Isabelle Kizomba & Adeline ଙ୍କ ଷ୍ଟାଇଲିସ ଡ୍ୟାନ୍ସ ଦେଖିଲେ ନିଜକୁ ସମ୍ଭାଳି ପାରିବେନି…

ଏବେ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି ଯାହାକୁ ଦେଖିଲେ ଆପଣ ନିଶ୍ଚିତ ଖୁସି ହେବେ। କାରଣ ଏଠାରେ ଏହି ଭିଡିଓରେ ଜଣେ ଯୁବତୀ ଙ୍କ ଆକର୍ଷଣୀୟ ଡାନ୍ସ ଭିଡିଓ ଦେଖିବାକୁ ମିଳିଛି।ତେବେ ଆପଣ ତ ଡାନ୍ସ ଦେଖିବାକୁ ଭଲ ପାଉଥିବେ। ନୃତ୍ୟ ଦେଖିବାକୁ ପ୍ରାୟତଃ ସମସ୍ତେ ଭଲ ପାଆନ୍ତି। ଏହା ଆମକୁ ଏକ ମନୋରଂଜନ ର ସୁରାକ ଯୋଗାଇଥାଏ। ସଙ୍ଗୀତ ଏବଂ ନୃତ୍ୟ ଆମ ଜୀବନର ଏକ ଅବଚ୍ଛେଦ୍ୟ ଅଙ୍ଗ ଅଟେ। ଯେତେବେଳେ ବି ଆମେ କହାକୁ ନୃତ୍ୟ କରୁ ଥିବାର ଦେଖିବାକୁ ପାଉ, ଆମେ ଟିକିଏ ଦେଖିବା ପାଇଁ ଅଟକି ଯାଇଥାଉ। ଏମିତି ରେ ବି ଆମେ କେଉଁଠି ସଙ୍ଗୀତ ବାଜିଲେ ଏହାକୁ ଶୁଣି ନାଚି ଉଠି ଥାଉ।

ତେବେ ନୃତ୍ୟ ଏକ ଏମିତି ମନୋରଞ୍ଜନ ପୂର୍ଣ୍ଣ ଜିନିଷ ଯାହାକୁ କେବଳ ଆପଣ ନୁହେଁ ଅଧିକାଂଶ ଲୋକ ଏହିଭଳି ଭିଡିଓ ଦେଖି ଚିତ୍ତ ବିନୋଦନ କରିବାକୁ ଚାହିଁ ଥାଆନ୍ତି। ଏହାଦ୍ୱାରା ସେମାନଂକୁ ହସିବାକୁ ଟିକିଏ ସୁଯୋଗ ମିଳି ଯାଇ ଥାଏ। ଖୁସି ହେବା ପାଇଁ ସୁଯୋଗ ମିଳିଯାଏ।

ତେବେ ଆପଣ ଜାଣିଛନ୍ତି ଡିଜିଟାଲ ଯୁଗରେ କିପରି ଅନେକ ଲୋକ ସ୍ମାର୍ଟ ଫୋନ୍ ବ୍ଯବହାର କରି ସେମାନେ ଅନେକ ସମୟରେ ସେମାନଙ୍କ ପ୍ରତିଭାକୁ ଦେଖାଇଥାନ୍ତି।ନିଜର ଡାନ୍ସ ଭିଡିଓ, ସିଙ୍ଗୀଙ୍ଗ ଭିଡିଓ ସବୁ ସେମାନେ ସୋସିଆଲ ମିଡିଆରେ ସେୟାର କରନ୍ତି। ତେବେ ଆପଣ ସୋସିଆଲ ମିଡିଆରେ ପ୍ରତିଦିନ ଅନେକ ଏମିତି ଭାଇରାଲ ଭିଡିଓ ଦେଖୁଥିବେ। ସେହିପରି ଏବେ ସାମ୍ନାକୁ ଆସିଛି ଜଣେ ଯୁବତୀଙ୍କ ଏକ ଡାନ୍ସ ଭିଡିଓ।ଏହି ଭିଡିଓ ରେ ସେ କିପରି ଭାବରେ ଡାନ୍ସ କରୁଛନ୍ତି ଥରେ ଦେଖନ୍ତୁ।

ଆପଣ ଏଠାରେ ଏକ ସୁନ୍ଦର ଅଣ୍ଟା ହଲେଇ ହଲେଇ ଯୁବତୀ ଦୁଇଜଣ ଦେଖାଉଥିବା ଚମତ୍କାର ଡାନ୍ସ ର ଭିଡିଓ ଦେଖିବାକୁ ପାଇବେ। ଯେଉଁଭଳି ଭାବରେ ଅଣ୍ଟାକୁ ହଲାଇ ସେମାନେ ନୃତ୍ୟ ପରିବେଷଣ କରୁଛନ୍ତି ତାହା ବେଶ୍ ଆକର୍ଷଣୀୟ ଲାଗୁଛି।ତେବେ ଯୁବତୀ ଦୁଇ ଜଣଙ୍କର ଏହି ଭିନ୍ନ ଷ୍ଟାଇଲ ର ଡାନ୍ସ ଭିଡିଓ ସେୟାର ହେବା ପରେ ଏବେ ସୋସିଆଲ ମିଡିଆରେ ଏହା ଭାଇରାଲ ହେବାରେ ଲାଗିଛି।

ଆପଣ ବି ଥରେ ଏହି ଭିଡିଓ କୁ ଦେଖନ୍ତୁ ଏବଂ ଯୁବତୀ ଜଣଙ୍କ କିପରି ଭାବରେ ନୃତ୍ୟ ପରିବେଷଣ କରୁଛନ୍ତି ତାହାର ମଜା ନିଅନ୍ତୁ। ଏକ ଡାନ୍ସ ରୁମ୍ ରେ ଏହି ଯୁବତୀ ଦୁଇଜଣ ସମସ୍ତଙ୍କ ସମ୍ମୁଖରେ ଏପରି ଡାନ୍ସ କରୁଥିବାର ଦେଖିବାକୁ ମିଳିଛି। ତେବେ ଏହି ଭିଡିଓ ରେ ଯୁବତୀ ଦୁଇଜଣ ଯେଉଁ ଭଳି ଭାବରେ ସ୍ଲୋ ମୋସନରେ ତାଙ୍କର ଅଣ୍ଟା ହଲେଇ ଏହି ଡାନ୍ସ କୁ ଦେଖାଉଛନ୍ତି ତାହା ଦେଖିବାର କଥା।

ଯାହାକୁ ସେଠାରେ ଉପସ୍ଥିତ ସମସ୍ତେ ଦେଖୁଛନ୍ତି ଏବଂ ଆନନ୍ଦ ନେଉଛନ୍ତି ଏବଂ ଡାନ୍ସ ର ଭିଡିଓ ବି ରେକର୍ଡ କରୁଛନ୍ତି। ତେବେ ଏହି ଡାନ୍ସ ଭିଡିଓ ଟି ଏବେ ବହୁତ୍ ମାତ୍ରାରେ ଭାଇରାଲ ହେବାରେ ଲାଗିଛି। ଯାହାକୁ ଯିଏବି ଦେଖୁଛି ସେ ପ୍ରଶଂସା କରିବାକୁ ଲାଗୁଛି ଏବଂ ପସନ୍ଦ କରୁଛନ୍ତି। ତେବେ ଯୁବତୀଙ୍କ ଏହି ଆକର୍ଷଣୀୟ ଡାନ୍ସ ର ଭିଡିଓ କୁ ସୋସିଆଲ ମିଡିଆରେ ପୋଷ୍ଟ ହେବା ପରେ ଏବେ ସୁଦ୍ଧା ଏହି ଭିଡିଓକୁ 6 କୋଟି ରୁ ଉର୍ଦ୍ଧ୍ବ ଲୋକ ଦେଖି ସାରିଲେଣି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ । 

Leave a Comment