ଆମ ଭାରତରେ ଅନେକ ପ୍ରକାରର ସଂସ୍କୃତି ଆଉ ପରମ୍ପରା କୁ ନେଇକି ଗଠିତ ହୋଇଥାଏ | ଆଉ ତାହା ସହିତ ଆମ ଭାରତରେ ଅନେକ ଜାଣିବା ର ବିଷୟ ରହିଛି ଯାହା ଆମର ଜ୍ଞାନ ଓ ବୁଦ୍ଧି କୁ ବଢାଇବା ସହିତ ଆମକୁ ଦେଶ ବିଷୟରେ ଅନେକ କଥା ଶିଖିବାର ମଧ୍ୟ ସୁଯୋଗ ଦେଇଥାଏ |
ତେବେ ଆମେ ମାନେ ସମସ୍ତେ ଆମର ଦେଶ ବିଷୟରେ ସମସ୍ତ କଥା ଜାଣିବା ଆବଶ୍ୟକ ରହିଛି କାରଣ ଏହା ଆମକୁ ଆଗକୁ ଅନେକ ପ୍ରକାରର କାର୍ଯ୍ୟରେ ସାହାଯ୍ୟ କରିଥାଏ | ତାହେଲେ ଆସନ୍ତୁ ଆଜି ଆମେ ଆଲୋଚନା କରିବା gk ସମ୍ବଧୀୟ କେତେକ ପ୍ରଶ୍ନ ଉତ୍ତର ଯାହା ଆମର ଭାରତର ଜାତୀୟ ସ୍ତର କୁ ନେଇକି ଆମର ଜ୍ଞାନ କୁ ବଢାଇବା |
1-କଣ ଖାଇଲେ କିଡ଼ନୀ ସବୁବେଳେ ସୁସ୍ଥ ରହେ ?
ଉତ୍ତର : ପିଆଜ
2:-ଭାରତର ଜାତୀୟ ବାଦ୍ୟ ର ନାମ କଣ? ଉତ୍ତର :-ତୁରୀ
4:-ଭାରତର ଜାତୀୟ ନୃତ୍ୟ ର ନାମ କଣ? ଉତ୍ତର :-ଭାରତ ନାଟ୍ୟମ
5:-ଭାରତର ଜାତୀୟ ଭାଷା ର ନାମ କଣ? ଉତ୍ତର :- ହିନ୍ଦୀ
୧୨.ଛଡା ଯାଇଥିବା ପରିବାକୁ ଧୋଇବା ଦ୍ୱାରା କେଉଁ ଭିଟାମିନ ବହାରିଯାଇଥାଏ ? ଉ:ଭିଟାମିନ C
୧୩.ବିଶ୍ୱ ର ସବୁଠାରୁ ଛୋଟ ପକ୍ଷୀର ନାମ କଣ ? ଉ:ଗୁନଗୁନା ପକ୍ଷୀ
୧୪.ବିଶ୍ଵ ଜଳ ଦିବସ କେବେ ପାଳନ କରାଯାଏ ? ଉ:ମାର୍ଚ୍ଚ ୨୨
୧୫.ବିଶ୍ୱର କେଉଁ ଦେଶରେ ସର୍ବାଧିକ ଆଳୁ ଉତ୍ପାଦନ କରଯାଏ ? ଉ:ରୁଷ
୧୬.କ୍ଷେତ୍ରଫଳ ଅନୁସାରେ ଭାରତ କେତେ ନମ୍ବର ସ୍ଥାନ ରେ ଅଛି ? ଉ: ୭ ନମ୍ବର
୩.ବିଶ୍ବ ର କେଉଁ ପକ୍ଷୀ ର ଡେଣା ର ରଙ୍ଗ ୯ ପ୍ରକାରର ହୋଇଥାଏ ?
ଉ-ମୟୂର
୪.କେଉଁ ରାଜା କୁ ଭାରତ ର ହୂଦୟ କୁହାଯାଏ…..
ଉ-ମଧ୍ଧପ୍ରଦେଶ
୬. କେଉଁ ସହର ଅଙ୍ଗୁର ଉତ୍ପାଦନ ପାଇଁ ପ୍ରସିଦ୍ଧ ଅଟେ ? ଉ:ନାସିକ
୭ କେଉଁ ଜୀବ ନିଜ ଜିଭ ରେ କାନ ସଫା କରି ଥାଏ… ?
ଉ-ଜିରାଫ
୬.କେଉଁ ଦେଶର ସର୍ବାଧିକ ପଶୁ ପକ୍ଷୀ ଦେଖିବାକୁ ମିଳେ ? ଉ:ଭାରତତେବେ
ବର୍ତ୍ତମାନ ସମସ୍ତ ପରୀକ୍ଷା କେବଳ ବହି ଭିତରେ ଥିବା ପାଠ କୁ ପ୍ରଶ୍ନ କରାଯାଏ ନାହିଁ ।ବରଂ ଅନେକ ପ୍ରଶ୍ନ ଏହିପରି ବିଷୟରେ ରହିଛି ଯାହା ସାଧାରଣ ଜ୍ଞାନ ର ପ୍ରଶ୍ନ ରହିଥାଏ ତେଣୁ ଆପଣ ଙ୍କୁ ପାଠ ସହ ଏହି ସବୁ ଜ୍ଞାନ ର ଅଵଶ୍ୟକତା ରହିଛି।ତେବେ ଆସନ୍ତୁ ଜାଣିବା ଏହିପରି କେତେକ ସାଧାରଣ ଜ୍ଞାନ କାରଣ ସେମାନେ କେବଳ ନିଜ ଜ୍ଞାନ କୁ ବହି ଭିତରେ ଥିବା ଜ୍ଞାନ ରେ ସୀମିତ କରିଦେଉଛନ୍ତି। ଆଉ ବାହାର ଦୁନିଆଁ ର ପାଠ ବିଷୟ ରେ ସେମାନେ କିଛି ବି ଜାଣିନାହାନ୍ତି,
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।