intresting gk – ଜାଣନ୍ତୁ ଏଭଳି ମଜାଦାର ପ୍ରଶ୍ନ- ମହାତ୍ମା ଗାନ୍ଧୀ ପ୍ରଥମ ଥର ଓଡ଼ିଶା କୁ କେବେ ଆସି ଥିଲେ ?

ଆମେ ସୋସିଆଲ ମିଡ଼ିଆ ଦ୍ୱାରା ଅନେକ କିଛି ଅବଗତ ହୋଇ ପାରି ଥାଉ ଯାହାକି ଏହାଦ୍ୱାରା ଆମେ ଜ୍ଞାନ ମଧ୍ୟ ଆହରଣ କରି ପାରିଥାଉ | ତେବେ ଯେତେ ବେଳେ ଗୋଟେ ପଢା ସାରି ସାରେ ତେବେ ସେ ଚାକିରୀ ପାଇଁ ଅନେକ ଇଣ୍ଟରଭ୍ୟୁ ଓ ପରୀକ୍ଷା ଦେଇ ଥାଏ | ସାଧାରଣ ଭାବରେ କୌଣସି ଇଣ୍ଟରଭ୍ୟୁ ହେଉ କି କୌଣସି ପରୀକ୍ଷା ହେଉ ସେଥିରେ ଦେଶ ବିଦେଶ କୁ ନେଇ ଜିକେ ପ୍ରଶ୍ନ ଆସିଥାଏ ଯାହାର ଉତ୍ତର ଶିକ୍ଷିତ ଲୋକ ମାନେ ମଧ୍ୟ ଦେଇ ପାରନ୍ତି ନାହିଁ | ଆମେ ଯଦି ସାଧାରଣ ଜ୍ଞାନ ନ ରଖିବା ତେବେ କୌଣସି ପରୀକ୍ଷା ରେ ଉତୀର୍ଣ୍ଣ ହୋଇ ପରିବା ନାହିଁ |

ତେବେ ପ୍ରତେକ ମଣିଷ ଙ୍କ ପାଖରେ ସାଧାରଣ ଜ୍ଞାନ ରହିବା ର ଆବଶ୍ୟକତା ରହିଛି ଯାହା ସେମାନଙ୍କୁ ଆଗକୁ ବଢ଼ିବାରେ ସାହାଯ୍ୟ କରିଥାଏ ଓ ବିଭିନ୍ନ ପ୍ରକାରର ଉନ୍ନତି କ୍ଷେତ୍ରରେ ମଧ୍ୟ ବିଶେଷ ଅଂଶ ଗ୍ରହଣ କରିଥାଏ | ତେବେ ଆଜି ସେଭଳି କିଛି ଜିକେ ପ୍ରଶ୍ନ ଉତ୍ତର ସମ୍ପର୍କ ରେ ଆଲୋଚନା କରିବା |

ପ୍ରଶ୍ନ 1. ଚନ୍ଦ୍ର ପହଞ୍ଚିବାକୁ ହେଲେ କେତେ ସମୟ ଲାଗିଥାଏ ?
ଉତ୍ତର :- ତିନି ଦିନ

ପ୍ରଶ୍ନ 2. ସମ୍ବିଧାନ ଦିବସ କେବେ ପାଳନ କରାଯାଏ ?
ଉତ୍ତର :- ଜାନୁଆରୀ 26

ପ୍ରଶ୍ନ 3. ଭାରତର ବଡ଼ ସହର ମୁମ୍ବାଇ ର ପ୍ରାଚୀନ ନାମ କଣ ଥିଲା ?
ଉତ୍ତର :- ବମ୍ବେ

ପ୍ରଶ୍ନ 4. ବାବର ନିଜର ଆତ୍ମ କଥା କେଉଁ ଭାଷାରେ ଲେଖି ଥିଲେ ?
ଉତ୍ତର :- ତୁର୍କୀ

 

ପ୍ରଶ୍ନ 5. କାର୍ଗିଲ ଯୁଦ୍ଧ କେଉଁ ମସିହା ରେ ହୋଇ ଥିଲା ?
ଉତ୍ତର :- 1999

ପ୍ରଶ୍ନ 6. ପାକିସ୍ତାନ ରେ କେତୋଟି ରାଜ୍ୟ ଅଛି ?
ଉତ୍ତର :- 8ଟି

ପ୍ରଶ୍ନ 7. ଭାରତ ରେ ପ୍ରଥମେ କାହାକୁ କରୋନା ଟୀକା ଦିଆ ଯାଇଥିଲା ?
ଉତ୍ତର :- ମନୀଷ କୁମାର

ପ୍ରଶ୍ନ 8. ଅଜନ୍ତା ଗୁମ୍ଫା କେଉଁ ରାଜ୍ୟ ରେ ଅବସ୍ଥିତ ?
ଉତ୍ତର :- ମହାରାଷ୍ଟ୍ର

ପ୍ରଶ୍ନ 9. ଭାରତ ଛାଡ଼ ଆନ୍ଦୋଳନ କେଉଁ ଠାରୁ ଆରମ୍ଭ ହୋଇ ଥିଲା ?
ଉତ୍ତର :- ବମ୍ବେ

ପ୍ରଶ୍ନ 10. କେଉଁ ଜୀବ ରାତି ସମୟରେ ବି ଦେଖି ପାରେ?
ଉତ୍ତର :- ଚିତା

ପ୍ରଶ୍ନ 11. ବିଶ୍ୱରେ ସମୁଦାୟ କେତୋଟି ଦେଶ ଅଛି ?
ଉତ୍ତର :- 195ଟି

ପ୍ରଶ୍ନ 12. ଭାରତର କେଉଁଠି ସବୁଠାରୁ ଅଧିକ ବର୍ଷା ହୋଇ ଥାଏ ?
ଉତ୍ତର :- ମାସିନରାମ

ପ୍ରଶ୍ନ 13. ଭାରତ ରେ କେତେ ପ୍ରକାର ମାଟି ଦେଖିବାକୁ ମିଳେ ?
ଉତ୍ତର :- 8 ପ୍ରକାର

ପ୍ରଶ୍ନ 14. ଓଡ଼ିଶା ର ହୀରାକୁଦ ନଦୀବନ୍ଧ କେଉଁ ଜିଲ୍ଲା ରେ ଅବସ୍ଥିତ ?
ଉତ୍ତର :- ସମ୍ବଲପୁର

ପ୍ରଶ୍ନ 15. ମହାତ୍ମା ଗାନ୍ଧୀ ପ୍ରଥମ ଥର ଓଡ଼ିଶା କୁ କେବେ ଆସି ଥିଲେ ?
ଉତ୍ତର :- 1921 ମସିହା ରେ

Leave a Comment