Breaking News – ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସଙ୍କୁ ବିଚ ରାସ୍ତାରେ ଗୁଳି ମାଡ଼ …ଦେଖନ୍ତୁ ଏହାର Live ଭିଡ଼ିଓ

ମ ସମାଜ ରେ ପ୍ରତେକ ଦିନ କିଛି ନା କିଛି ଘଟଣା ଘଟି ଥାଏ ଯାହାକି ଆମେ ସୋସିଆଲ ମିଡ଼ିଆ ଦ୍ୱାରା ଅବଗତ ହୋଇ ପରି ଥାଉ | କିନ୍ତୁ ଏହି ସମାଜ ରେ ବେଳେ ବେଳେ କିଛି ଏମିତି ଭୟଙ୍କର ଘଟଣା ସାମ୍ନା କୁ ଆସିଥାଏ ଯାହା ଆମ ଛାତ କୁ ଭୟରେ କମ୍ପାଇ ଦେଇ ଥାଏ | ଆମ ଦୁନିଆ ରେ ପ୍ରାୟ ଲୋକ ନିଜ ସ୍ୱାର୍ଥ କୁ ନେଇ ବଞ୍ଚୁଛନ୍ତି ଆଉ ସ୍ୱାର୍ଥ ପୂରଣ କରିବା ପାଇଁ କିଏ କାହା ଜୀଵନ ନେଇ ଯାଉଛି ତ ପୁଣି କିଏ କାହାର କିଛି କ୍ଷତି କରି ଦେଉଛି | ତେବେ ଅଧିକାଂଶ ସମୟରେ ମନ୍ତ୍ରୀ ମନ୍ତ୍ରୀ ଭିତରେ ହିଁ ତର୍କ ଓ ରାଗ ଚାଲି ରହିଥାଏ |

ଯାହାକି ସେମାନଙ୍କୁ ନେଇ ଅନେକ ଘଟଣା ମଧ୍ୟ ସାମ୍ନା କି ଆସିଥାଏ କେତେବେଳ ଝଗଡା ପାଟି ତୁଣ୍ଡ ଆଉ ଝଗଡା ରେ ହଣା କଟା ପର୍ଯ୍ୟନ୍ତ କଥା ଚାଲି ଯାଇଥାଏ | କିନ୍ତୁ ବର୍ତ୍ତମାନ ସମୟରେ ଏଭଳି ଏକ ଦୃଶ୍ୟ ସୋସିଆଲ ମିଡ଼ିଆ ରେ ଭାଇରାଲ ହେବାରେ ଲାଗିଛି ଯାହାକୁ ଦେଖିଲେ ଆପଣଙ୍କ ରୁମ ମଧ୍ୟ ଟାଙ୍କୁରୀ ଉଠିବ ଆଉ ଆପଣ ସହଜ ରେ ବିଶ୍ୱାସ ମଧ୍ୟ କରି ପାରିବେ ନାହିଁ | ଘଟଣା ଟି ହେଉଛି ସ୍ୱାସ୍ଥ୍ୟ ମନ୍ତ୍ରୀ କୁ କେଉଁ ଏକ ଦୁର୍ବୁତ୍ତ ଗୁଳି ମାଡ଼ କରିଛି ଯାହାକି ଏବେ ଖୁବ ଭାଇରାଲ ହେବାରେ ଲାଗିଛି, ତେବେ ଆସନ୍ତୁ ପୁରା ଘଟଣା ଟି ସମ୍ପର୍କ ରେ ଜାଣିବା |

ତେବେ ସୂଚନା ଅନୁଯାଇ ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସ ଝାରସୁଗୁଡା ରେ ଏକ କାର୍ଯ୍ୟକ୍ରମ ସାରିକି ଯେତେ ବେଳେ ବ୍ରଜରାଇନଗର ଆସୁ ଥିଲେ ସେତେ ବେଳେ ଏଭଳି ଏକ ଅଭାବନୀୟ ଘଟଣା ଘଟି ଯାଇଛି | ଗାନ୍ଧୀ ଛକ ରୁ ବ୍ରଜରାଇନଗର ଯିବା ରାସ୍ତା ରେ ଏଭଳି ଏକ ଘଟଣା ଘଟି ଯାଇଛି ବୋଲି କୁହାଯାଇଛି | ତେବେ ଭିଡ଼ିଓ ଟିରେ ସ୍ପଷ୍ଟ ଦେଖା ଯାଇଛି କି ସ୍ୱାସ୍ଥ୍ୟ ମନ୍ତ୍ରୀ ଯେତେ ବେଳେ ଗାଡ଼ି ରୁ ଓହ୍ଲାଉ ଥିଲେ ସେତେ ବେଳେ ହିଁ କେହି ଜଣେ ତାଙ୍କର ଠିକ ଛାତି କୁ ଗୁଳି ମାଡ଼ କରିଛି |

ତେବେ ସେ ଯେତେ ବେଳେ ଗାଡ଼ି ରୁ ଓହ୍ଲାଇ ଥିଲେ ଲୋକ ମାନେ ତାଙ୍କୁ ଫୁଲ ମାଳ ପିନ୍ଧାଉ ଥିଲେ ଆଉ ସେହି ସମୟରେ ହଠାତ ସେ ତଳକୁ ଟଳି ପଡ଼ି ଥିଲେ | ତେବେ ଘଟଣା ସ୍ଥଳରେ ପୋଲିସ ଫର୍ସ ମୁତୟନ ଥିବା ସମୟରେ ଏଭଳି ଏକ କାଣ୍ଡ ଘଟି ଯାଇଛି ଆଉ ସେହି ସଭା ରେ 1000 ରୁ ଅଧିକ ଲୋକ ଥିଲେ ଆଉ ଗୁଳି ମାଡ଼ କରିବା ପାଇଁ ଦୁର୍ବୁତ୍ତ ମାନେ ଆଗରୁ ସଜାଗ ଥିଲେ ଆଉ ସୁଯୋଗ ପାଇବା ମାତ୍ରେ ସେମାନେ ଆଟାକ କରିଛନ୍ତି | ତେବେ ଗୁଳି ମାଡ଼ ହେବା ପରେ ନବ ଦାସ ରକ୍ତ ରେ ଜୁଡୁବୁଡୁ ହୋଇ ଯାଇ ଥିଲେ ଯାହାକି ତାଙ୍କୁ ସେହି ଗାଡ଼ିରେ ସଙ୍ଗେ ସଙ୍ଗେ ହସ୍ପିଟାଲ କୁ ନିଆ ଯାଇଥିଲା |

Leave a Comment