ଦେଶରେ ହେଉଥିବା ଉଚ୍ଚ ପଦବୀ ନିମନ୍ତେ ପରୀକ୍ଷା ସବୁ ଯଥା ସର୍ବ ଭାରତୀୟ ପ୍ରବେଶିକା ପରୀକ୍ଷା ମାନଙ୍କରେ ଲିଖିତ ପରୀକ୍ଷା ସହିତ ସାକ୍ଷାତକାରର ମଧ୍ୟ ବହୁତ୍ ଭୂମିକା ରହିଥାଏ । ତେବେ କିଛି ପ୍ରଶ୍ନ ଏମିତି ହୋଇଥାଏ କି ଯାହାର ଉତ୍ତର କେବଳ ଉପସ୍ଥିତ ବୁଦ୍ଧି ବଳରେ ହିଁ ଦେଇଥାଏ । ସେହିଭଳି ଆଜିର ଏହି ଲେଖାରେ ଆମେ କିଛି
ପ୍ରଶ୍ନ ପଚାରିବୁ ଯାହା ଡବଲ୍ ମିନିଂ ପ୍ରଶ୍ନ ଏବଂ ଏହାର ଉତ୍ତର ଦେବାକୁ ଅନେକ ନିଜକୁ ବିଚଳିତ କରି କିଛି ପ୍ରଶ୍ନ ପଚାରିବୁ ଯାହାର ଉତ୍ତର 90 ପ୍ରତିଶତ ଲୋକ ଜାଣି ନଥିବେ ।
ଯେଉଁ ପ୍ରଶ୍ନ ଆମେ ଆଜି ଆପଣ ଙ୍କ ନିକଟ ରେ ଅବଗତ କରିବୁ ତାହା IAS ଟେଷ୍ଟ କିମ୍ବା ଇନଣ୍ଟରଭ୍ୟୁ ରେ ପଚାରା ଯାଏ । ପ୍ରଶ୍ନଟି ଶୁଣିବା ପେର ଆପଣ ତାହାକୁ ନକରତ୍ମାକ ଦିଗ ଆଡକୁ ଅଗ୍ରସର ହେବେ ନାହିଁ କାରଣ ପ୍ରଶ୍ନର ଉତ୍ତର ବହୁତ ସରଳିଆ ଆପଣ ଖାଲି ଟିକେ ମାଇଣ୍ଡ ଖଟିଲେ ଏହାର ଉତ୍ତର ମଜାଳିଆ ହେବ । ତେବେ ଏହି ସବୁ ପ୍ରଶ୍ନ ପ୍ରାୟତଃ ଆଇଏସ୍ ଇଣ୍ଟରଭିୟ୍ୟୁ ରେ ପଚରା ଯାଇଥାଏ ପିଲା ମାନଙ୍କର ବୃଦ୍ଧି ପରୀକ୍ଷା କରିବା ପାଇଁ ।
1. ମାସ୍କକୁ ଓଡିଆରେ କଣ କୁହାଯାଏ ?
ଉତ୍ତର- ମୁଖା ବା ମୁଖାପିନ୍ଧିବା ।
2. Here ଏବଂ There ମଧ୍ୟରେ ତଫାତ କଣ ?
ଉତ୍ତର- T
3. ପୋଲିସର ଓଡିଆ କଣ ?
ଉତ୍ତର- ଆରକ୍ଷୀ ଅଧିକାରୀ ।
4. ଜିରୋର ଆବିଷ୍କାର କେଉଁ ଦେଶରେ ଏବଂ କିଏ ପ୍ରଥମେ କରିଥିଲେ ?
ଉତ୍ତର- ଭାରତରେ, ବ୍ରହ୍ମଗୁପ୍ତ ।
5. UPSC ର ଫୁଲ୍ ଫର୍ମ କଣ ?
ଉତ୍ତର – Union public service commission ।
6. କମ୍ୟୁଟର କିଏ ଉଦ୍ଭାବନ କିଏ କରିଥିଲେ ?
ଉତ୍ତର- ଚାର୍ଲସ୍ ବାବେଜ୍ ।
7. କୋଇଲା କେତେ ପ୍ରକାର ଏବଂ କଣ କଣ ?
ଉତ୍ତର- 5 ପ୍ରକାର । ଆନ୍ଥାସାଇଟ୍, ବିଟୁମିନସ୍, ଲିଗନାଇଟ୍, ପିଟ୍,ସବ୍ ବିଟୁମିନସ୍ ।
8. ଇଣ୍ଟରନେଟ୍ କିଏ ଆବିଷ୍କାର କରିଥିଲେ ?
ଉତ୍ତର- Vint cerf
9. ଗଣିତର ଜନକ କିଏ ?
ଉତ୍ତର- ଆର୍କମେଡିଏସ୍ ।
10. ଭାରତୀୟଙ୍କୁ କିଏ ପ୍ରଥମେ କଫି କିଏ ପରିଚୟ କରାଇଥିଲେ ?
ଉତ୍ତର- ବାବ ବୁଦାନ ।
11. ମନୁଷ୍ୟ ଶରୀର ରେ ରକ୍ତ କେତେ ମାଇଲ୍ ଗତି କରେ ?
ଉତ୍ତର – 168 ନିୟୁତ ମାଇଲ୍ ।
12. ଯଦି ତୁମକୁ କୁହାଯିବ ତିନୋଟି ଘରରୁ ଗୋଟିଏ ଘରକୁ ଯିବାକୁ ପଡିବ ? ପ୍ରଥମ ଘରେ ନିଆଁ ଲାଗିଛି, 2ୟ ଘରେ 5ଟି ହତ୍ୟାକାରୀ ବନ୍ଧୁକ ସହିତ ଅଛନ୍ତି ,3ୟ ଘରେ ଏକ ମାସ ହେଲା ଭୋକିଲା ବାଘଟିଏ ଅଛି । ତେବେ ଏହି ତିନୋଟି ଘର ମଧ୍ୟରୁ କେଉଁ ଘରକୁ ଯିବା ପାଇଁ ଆପଣ ଚୟନ କରିବେ ?
ଉତ୍ତର- 3ୟ ଘରେ ଏକ ମାସ ହେଲା ଭୋକିଲା ଥିବା ବାଘ ଘରକୁ ଯିବେ । କାରଣ ଗୋଟିଏ ବାଘ କେବଳ 2ସପ୍ତାହ ଯାଏଁ ଭୋକିଲା ରହିବ ନଚେତ୍ ସେ ମରିଯିବ କିନ୍ତୁ ପ୍ରଶ୍ନରେ କୁହାଯାଇଛି ସେ ମାସେ ହେଲା ଭୋକିଲା ରହିଛି ଅର୍ଥାତ ସେ ମରିଯାଇଛି ।