ଦେଖନ୍ତୁ shocking ଭିଡିଓ ରାଣୀ ପଣ୍ଡା ଙ୍କ ସହ ଖଣ୍ଡଗିରି ରେ ହେଲା ଜବରଦସ୍ତ ରେପ୍ seen 6 Million ରୁ ଅଧିକ ଲୋକ ଦେଖି ସାରିଲେଣି…ଭିଡ଼ିଓ ଦେଖିଲେ ହସି ହସି ଗଡ଼ିଯିବେ

ଆପଣ ଯାତ୍ରା ଜଗତ ର ଅଭିନେତ୍ରୀ ରାଣୀ ପଣ୍ଡା ଙ୍କୁ ତ ବେସ ଭଲ ଭାବରେ ଜାଣି ଥିବେ ଯିଏ କି ନିଜ ଆଇଟମ ଡ୍ୟାନ୍ସ ରେ ସମସ୍ତ ଙ୍କୁ ଝୁମାଇ ଥାଆନ୍ତି | ଏହା ସହିତ ପରେ ପରେ ସେ ଅଭିନୟ ମାଧ୍ୟମ ରେ ଦର୍ଶକ ଙ୍କର ହୃଦୟ କୁ ଜିଣି ଯାତ୍ରା ଇଣ୍ଡଷ୍ଟ୍ରି ରେ ଏକ ଭଲ ଅଭିନେତ୍ରୀ ଭାବେ ମଧ୍ୟ ପରିଚିତ ହୋଇ ପାରି ଥିଲେ | କେବଳ ଯାତ୍ରା କଳାକାର ନୁହଁନ୍ତି ବରଂ ସେ ଅନେକ ଫିଲ୍ମ ରେ ମଧ୍ୟ ଆଇଟମ ସଙ୍ଗ ରେ ଦେଖିବା ପାଇଁ ମିଳିଛନ୍ତି | ତେବେ ତାଙ୍କର ଅଭିନୟ ହେଉ କି ସେ ଡ୍ୟାନ୍ସ ଏହାକୁ ଦର୍ଶକ ମଧ୍ୟ ଖୁବ ଭଲ ପାଇବା ଦେଇ ଆସିଛନ୍ତି |

ସେ କେବଳ ଜଣେ ଅଭିନେତ୍ରୀ ତାହା ନୁହଁନ୍ତି ବରଂ ସେ ଏକ ସମାଜ ସେବୀ ମଧ୍ୟ ଅଟନ୍ତି ଯାହାକି ଅନେକ ସମୟରେ ସେ ଅସହାୟ ଲୋକ ଙ୍କୁ ସାହାଯ୍ୟ କରି ଥାଆନ୍ତି | ଏହା ସହିତ ଅନେକ ବିବାଦ ରେ ମଧ୍ୟ ରହି ସେ ଖୋଲା ଜବାବ ମଧ୍ୟ ମିଡ଼ିଆ ସାମ୍ନାରେ ରଖି ଥାଆନ୍ତି |

ବର୍ତ୍ତମାନ ସମୟରେ ତାଙ୍କର ଏକ ଯାତ୍ରା କୁ ନେଇ ସେ ଖୁସି ଚର୍ଚ୍ଚା ରେ ରହି ଥିଲେ ଏବଂ ଦର୍ଶକ ମାନଙ୍କର ଭଲ ପାଇବାକୁ ହାସଲ କରି ପାରି ଥିଲେ | ଯେଉଁ ଯାତ୍ରା ଟିର ନାଁ ହେଉଛି “ହାତୀ ଘୋଡ଼ା ଗଣ୍ଡା କୁ ଗଣ୍ଡା ଏକା ଲଢ଼ିବ ରାଣୀ ପଣ୍ଡା” | ଯାହାକି ରାଣୀ ପଣ୍ଡା ତାଙ୍କ ନିଜ ଜୀଵନ ର ସତ କାହାଣୀ ଉପରେ ଆଧାରିତ ହୋଇଛି, ତେବେ ଏହି ଯାତ୍ରାରେ ରାଣୀ ପଣ୍ଡା ଙ୍କର ଏକ ଦମଦାର ସିନ ଦେଖିବା ପାଇଁ ମିଳିଛି |

ଏହି ଯାତ୍ରା ଖଣ୍ଡଗିରି ରେ ହୋଇଛି ଆଉ ପେଣ୍ଡାଲ ରେ ଦେଖିବା ପାଇଁ ମିଳିଛି କି ରାଣୀ ପଣ୍ଡା ବନ୍ୟା ର କାଦୁଅ ରେ ବୁଲି ବୁଲି ସମାଜ ସେବା କରି ଘରକୁ ଆସୁଛନ୍ତି ଆଉ ତାଙ୍କୁ ଜଣେ ବ୍ୟକ୍ତି କାଦୁଅ ପୋଛି ଦେବା ବାହାନା ରେ ଅଶ୍ଳୀଳ ବ୍ୟବହାର କରୁଛି ଆଉ ରାଣୀପଣ୍ଡା ତାଙ୍କୁ ଚାପୁଡ଼ା ଟିଏ ମାରି ଦେଉଛନ୍ତି |

 

ଏହାପରେ ଭିଲିଆନ କ୍ୟାରେଟର ରେ ଥିବା ବ୍ୟକ୍ତି ଜଣଙ୍କ କହୁଛନ୍ତି କି ତୋର ଏତେ ସାହସ ତୁ ମୋ ଉପରେ ହାତ ଉଠେଇ ଦେଲୁ ଆଉ ଉତ୍ତର ରେ ରାଣୀ ପଣ୍ଡା କହୁଛନ୍ତି କି କଣ ହେଇ ଗଲା ସେଇଠୁ ମୁଁ ଯଦି ମୋ ଇଜ୍ଜତ ବଞ୍ଚେଇବାକୁ ଯାଇ ତୋ ଉପରେ ହାତ ଉଠେଇ ଦେଲି | ଏହାପରେ ବ୍ୟକ୍ତି ଜଣଙ୍କ ରାଗିକି ରାଣୀ ପଣ୍ଡା ବୋଲ ଡାକୁଛନ୍ତି ଆଉ ରାଣୀ ପଣ୍ଡା କହୁଛନ୍ତି କି ହେ ରାଣୀ ପଣ୍ଡା ଦେବି ଦୁଇଟା ଅଣ୍ଡା, ଅଣ୍ଡା ଦୁଇଟି ଯିବ ଫାଟି ତୁଇ ଶଳା ଟି ଦେବୁ ଚାଟି | ତେବେ ଏହି ଡାଇଲଗ କୁ ଦର୍ଶକ ମାନେ ମଧ୍ୟ ବେସ ପସନ୍ଦ କରି ଥିଲେ ଏବଂ ତାଳି ରେ ମାହଲ ଟିକୁ କମ୍ପାଇ ଦେଇ ଥିଲେ |

Leave a Comment