Intresting GK Question – ଆଧାର କାର୍ଡର ନମ୍ବର କେତେ ଅଙ୍କ ବିଶିଷ୍ଟ ହୋଇଥାଏ ? ବୁଦ୍ଧିମାନ ଲୋକ ହିଁ ଏହାର ଉତ୍ତର ଦେଇ ପାରିବ

ଆମ ରାଜ୍ୟ ହେଉ ବା ଦେଶ ହେଉ ସବୁ ବିଷୟରେ ଅନେକ କଥା ରହିଛି | ଆଉ ସେ ବିଷୟରେ ଜାଣିବାର ଆବଶ୍ୟକତା ମଧ୍ୟ ଆମର ରହିଛି | ଏହି gk ବା ସାଧାରଣ ଜ୍ଞାନ ମଣିଷକୁ ଅନେକ କ୍ଷେତ୍ରରେ ସାହାଯ୍ୟ କରିଥାଏ ବୋଲି କୁହାଯାଉଛି | ତେବେ ଆଜି କାଲି କେବଳ ପୁସ୍ତକ କୁ ପଢିକି ଆମେ ଆମର ଜ୍ଞାନ ର ବିକାଶ କରି ପାରିବା ତାହା ନୁହଁ ଆମେ ଆମର ଜ୍ଞାନ ର ବିକାଶ ମଧ୍ୟ ଆମର ଦେଶ ଓ ରାଜ୍ୟ ବିଷୟରେ ଅନେକ କଥା ଜଣିକି ମଧ୍ୟ କରି ପାରିବା ବୋଲି କୁହାଯାଉଛି |

ତେବେ ବର୍ତମାନ ଆମର ଅନେକ ପିଲା ପାଠ ପଢି ବେକାର ହୋଇ ବୁଲୁଛନ୍ତି, ପ୍ରଶାସନିକ କ୍ଷେତ୍ରରେ ଖଣ୍ଡିଏ ଚାକିରି ପାଇବା ପାଇଁ ଛାତ୍ର ଛାତ୍ରମାନେ ଦିନ ରାତି ବହୁତ ପରିଶ୍ରମ କରି ପାଠ ପଢୁଛନ୍ତି |ଜଣେ ପିଲା IAS ଓ OAS ଚାକିରୀ ପିଇବା ପାଇଁ ବହୁତ କଷ୍ଟ କରି ପାଠ ପଢୁଛି, ପିଲାମାନେ ଏହି କ୍ଷେତ୍ରରେ ଚାକିରୀ କରିବା ପାଇଁ ହେଲେ ସେମାନଂକୁ ଅନେକ ପ୍ରଶ୍ନ ଉତ୍ତର ଜାଣିବା ପାଇଁ ପଢିବ |

ଆମେ ଆଜି ଆପଣକୁ ଏହି ପ୍ରଶାସନିକ କ୍ଷେତ୍ରରେ ଚାକିରୀ କରିବା ପାଇଁ ପରୀକ୍ଷାରେ ଉତୀର୍ଣ୍ଣ ହେବା ପାଇଁ କିଛି ପ୍ରଶ୍ନ ବିଷୟରେ କହିବି, ଯାହାକି ଆପଣଙ୍କ ଜୀବନରେ ପ୍ରତ୍ୟେକ କ୍ଷେତ୍ରରେ କାମରେ ଲାଗିଥାଏ |ତେବେ ଆସନ୍ତୁ ଜାଣିବା ବର୍ତମାନ କିଛି କରେଣ୍ଟ ଏଫଏରା ଗୁଡିକ ବିଷୟରେ |

1. ଭାରତରେ କେଉଁ ରାଜ୍ୟରେ ଗରିବ ଲୋକଙ୍କ ସଂଖ୍ୟା ସର୍ବାଧିକ?
ଉତ୍ତର :-ଉତ୍ତରପ୍ରଦେଶ

2. ଆମେ ହାଇମାରୁ କାହିଁକି?
ଉତ୍ତର :-ଅଧିକ ଅମ୍ଳଜାନ ପାଇଁ

3. କେଉଁ ରାଜ୍ୟ କୁ ଏକ ସ୍ୱତନ୍ତ୍ର ରାଜ୍ୟ ର ମାନ୍ୟତା ଦିଆଯାଇଛି?
ଉତ୍ତର :-ଦିଲ୍ଲୀ

4. ଆଧାର କାର୍ଡର ନମ୍ବର କେତେ ଅଙ୍କ ବିଶିଷ୍ଟ ହୋଇଥାଏ ?

 


ଉତ୍ତର :-12 ଅଙ୍କ ବିଶିଷ୍ଟ

5. ହିରୋ ମଟର ସାଇକେଲ କେଉଁ ଦେଶର କମ୍ପାନୀ ଅଟେ?
ଉତ୍ତର :-ଭାରତ

6. ଆମ ଭାରତ ରେ ସବୁଠାରୁ ଧନୀ ରାଜ୍ୟର ନାମ କଣ ?
ଉତ୍ତର :-ଗୁଜୁରାଟ

7. ଜଣେ ସୁସ୍ଥ ଲୋକ ଶରୀରରେ କେତେ ଲିଟର ରକ୍ତ ରହିଲେ ତାହାକୁ ଆମେ ସୁସ୍ଥ ବୋଲି କହିଥାଉ?
ଉତ୍ତର :-5 ଲିଟର

8. ପ୍ରଥମେ ଉଡ଼ାଜାହାଜ ଆବିଷ୍କାର କେଉଁ ଦେଶ କରିଥିଲା ?
ଉତ୍ତର :-ଆମେରିକା ଦେଶ

9. ଓଡିଶା ର ସମୁଦାୟ ଗ୍ରାମ ପଂଚାୟତ ସଂଖ୍ୟା କେତେ ଅଟେ?
ଉତ୍ତର :-6798

10.ପୃଥିବୀ ର କେଉଁ ଦେଶ ପ୍ରଥମେ ଆମ୍ବୁଲେନ୍ସ ବ୍ୟବହାର କରିଥିଲେ?
ଉତ୍ତର :-ୟୁରୋପ

11. ନଖ ଓ ବାଳ କାଟିଲେ କଷ୍ଟ ହୁଏ ନାହିଁ କାହିଁକି?
ଉତ୍ତର:-ସ୍ନାୟୁ ସହିତ ସଂଯୋଗ ନ ଥିବାରୁ

12. ଆମ ନାକ କେତେ ପ୍ରକାରର ମୌଳିକ ଗନ୍ଧ ବାରି ପାରେ?
ଉତ୍ତର:-20 ପ୍ରକାରର

Leave a Comment