ଆଗ କାଳରେ ଜ୍ଞାନ ଆହରଣ ପାଇଁ ପୁସ୍ତକ ଟିଏ ଦରକାର ହେଉ ଥିଲା କିନ୍ତୁ ଏବେକା ସମୟରେ ପୁସ୍ତକ ସହିତ ଆମେ ସୋସିଆଲ ମିଡ଼ିଆ ମାଧ୍ୟମ ରେ ଅନେକ ଶିକ୍ଷା ପାଇ ପାରୁଛୁ | ତେବେ ଯେତେ ବେଳେ ଗୋଟେ ବ୍ୟକ୍ତି ପଢା ସାରି ସାରେ ତେବେ ସେ ଚାକିରୀ ପାଇଁ ଅନେକ ଇଣ୍ଟରଭ୍ୟୁ ଓ ପରୀକ୍ଷା ଦେଇ ଥାଏ | ସାଧାରଣ ଭାବରେ କୌଣସି ଇଣ୍ଟରଭ୍ୟୁ ହେଉ କି କୌଣସି ପରୀକ୍ଷା ହେଉ ସେଥିରେ ଦେଶ ବିଦେଶ କୁ ନେଇ ଜିକେ ପ୍ରଶ୍ନ ଆସିଥାଏ ଯାହାର ଉତ୍ତର ଶିକ୍ଷିତ ଲୋକ ମାନେ ମଧ୍ୟ ଦେଇ ପାରନ୍ତି ନାହିଁ |
ଆମେ ଯଦି ସାଧାରଣ ଜ୍ଞାନ ନ ରଖିବା ତେବେ କୌଣସି ପରୀକ୍ଷା ରେ ଉତୀର୍ଣ୍ଣ ହୋଇ ପରିବା ନାହିଁ | ତେବେ ପ୍ରତେକ ମଣିଷ ଙ୍କ ପାଖରେ ସାଧାରଣ ଜ୍ଞାନ ରହିବା ର ଆବଶ୍ୟକତା ରହିଛି ଯାହା ସେମାନଙ୍କୁ ଆଗକୁ ବଢ଼ିବାରେ ସାହାଯ୍ୟ କରିଥାଏ ଓ ବିଭିନ୍ନ ପ୍ରକାରର ଉନ୍ନତି କ୍ଷେତ୍ରରେ ମଧ୍ୟ ବିଶେଷ ଅଂଶ ଗ୍ରହଣ କରିଥାଏ | ଆଜି ଆମ ଦେଶ ଭାରତ ସମ୍ପର୍କ ରେ କିଛି ପ୍ରଶ୍ନ ଉତ୍ତର ସମ୍ପର୍କ ରେ ଆଲୋଚନା କରିବା ଯାହାକି ଭବିଷ୍ୟତ ରେ ଆପଣ ଙ୍କୁ ନିହାତି ଭାବରେ ସାହାଯ୍ୟ କରିବ |
ପ୍ରଶ୍ନ 1. କେଦାରନାଥ ମନ୍ଦିର କେଉଁଠାରେ ଅବସ୍ଥିତ ?
ଉତ୍ତର :- ଉତ୍ତରାଖଣ୍ଡ
ପ୍ରଶ୍ନ 2. କେଁଉ ପଶୁକୁ ସବୁଠାରୁ ବୁଦ୍ଧିମାନ ପଶୁ ବୋଲି କୁହାଯାଏ ?
ଉତ୍ତର :- ଚି଼ମ୍ପାଞ୍ଜି
ପ୍ରଶ୍ନ 3. ପ୍ରଥମ ବିଶ୍ୱଯୁଦ୍ଧରେ କେତୋଟି ଦେଶ ସାମିଲ ଥିଲା ?
ଉତ୍ତର :- 23ଟି ଦେଶ
ପ୍ରଶ୍ନ 4. ଭାରତରେ କେତୋଟି ଜିଲ୍ଲା ରହି ଅଛି ?
ଉତ୍ତର :- 739 ଟି
ପ୍ରଶ୍ନ 5. କିଡ଼ନୀର ଓଜନ କେତେ ରହିଥାଏ ?
ଉତ୍ତର :- 150 ଗ୍ରାମ
ପ୍ରଶ୍ନ 6. କେଁଉ ପଶୁର ଶରୀରରେ ଅଧିକ ରକ୍ତ ରହିଥାଏ ?
ଉତ୍ତର :- ହାତୀ
ପ୍ରଶ୍ନ 7. ମହୁମାଛି ର କେତୋଟି ଆଖି ରହିଥାଏ ?
ଉତ୍ତର :- 5ଟି ଆଖି ରହିଥାଏ
ପ୍ରଶ୍ନ 8. ବିଲେଇ ର ଜୀଵନ କାଳ କେତେ ବର୍ଷ ଅଟେ ?
ଉତ୍ତର :- 15 ବର୍ଷ
ପ୍ରଶ୍ନ 9. ସର୍ବ ପ୍ରଥମେ କେଁଉ ଦେଶ ବଲ ତିଆରି କରିଥିଲା ?
ଉତ୍ତର :- ଆମେରିକା
ପ୍ରଶ୍ନ 10. କଣ ଖାଇବା ଦ୍ୱାରା କିଡ଼ନୀ ସବୁବେଳେ ସ୍ୱାସ୍ଥ୍ୟ ରହିଥାଏ ?
ଉତ୍ତର :- ପିଆଜ
ପ୍ରଶ୍ନ 11. ନରେନ୍ଦ୍ର ମୋଦି କେଁଉ ରାଜ୍ୟରେ ଜନ୍ମ ଗ୍ରହଣ କରିଥିଲେ ?
ଉତ୍ତର :- ଗୁଜୁରାଟ