Intersting GK Quession – କେଉଁ ଜିଲ୍ଲାର ପ୍ରଥମ ଓ ଶେଷ ଅକ୍ଷର କାଟିଲେ ଗୋଟିଏ ପକ୍ଷୀର ନାମ ହେବ ? ଉତ୍ତର ଦେବାରେ ୯୯% ଲୋକ ହେଲେ ଫେଲ

ଆଜିର ସମୟରେ ପ୍ରତ୍ୟେକ ବ୍ୟକ୍ତି ଶିକ୍ଷିତ ହେଲେଣି , ସାମାନ୍ୟ ଅଟଚାଳକ ମଧ୍ୟ ଇଂରାଜିରେ କଥାବାର୍ତ୍ତା କରୁଛନ୍ତି । ସମାଜରେ ଅଶିକ୍ଷିତ ମାନଙ୍କର ମାତ୍ରା ଧୀରେ ଧୀରେ କମିବାରେ ଲାଗିଛି । ଆପଣ ମାନେ ସମସ୍ତେ ଜାଣିଥିବେ କି ଆଜିର ସମୟରେ କୌଣସି ଚାକିରୀ ପାଇବା ପାଇଁ ହେଲେ କେତେ କଷ୍ଟ କରିବା ପାଇଁ ପଡିଥାଏ । ଏହା ବ୍ୟତୀତ ଯଦି ଆମେ କୌଣସି ଏଣ୍ଟ୍ରାନ୍ସ ଦେବାକୁ ଯାଉଛୁ ସେଠାରେ ମଧ୍ୟ ବୁଦ୍ଧି ପରିକ୍ଷା କରୁଛନ୍ତି । ସେମାନେ ପଚାରିଥିବା ପ୍ରଶ୍ନର ଉତ୍ତର ଆମ ବୁଦ୍ଦି ସାହାର୍ଯ୍ୟରେ ହିଁ ଦେବାକୁ ପଡିଥାଏ । ସେହି ସବୁ ପ୍ରଶ୍ନ ଗୁଡିକ ବହୁତ ମଜାଳିଆ ଅଟେ କିନ୍ତୁ ଉତ୍ତର ଦେବାରେ ଟିକିଏ କଷ୍ଟ ହୋଇଥାଏ । ଏହି ସବୁ ପ୍ରଶ୍ନର ଉତ୍ତର ସେହି ବ୍ୟକ୍ତି ହିଁ କହିପାରିଥାଏ , ଯେଉଁ ବ୍ୟକ୍ତି ବୁଦ୍ଧିମାନ ହୋଇଥାଏ ।

ଶିକ୍ଷାକୁ ଏବେ ବହୁତ ମାତ୍ରାରେ ଗୁରୁତ୍ୱ ପ୍ରଦାନ କରାଯାଉଛି ଏବଂ ପ୍ରତ୍ୟେକ ସ୍ଥାନରେ ଏବେ ପ୍ରତ୍ୟେକ ବ୍ୟକ୍ତିକୁ ସମସ୍ତ ପରୀକ୍ଷାରେ ଇଣ୍ଟରଭ୍ୟୁର ସାମ୍ନା କରିବାକୁ ପଡୁଛି । ପରୀକ୍ଷାକୁ ଏବେ ବହୁତ ମାତ୍ରାରେ ଗୁରୁତ୍ୱ ଦିଆଯାଉଛି ।ଏଥିପାଇଁ ଲୋକମାନେ ମଧ୍ୟ ସେଥିପାଇଁ ଜୋରଦାର ପ୍ରସ୍ତୁତ ମଧ୍ୟ କରୁଛନ୍ତି ।

 

ସର୍ବଦା କିଛି ନା କିଛି ବିଷୟରେ ଅଧିକ ଜାଣିବା ପାଇଁ ଚେଷ୍ଟା କରିଥାନ୍ତି । ତେବେ ଆଜି ଆମେ ଆପଣ ମାନଙ୍କୁ ସେମିତି କିଛି ପ୍ରଶ୍ନ ବିଷୟରେ କହିବୁ , ଯାହାକୁ ଆପଣ ମାନେ ଜାଣିବା ନିତାନ୍ତ ଆବଶ୍ୟକ ଅଟେ ।ଆଜି ଆମେ କେତେକ ମଜାଳିଆ ପ୍ରଶ୍ନ ବା ଜେନେରାଲ ନଲେଜ ବିଷୟରେ କହିବୁ , ଯାହା ଆପଣଙ୍କ ପାଇଁ ଜାଣିବା ଅତ୍ୟନ୍ତ ଜରୁରୀ ଅଟେ । ଆମ ଦେଶ ରାଜ୍ୟରେ ଅନେକ ସ୍ଥାନ ରହିଛି ଏବଂ ଅନେତ ତଥ୍ୟ ମଧ୍ୟ ଗୋପନୀୟ ରହିଛି , ତାହା ଜାଣିବା ବହୁତ ଆବଶ୍ୟକ ଅଟେ । ତେବେ ଆସନ୍ତୁ ଜାଣିବା ସେହି ବିଷୟର କିଛି ପ୍ରଶ୍ନ ଉତ୍ତର ସମ୍ପର୍କରେ ।

1–ଜ୍ଞାନପୀଠ ପୁରସ୍କାର କେଉଁ କ୍ଷେତ୍ରରେ ଦିଆଯାଏ ?
ଉତ୍ତର- ସାହିତ୍ୟ କ୍ଷେତ୍ରରେ
2–ଲିଙ୍ଗରାଜ ମନ୍ଦିର କେଉଁଠାରେ ଅଛି ?
ଉତ୍ତର- ଭୁବନେଶ୍ବରରେ
3–ଭାରତର ବଗିଚା କେଉଁ ସହରକୁ କୁହନ୍ତି ?
ଉତ୍ତର- ବେଙ୍ଗୁଲୁରୁ
4–ଲାଲକିଲା ଭାରତ ଛଡା ଅନ୍ୟ କେଉଁ ଦେଶରେ ଅଛି?
ଉତ୍ତର:-ପାକିସ୍ଥାନ
5–ପୃଥିବୀ ସୂର୍ଯ୍ୟ ନିକଟକୁ କେବେ ଆସିଥାଏ ?
ଉତ୍ତର- 3 ଜାନୁଆରୀ
6–ଧଳା ସୁନା କାହାକୁ କୁହନ୍ତି ?
ଉତ୍ତର- ପ୍ଲେଟିନମ
7–ରାଜ୍ୟ ଶାସନର ମୁଖିଆ କିଏ ଅଟନ୍ତି ?
ଉତ୍ତର- ରାଜ୍ୟପାଳ
8–ସିନେମାର ଆବିଷ୍କାର କେଉଁ ଦେଶରେ ହୋଇଥିଲା ?
ଉତ୍ତର- ଫ୍ରାନ୍ସ
9–ମଣିଷର ଶରୀରର କେଉଁ ଅଙ୍ଗ ବିଜୁଳି ସୃଷ୍ଟି କରେ ?
ଉତ୍ତର- ମସ୍ତିସ୍କ
10–କେଉଁ ଦେଶରେ ସିଗାରେଟ୍ ପେଇଲେ ଫାଶୀ ଦଣ୍ଡ ମିଳିଥାଏ?
ଉତ୍ତର:-କାନାଡା ରେ ସିଗାରେଟ ପିଇଲେ ଫାଶୀ ଦଣ୍ଡ ମିଳେ
11 –କେଉଁ ଜିଲ୍ଲାର ପ୍ରଥମ ଓ ଶେଷ ଅକ୍ଷର କାଟିଲେ ଗୋଟିଏ ପକ୍ଷୀର ନାମ ହେବ ? ଉତ୍ତର – ବଗ

Leave a Comment