Intersting GK Quession – କେଉଁ ଜିଲ୍ଲାର ପ୍ରଥମ ଓ ଶେଷ ଅକ୍ଷର କାଟିଲେ ଗୋଟିଏ ପକ୍ଷୀର ନାମ ହେବ ? ଉତ୍ତର ଦେବାରେ ୯୯% ଲୋକ ହେଲେ ଫେଲ

ଆମେ ଜାଣିଛୁ କି ଆମ ଓଡ଼ିଶା କଳା ଆଉ ସଂସ୍କୃତି ର ଗନ୍ତାଘର । ତାହା ବ୍ୟତୀତ ଅନେକ ପ୍ରକାରର ପ୍ରଶ୍ନ ଗୁଡିକ ଆମର ଓଡ଼ିଆ ମାନଙ୍କର ଜାଣିବା ଆବଶ୍ୟକ କାରଣ ତାହା ଆମର ଜୀବନ ସହିତ ଜଡିତ ହୋଇକି ଅଛି ।ତେବେ ଆଜି ଆମେ ଆମେ ଜାଣିବା ଓଡିଶା ରେ ପ୍ରଚଳିତ ଥିବା କେତେକ ଢୋଗ ଆଉ ରୂଢି ଲୋକ ବାଣୀ ବିଷୟରେ । ଆଉ ଯାହା କୁହାଯାଉଛି କି ଆମର ବିଭିନ୍ନ ପରୀକ୍ଷା ରେ ପଚାରା ଯାଉଥିବା କେତେକ ଜରୁରୀ ପ୍ରଶ୍ନ ପ୍ରଶ୍ନ ବିଷୟରେ ଆଲୋଚନା କରିବା ଯାହା କୁ ଜାଣିବା ଯୋଗୁ ଆମର ସାଧାରଣ ଜ୍ଞାନ ବଢିବା ସହିତ ଓଡିଶା ର ପ୍ରଚଳିତ ଥିବା କଥା ଗୁଡିକ ବିଷୟରେ ଆଲୋଚନା କରିବା।

୧- ମୁ ଗୋଟିଏ ଝିଅକୁ ପଚାରିଲି ତୋର ନାମ କଣ , ସେ ଝିଅଟି କହିଲା ତାର ନାମ 1717 ତେବେ ସେ ଝିଅଟିର ନାମ କଣ ଅଟେ? ଉତ୍ତର–ତାହାର ନାମ ଇଂରାଜୀ ଅକ୍ଷରରେ LILI ଅଟେ ।

୨- ପୁଅ ମାନଙ୍କର ନାମ ଝିଅ ମାନଙ୍କର କାମ , କିଏ କହିପାରିବ ସେ କେଉଁ ପର୍ବର ନାମ? ଉତ୍ତର– କୁମାର ପୂର୍ଣ୍ଣିମା

୩–ଗୋଟିଏ ରୁମାଲ୍ ର ଚାରୋଟି କୋଣ ରହିଛି ଯଦି ସେହି ରୁମାଲର ଦୁଇଟି କୋଣକୁ କାଟି ଦିଆଯାଏ ତେବେ ସେଥିରେ ଆଉ କେତୋଟି କୋଣ ରହିବ? ଉତ୍ତର–6 ଟି କୋଣ ରହିବ ।

୪- ଯିଏ ବେଶୀ ମଦ ପିଏ ତାହାକୁ ମଦୁଆ କୁହନ୍ତି , ହେଲେ ଯିଏ ବେଶି ଭଲପାଏ ତାହାକୁ କଣ କୁହନ୍ତି ? ଉତ୍ତର–ଲଭ ମାଷ୍ଟର

୫- 5–ଏମିତି କଣ ଯାହାକୁ ମାରିଲେ କିଛି ଅପରାଧ ହୋଇନଥାଏ? ଉତ୍ତର–ମିସ କଲେ

୬- ଏମିତି କେଉଁ ବ୍ୟାଗ ରହିଛି ଯାହାକୁ କେବଳ ଓଦା କରିଲେ ହଁ କାମରେ ଆସେ ? ଉତ୍ତର–ଚାହା ବ୍ୟାଗ

୭–ଏମିତି କେଉଁ ଜିନିଷ ଅଛି ଯାହାର ନାମ ଧରିଲେ ସେ ଭାଙ୍ଗି ଯାଏ? ଉତ୍ତର–ଚୁପ ରହିବା/ମଉନ ରହିବା

୮–ଗୋଟିଏ ଗୁମ୍ଫାରେ ବତିଶି ଚୋର ଦିନରେ କରନ୍ତି କାମ , ରାତି ହେଲେ ସିଧା ଆରାମ କରନ୍ତି କୁହ ତେବେ ତାଙ୍କ ନାମ? ଉତ୍ତର–ଦାନ୍ତ

୯–ବାପାଙ୍କର ଭଉଣୀ ସିଏ ଜେଜେଙ୍କ ଝିଅ ବୋଉର ସିଏ ନଣନ୍ଦ ହେବ କିଏ ସେ କୁହ? ଉତ୍ତର–ପିଉସୀ ନାନୀ

୧୦ – କେଉଁ ଜିଲ୍ଲାର ପ୍ରଥମ ଓ ଶେଷ ଅକ୍ଷର କାଟିଲେ ଗୋଟିଏ ପକ୍ଷୀର ନାମ ହେବ ? ଉତ୍ତର – ବଗ

Leave a Comment