକ୍ଷାରେ ଝିଅକୁ ପଚାରାଗଲା ! ଝିଅ ମାନଙ୍କର କେଉଁ ଜିନିଷ ଗାଧୋଇବା ପରେ ବି ଓଦା ହୋଇନଥାଏ !

 

ବର୍ତ୍ତମାନ ସମୟରେ ସମାଜ ପରିବର୍ତ୍ତନ ହେବା ସହିତ ସମାଜର ଲୋକମାନେ ମଧ୍ୟ ପରିବର୍ତ୍ତିତ ହେଉଛନ୍ତି। ଆଗ କାଳରେ ଶିକ୍ଷା କୁ ଏତେ ଗୁରୁତ୍ବ ଦିଆଯାଉନଥିଲା,ବା କେହି ବି ଶିକ୍ଷା ପ୍ରତି ଆକୃଷ୍ଟ ହେଉନଥିଲେ । ମାତ୍ର ବର୍ତ୍ତମାନ ସମୟରେ ସମାଜରେ ଶିକ୍ଷା କୁ ବହୁତ ମହତ୍ତ୍ୱ ଦିଆଯାଉଛି । ପ୍ରତ୍ୟେକ ଲୋକମାନେ ଏବେ ଶିକ୍ଷା ଗ୍ରହଣ କରୁଛନ୍ତି। ଆଜିକା ସମୟରେ ଯଦି କେହି ଶିକ୍ଷା ଗ୍ରହଣ କରି ନଥାଏ ତେବେ ତାହାକୁ ସମାଜରେ ମାନ, ସମ୍ମାନ ଆଦି ବହୁତ କମ୍ ପ୍ରାପ୍ତ ହୋଇଥାଏ। କାରଣ ଶିକ୍ଷା ଏମିତି ଏକ ବିଷୟ ବସ୍ତୁ ଅଟେ , ଯାହାକୁ ପ୍ରତ୍ୟେକ ଲୋକମାନେ ଜାଣିବା, ଶିଖିବା ନିତାନ୍ତ ଆବଶ୍ୟକ।

ଆପଣମାନେ ସମସ୍ତେ ଜାଣିଥିବେ ଆଗରୁ ଯେତେବେଳେ ଆପଣ କୌଣସି ଚାକିରି କରିବା ପାଇଁ ପରୀକ୍ଷା ଦେବା ପାଇଁ ଯାଉଥିଲେ ସେତେବେଳେ ଆପଣଙ୍କୁ ଲିଖିତ ଆକାରରେ ପରୀକ୍ଷା ଦେବାକୁ ପଡ଼ୁଥିଲା। ମାତ୍ର ବର୍ତ୍ତମାନ କେବଳ ନାହିଁ, ଏବେ ଆପଣ ଯେଉଁଠି କୁ ଯାଆନ୍ତୁ ଆପଣ ମାନଙ୍କୁ ଅନଲାଇନ ମାଧ୍ୟମରେ ପରୀକ୍ଷା ଦେବା ପାଇଁ ପଡ଼ିବ। ନ ହେଲେ ଇଣ୍ଟରଭ୍ୟିୟୁ ମାଧ୍ୟମରେ ଆପଣ ମାନେ ପରୀକ୍ଷା ଦେଇ ପାରିବେ। କେତେକ କ୍ଷେତ୍ରରେ ଲିଖିତ ଆକାରରେ ପରୀକ୍ଷା ହେଉଛି ମାତ୍ର ଅଧିକାଂଶ ସମୟରେ ଆପଣ ମାନେ ଯେଉଁଠି କୁ ମଧ୍ୟ ଚାକିରି କରିବା ପାଇଁ ଯିବେ ସେଠାରେ ଆପଣ ମାନଙ୍କୁ ଇଣ୍ଟରଭ୍ୟୟୁ ବା ଅନଲାଇନ ମାଧ୍ୟମରେ ପରୀକ୍ଷା ଦେବା ପାଇଁ ପଡ଼ିବ।


ସେହି ଇଣ୍ଟରଭ୍ୟୟୁ ରେ ଆପଣଙ୍କୁ ବେଳେ ବେଳେ ଏମିତି ପ୍ରକାରର ପ୍ରଶ୍ନ ପଚାରିଥାନ୍ତି ଯାହା ଆପଣ ସେହି ପ୍ରଶ୍ନ ଶୁଣିଲେ ପ୍ରଥମେ ଆଶ୍ଚର୍ଯ୍ୟ ହୋଇଯିବେ ଏବଂ ସେପରି ପ୍ରଶ୍ନ ଆଗରୁ ଶୁଣିନଥିବେ। ମାତ୍ର ସେହି ପ୍ରଶ୍ନ ଗୁଡ଼ିକ ଆପଣଙ୍କ ଦୈନନ୍ଦିନ ଜୀବନରେ ବ୍ୟବହୃତ ହେଉଥିବ ମାତ୍ର ଆପଣ ମାନେ ତାହାକୁ ବୁଝି ପାରିବେ ନାହିଁ।

ସେଥିପାଇଁ ଆପଣ ଭଲଭାବରେ ପ୍ରଶ୍ନ କୁ ଶୁଣିବେ ତା ପରେ ତାହାକୁ ଭଲ ସେ ଚିନ୍ତା କରି ଉତ୍ତର ଦେବେ। ଆପଣ ମାନେ ଯଦି ବୁଦ୍ଧି ଖଟାଇବେ ତେବେ ସେହି ସମସ୍ତ ପ୍ରଶ୍ନର ଉତ୍ତର ସହଜରେ ଦେଇ ପାରିବେ। ଆଜି ଆପଣ ମାନଙ୍କୁ ସେହିପରି କିଛି ସାଧାରଣ , ଜ୍ଞାନ ପ୍ରଶ୍ନ ବା ଏମିତି କିଛି ପ୍ରଶ୍ନ ଯାହାକି ଆପଣ ମାନେ ନିଶ୍ଚିତ ଭାବରେ ଜାଣି ରଖିବା ଉଚିତ୍। ତେବେ ସେହି ପ୍ରଶ୍ନ ଗୁଡ଼ିକ ବିଷୟରେ ଜାଣିବା।

୧- ଆଜି ପର୍ଯ୍ୟନ୍ତ ସୂର୍ଯ୍ୟ ପୃଥିବୀରେ କେଉଁ ଜିନିଷ ଦେଖି ନାହିଁ?

ଉ- ଅନ୍ଧାର

୨- ତାହା କେଉଁ ଜିନିଷ ଅଟେ ଶୋଇବା ପୂର୍ବରୁ ଯାହାକୁ ସମସ୍ତେ କାଢ଼ି କରି ଶୋଇଥାନ୍ତି?

ଉ- ଜୋତା

୩- ତାହା କେଉଁ ଠେଙ୍ଗା ଯାହାକି ବହୁତ ମିଠା ହୋଇଥାଏ?

ଉ- ଆଖୁ

୪- ତାହା କେଉଁ କାମ ଯାହାକି ଦୁନିଆରେ କେହି ବି ମଣିଷ ଖାଦ୍ୟ ଘିଟୁଥିବା ସମୟରେ କରିପାରିବ ନାହିଁ?

ଉ- ନିଶ୍ୱାସ ନେବା

୫- ଏମିତି ଗୋଟିଏ ଜିନିଷ ର ନାମ କୁହ ଯାହାକୁ ଝିଅ ମାନେ ପିନ୍ଧିଥାନ୍ତି ଏବଂ ତାଙ୍କର ନାମ ମଧ୍ୟ ହୋଇଥାଏ?

ଉ- ଟିକିଲି ବା ପାଏଲ୍

୬- ଶରୀର ର କେଉଁ ଅଂଶ ଯାହା ଗାଧୋଇବା ପରେ ମଧ୍ୟ ଓଦା ହୋଇନଥାଏ?

ଉ- ନିଜର ଛାଇ

୭- ବିଶ୍ୱର ସବୁଠାରୁ ଦାମିକିଆ ଘଣ୍ଟାର ମୂଲ୍ୟ କେତେ?

ଉ- ୪ ଶହ ୧୪ କୋଟି ଟଙ୍କା

୮- ଉପରୁ କିସ କରାଯାଏ , ମଝିରୁ ଧରାଯାଏ ତଳୁ ନିଆଁ ଲଗାଯାଏ ତା ହେଲେ ସେଇଟା କଣ?

ଉ- ସିଗାରେଟ୍

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment