IAS interview–ପୁଅ ମାନଙ୍କର ଏମିତି କେଉଁ ଜିନିଷ ଲମ୍ବା ହୋଇଥାଏ ଏବଂ ଝିଅ ମାନଙ୍କର ଦେଖିବାକୁ ଗୋଲ ଗୋଲ ହୋଇଥାଏ ! ଉତ୍ତର କେବଳ ସକରାତ୍ମକ ଉପରେ ଆଧାରିତ ଶିଘ୍ର କମେଣ୍ଟ କରନ୍ତୁ…

ଆପଣ ମାନେ ଜାଣିଛନ୍ତି ଯେତେବେଳେ ଜଣେ ଛାତ୍ର ବା ଛାତ୍ରୀ IAS କିମ୍ବା ଆଇଏଏସ୍ ପରୀକ୍ଷା ପାଇଁ ପ୍ରସ୍ତୁତି ଆରମ୍ଭ କରିଥାଏ ସେତେବେଳେ ସେ ବିଭିନ୍ନ ପର୍ଯ୍ୟାୟ ପାଇଁ ନିଜର ପ୍ରସ୍ତୁତି ଆରମ୍ଭ କରିଥାଏ। କାରଣ ଏହି ପରୀକ୍ଷା ଉତ୍ତୀର୍ଣ୍ଣ କରିବାକୁ ହେଲେ ଆପଣଙ୍କୁ ଉଭୟ ଲିଖିତ ଏବଂ ମୌଖିକ ପରୀକ୍ଷା ରେ ପାସ୍ ହେବାକୁ ପଡ଼ିଥାଏ।ତେବେ ମୌଖିକ ପରୀକ୍ଷା ସାଧାରଣତଃ ସାମାନ୍ୟ କଷ୍ଟ ହୋଇଥାଏ କାରଣ ଏଥିରେ ଆପଣଙ୍କୁ ନିଜର ଉପସ୍ଥିତ ବୁଦ୍ଧି ଓ ଚତୁରତା କାରଣରୁ ହିଁ ସଫଳତା ମିଳିଥାଏ।

ଏହି ଆଇଏସ ପରୀକ୍ଷାରେ ଏମିତି ସମସ୍ତ ପ୍ରଶ୍ନ ଆମ ମାନଙ୍କ ସାମ୍ନାକୁ ଆସିଥାଏ ଯାହାକୁ ଶୁଣିଲେ ଆମ ମାନଙ୍କର ଚିନ୍ତା ବଢିଯାଇଥାଏ , କାରଣ ଏମିତି ସମସ୍ତ ପ୍ରସ୍ନ ହୁଏତ ଆପଣ ମାନେ କେବେ ଶୁଣିନଥିବେ । ମାତ୍ର ଯାହାର ସଠିକ ଉପସ୍ଥିତ ବୁଦ୍ଧି ରହିଥିବ ସେ ହିଁ ସେହି ପ୍ରଶ୍ନର ସଠିକ ଉତ୍ତର ପ୍ରଦାନ କରିପାରିବ ।

ତେବେ ବିଷୟବସ୍ତୁ ପାଠ ସହିତ କିଛି ବାହାର ଜ୍ଞାନ ମଧ୍ୟ ଆମ ମାନଙ୍କର ରହିବା ଉଚିତ କାରଣ ସେହି ଜ୍ଞାନ ମଧ୍ୟ ଆମ ମାନଙ୍କୁ ବହୁତ ସମସ୍ୟାରେ ପକେଇ ଦେଇଥାଏ । ତେଣୁ ଯଦି ଆପଣ ମାନେ ଆଇଏସ ପରୀକ୍ଷା ଦେବା ପାଇଁ ଯାଉଛନ୍ତି ତେବେ ସଠିକ ଭାବରେ ପ୍ରସ୍ତୁତ ହୋଇକରି ଯାଆନ୍ତୁ ଏବଂ ସସ୍ତ ବିଷୟର ଅଧ୍ୟୟନ କରି ଯାଆନ୍ତୁ ।
ତେବେ ଆଜି ଆମେ ଆପଣ ମାନଙ୍କୁ ସେହିପରି କିଛି ଆଇଏସ ପ୍ରଶ୍ନ ସମ୍ବନ୍ଧରେ କହିବୁ ଯାହାକି ଆଇଏସ ପୀକ୍ଷାରେ ପଚାରା ୟାଇଥିଲା ଯାହାକୁ ଜାଣିରଖିବା ଆପଣ ମାନଙ୍କର ନିତାନ୍ତ ଆବଶ୍ୟକ । କାରଣ ଏହି ପ୍ରଶ୍ନ ମଧ୍ୟ ଆପଣଙ୍କର ଜୀବନରେ ବହୁତ ପ୍ରଭାବ ପକାଇପାରେ । ତେବେ ଆସନ୍ତୁ ଜାଣିବା ସେହି ପ୍ରଶ୍ନ ବିଷୟରେ ।

1–ଏମିତି କଣ ଅଛି ଯାହାକୁ ଲୋକମାନେ କୋର୍ଟ କଚେରୀ ଏବଂ ଥାନା ଏହି ସମସ୍ତ ଜାଗାରେ ଖାଇବା ପାିଁ ପସନ୍ଦ କରନ୍ତି ?

ଉତ୍ତର–ରାଣ

2–ବିଶ୍ୱରେ ଏମିତି କେଉଁ ଦେଶ ରହିଛି ଯେଉଁଠାରେ ମଶା ନାହାନ୍ତି ?

ଉତ୍ତର–ଫ୍ରାନ୍ସର

3–ସବୁଠାରୁ କେଉଁ ଫସଲ ଆଗରେ ତିଆରି ହୋଇଥାଏ ?

ଉତ୍ତର–ମକା ର ଫସଲ

4–ଭାରତରେ ଏମିତି କେଉଁ ନଦୀ ରହିଛି ଯାହାଠାରୁ ହୀରା ମିଳିଥାଏ ?

ଉତ୍ତର–କୃଷ୍ନା ନଦୀ

5–ପୁଅ ମନଙ୍କର ଏମିତି କେଉଁ ଜିନିଷ ଲମ୍ବା ହୋଇଥାଏ ଏବଂ ଝିଅ ମାନଙ୍କର ଗୋଲ ?

ଉତ୍ତର–ତିଳକ

6–କଣ ଜିନିଷ ଅଛି ଯେ ଆପଣା ବିନା ସିଢି ରେ ଚଢି ପାରିବେ ଏବଂ ଓହ୍ଲାଇ ମଧ୍ୟ ଯିବେ ?

ଉତ୍ତର — ମଦର ନିଶା ଏମିତି ଅଟେ କି ଯାହା କି ବିନା ସିଢିରେ ଚଢି ହବ ଏବଂ ଓହ୍ଲାଇ ହେବ ।

7–ଅଧିକାଂଶ ଝିଅ ମାନଙ୍କୁ କେଉଁ ଜିନିଷ ଲମ୍ବା ଏବଂ ମୋଟା ପସନ୍ଦ ହୋଇଥାଏ ?

ଉତ୍ତର–କେଶ

8–ତାହା କଣ ଯାହାକି ଜଣେ ପୁରୁଷ ନିଜ ସ୍ତ୍ରୀର ଦେଖିଥାଏ , ଝିଅର ଦେଖିଥାଏ ମାତ୍ର ମାର ଦେଖିନଥାଏ ?

ଉତ୍ତର–ବିବାହ

9– ଏପରି କଣ ଜିନିଷ ଅଛି ଯାହା ପାଣି ପିଇବା ମାତ୍ରେ ମରିଯାଏ?

ଉତ୍ତର – “ତୃଷା” ଯାହା ପାଣି ପିଇବା ମାତ୍ରେ ମରିଯାଏ

10–ଏମିତି କଣ ଜିନିଷ ଯାହା ନିଜ ଜାଗାରୁ ହଲେ ନାହିଁ ବାକି ଯୋଉଠି କି ଯିବା ପାଇିଁ ଚାହିଁବ ସେ ପହଞ୍ଚେଇ ଦେବ ସେଇଟା କଣ ?

ଉତ୍ତର – ରାସ୍ତା ..ଆପଣ ଯଦି ବାଇକ୍ ରେ ଯାଉଛନ୍ତି ତେବେ ବାଇକ୍ ହଲୁଥିବ କିନ୍ତୁ ରସ୍ତା ପୁରା ସ୍ଥିର ଭାବରେ ରହିଥାଏ ଆପଣ ନିଜ ଲକ୍ଷ୍ୟରେ ପହଞ୍ଚିବା ପର୍ଯ୍ୟନ୍ତ ସେ ସ୍ଥିର ରହିଥାଏ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment