Intresting GK Questions | ତିନି ଅକ୍ଷରେ ମୋର ନାମ ପ୍ରଥମ କାଟିଲେ ରାମ, ଦ୍ଵିତୀୟ କାଟିଲେ ଫଳରେ ନାମ ଏହାର ଉତ୍ତର କଣ ? 99% ଉତ୍ତର ଦେବାରେ ଫେଲ

ତେବେ ଯେତେ ବେଳେ ଗୋଟେ ପଢା ସାରି ସାରେ ତେବେ ସେ ଚାକିରୀ ପାଇଁ ଅନେକ ଇଣ୍ଟରଭ୍ୟୁ ଓ ପରୀକ୍ଷା ଦେଇ ଥାଏ | ସାଧାରଣ ଭାବରେ କୌଣସି ଇଣ୍ଟରଭ୍ୟୁ ହେଉ କି କୌଣସି ପରୀକ୍ଷା ହେଉ ସେଥିରେ ଦେଶ ବିଦେଶ କୁ ନେଇ ଜିକେ ପ୍ରଶ୍ନ ଆସିଥାଏ ଯାହାର ଉତ୍ତର ଶିକ୍ଷିତ ଲୋକ ମାନେ ମଧ୍ୟ ଦେଇ ପାରନ୍ତି ନାହିଁ | ଆମେ ଯଦି ସାଧାରଣ ଜ୍ଞାନ ନ ରଖିବା ତେବେ କୌଣସି ପରୀକ୍ଷା ରେ ଉତୀର୍ଣ୍ଣ ହୋଇ ପରିବା ନାହିଁ | ତେବେ ପ୍ରତେକ ମଣିଷ ଙ୍କ ପାଖରେ ସାଧାରଣ ଜ୍ଞାନ ରହିବା ର ଆବଶ୍ୟକତା ରହିଛି ଯାହା ସେମାନଙ୍କୁ ଆଗକୁ ବଢ଼ିବାରେ ସାହାଯ୍ୟ କରିଥାଏ ଓ ବିଭିନ୍ନ ପ୍ରକାରର ଉନ୍ନତି କ୍ଷେତ୍ରରେ ମଧ୍ୟ ବିଶେଷ ଅଂଶ ଗ୍ରହଣ କରିଥାଏ |

ତେବେ ଆଗ କାଳ ରେ କେବଳ ପୁସ୍ତକ ମାଧ୍ୟମରେ ଆମେ ଆମର ଜ୍ଞାନ ର ବିକାଶ କରିଥାଉ, କିନ୍ତୁ ବର୍ତ୍ତମାନ ଇଣ୍ଟରନେଟ ମାଧ୍ୟମରେ ଆମେ ଦେଶ ଦୁନିଆ ବିଷୟରେ ଅନେକ ପ୍ରକାରର ସାଧାରଣ ଜ୍ଞାନ ବିଷୟରେ ଜାଣି ପାରୁଛୁ ଓ ତାହା ସହିତ ଆମର ଜ୍ଞାନ କୁ ମଧ୍ୟ ବଢ଼େଇ ପାରୁଛି | ତେବେ ଆଜି କିଛି ସାଧାରଣ ଜ୍ଞାନ ର ପ୍ରଶ୍ନ ଉତ୍ତର ସମ୍ପର୍କ ରେ ଆଲୋଚନା କରିବା ଯାହା ଆପଣ ଙ୍କୁ ଭବିଷ୍ୟତ ରେ ବହୁତ ସାହାଯ୍ୟ କରିବ |

ପ୍ରଶ୍ନ -1:-କେଉଁ ଜୀବ ର କେବଳ ଗୋଟିଏ ମାତ୍ର ଶୁଙ୍ଘ ଥାଏ?
ଉତ୍ତର :-ଗଣ୍ଡା

ପ୍ରଶ୍ନ 2:-କେଉଁ ଗଛରେ ଫୁଲ ହୁଏ ନାହିଁ?
ଉତ୍ତର :-ପଣସ

ପ୍ରଶ୍ନ 3:-କେଉଁ ରାଜ୍ୟ ରେ ସର୍ବାଧିକ ମନ୍ଦିର ରହିଛି?
ଉତ୍ତର:-ତାମିଲନାଡୁ

ପ୍ରଶ୍ନ 4:-ସୁଗନ୍ଧିତ ସହର କେଉଁ ସହରକୁ କୁହାଯାଇଥାଏ?
ଉତ୍ତର :-କନୋଜ

ପ୍ରଶ୍ନ 5:-ଭାରତର ସବୁଠାରୁ ଧନି ଗ୍ରାମର ନାମ କଣ?
ଉତ୍ତର :-ମାଧପୁର

ପ୍ରଶ୍ନ 6:-କେଉଁ ଦେଶରେ ସର୍ବାଧିକ ଟମାଟୋ ଉତ୍ପାଦନ କରାଯାଏ?
ଉତ୍ତର :-ଚୀନ

ପ୍ରଶ୍ନ 7:-ନଦୀର ଦେଶ କାହାକୁ କୁହାଯାଏ?
ଉତ୍ତର :-ବାଂଲାଦେଶ

 

Kid boy with question mark. Children, education, emotions concept

ପ୍ରଶ୍ନ 8:-କିଏ ଜିଭ ରେ ଚାଟି ଚାଟି ଖାଇ?
ଉତ୍ତର :-କୁକୁର

ପ୍ରଶ୍ନ 9:-ଟ୍ରେନ କୁ ଅଟକାଇବା ପାଇଁ କେଉଁ ରଙ୍ଗ ବ୍ୟବହାର କରାଯାଏ?
ଉତ୍ତର :-ନାଲି

ପ୍ରଶ୍ନ 10:- କେଉଁ ଦେଶର 3 ଟି ରାଜଧାନୀ ରହିଛି?
ଉତ୍ତର :-ଦକ୍ଷିଣ ଆଫ୍ରିକା

ପ୍ରଶ୍ନ 11:-ଯେଉଁ ଦେଶରେ ମାତ୍ର 49 ମିନିଟ ପାଇଁ ରାତି ହୋଇଥାଏ?
ଉତ୍ତର :-ନରୱେ

ପ୍ରଶ୍ନ 12:-ଜୀବନ କାଳ ମଧ୍ୟରେ ଥରେ ଫଳ ଧରୁଥିବା ଗଛ ର ନାମ କଣ?
ଉତ୍ତର :-କଦଳୀ

ପ୍ରଶ୍ନ 13:-ତିନି ଅକ୍ଷରେ ମୋର ନାମ ପ୍ରଥମ କାଟିଲେ ରାମ, ଦ୍ଵିତୀୟ କାଟିଲେ ଫଳରେ ନାମ ଏହାର ଉତ୍ତର କଣ?
ଉତ୍ତର :-ଆରାମ

Leave a Comment