ଓଃ କି ଡ୍ୟାନ୍ସ ! ଷ୍ଟେଜ ଉପରେ lela ଓ lela ଗୀତରେ “Sunny Leone” କଲେ ଏମିତି ହଟ ଡ୍ୟାନ୍ସ … ଦେଖିଲେ ନିଜକୁ ସମ୍ଭାଳି ପାରିବେନି , ମାତ୍ର 4 ଘଣ୍ଟାରେ 86 Million ରୁ ଅଧିକ ଲୋକ ଦେଖି ସାରିଲେଣି…

ତେବେ ବଲିଓଡ଼ ଇଣ୍ଡଷ୍ଟ୍ରି ରେ ଅନେକ କଳାକାର ଭରି ରହିଛନ୍ତି ଆଉ ଏଥି ମଧ୍ୟରୁ ଆମର କେହି ନା କେହି ପ୍ରିୟ କଳାକାର ମଧ୍ୟ ରହି ଥାଆନ୍ତି | ଯାହାଙ୍କର ଫିଲ୍ମ ଦେଖିବା ପାଇଁ ଆମେ ଖୁବ ପସନ୍ଦ କରି ଥାଉ ଏବଂ ସେହି ସେଲିବ୍ରେଟି ଙ୍କ ବ୍ୟକ୍ତିଗତ ଜୀବନ ବା କିଛି ଭିଡ଼ିଓ ହେଉ ସେହି ସମ୍ପର୍କ ରେ ଜାଣିବା ପାଇଁ ଦର୍ଶକ ଚାତକ ଭଳି ଚାହିଁ ରହି ଥାଆନ୍ତି | ସେଲିବ୍ରେଟି ଙ୍କ ଜୀବନ ସାଧାରଣ ଭାବରେ ଟିକେ ଷ୍ଟାଇଲିସ ଧରଣ ର ହୋଇ ଥାଏ ଯାହାକି ସେମାନେ ସାଧାରଣ ଲୋକ ଙ୍କ ଠାରୁ ତାଙ୍କ ଜୀବନ ଶୈଳୀ ଅଲଗା ହୋଇ ଥାଏ |

ସେଲିବ୍ରେଟି ମାନେ ମଧ୍ୟ ଅଧିକାଂଶ ସମୟ ସୋସିଆଲ ମିଡ଼ିଆ ଜଡ଼ିତ ହୋଇ ରହି ଥାଆନ୍ତି ଏବଂ କିଛି ନା କିଛି ମଜାଦାର ଭିଡ଼ିଓ ପ୍ରସ୍ତୁତ କରି ସୋସିଆଲ ମିଡ଼ିଆ ରେ ଉପଲୋଡ କରି ଥାଆନ୍ତି | ଏହା ସହିତ ଫିଲ୍ମ ଇଣ୍ଡଷ୍ଟ୍ରି ରେ କଳାକାର ମାନେ ଷ୍ଟେଜ ସୋ ମଧ୍ୟ କରି ଥାଆନ୍ତି ଯାହାକି ଷ୍ଟେଜ ରେ ଦମଦାର ପଫମାନ୍ସ ଦେଖିବା ପାଇଁ ମିଳି ଥାଏ | ସେହିଭଳି ଭାବରେ ଏବେ ଏକ ସେଲିବ୍ରେଟି ଷ୍ଟେଜ ପ୍ରଗ୍ରାମ ଡ୍ୟାନ୍ସ ଖୁବ ଭାଇରାଲ ହେବାରେ ଲାଗିଛି ଯାହାକୁ ଦେଖିଲେ ଆପଣ ମଧ୍ୟ ଆଖି ଫେରାଇ ନେଇ ପାରିବେ ନାହିଁ |

ବଲିଓଡ଼ ଇଣ୍ଡଷ୍ଟ୍ରି ର ସବୁଠାରୁ ହଟ ଅଭିନେତ୍ରୀ ସନି ଲିଓନି ଙ୍କୁ ତ ଆପଣ ବେସ ଭଲ ଭାବରେ ଜାଣିଛନ୍ତି, ଯାହାକି ତାଙ୍କ ସୋନ୍ଦର୍ଯ୍ୟ ରେ ପୁରା ଭାରତ ସହିତ ଭାରତ ବାହାରେ ଦର୍ଶକ ମଧ୍ୟ ପୁରା ପାଗଳ ହୋଇ ଥାଆନ୍ତି | ତାଙ୍କ ଅଭିନୟ ସହିତ ତାଙ୍କ ସେକ୍ସି ଲୁକ୍ସ ରେ ଡ୍ୟାନ୍ସ ଯାହାକି ଖୁବ ଜବରଦସ୍ତ ହୋଇ ଥାଏ | ତେବେ ସେ ଓଲିଓଡ଼ ଇଣ୍ଡଷ୍ଟ୍ରି ରେ ଅନେକ ଫିଲ୍ମ ରେ କାମ କରିବା ସହିତ ଫିଲ୍ମ ର ଆଇଟମ ସଙ୍ଗ ରେ ମଧ୍ୟ ନିଜର ଜଲବା ଦେଖାଇଛନ୍ତି | ବର୍ତ୍ତମାନ ସମୟରେ ତାଙ୍କୁ ଏକ ଆୱାର୍ଡ ସୋ ରେ ଦେଖିବା ପାଇଁ ମିଳିଛି ଯେଉଁଠି ସେ ତେଲୁଗୁ ଗୀତ ରେ ଧୂମ ମଚାଇଛନ୍ତି |

ଆରାବିକ କୁଥୁ ଓ ସରିୟା ଗୀତରେ ସନି ଲିଓନି ଏକ ଗୋଲାପୀ ରଙ୍ଗର ସର୍ଟ ଡ୍ରେସ ପିନ୍ଧି ଏବଂ ଏକ ଭିନ୍ନ ଶୈଳୀ ରେ ସଜବାଜ ହୋଇ ସେ ଷ୍ଟେଜ ରେ ଦମଦାର ଡ୍ୟାନ୍ସ କରି ଦେଖାଇ ଥିଲେ | ଷ୍ଟେଜ ପୂର୍ବରୁ ତାଙ୍କ ଏଣ୍ଟ୍ରି ମଧ୍ୟ ଏତେ ଦମଦାର ଥିଲା ଯେ ଯାହାକି ପୁରା ମାହଲ ଟି କମ୍ପି ଉଠି ଥିଲା | ଏହାପରେ ସେ ଡ୍ୟାନ୍ସ କରି ସେଠାରେ ଉପସ୍ଥିତ ଥିବା ଯେତେ ବଡ଼ ବଡ଼ ଷ୍ଟାର ଓ ଦର୍ଶକ ଙ୍କ ମନ କିଣି ନେଇ ଥିଲେ ଯାହାକି ସେହି ପ୍ରଗ୍ରାମ ଟି ପୁରା କମ୍ପି ଉଠି ଥିଲା | ତେବେ ସନି ଲିଓନି ଯୁଆଡେ ବି ଯାଇ ଥାଆନ୍ତି ସେ କେବଳ କମାଲ ଧମାଲ ମଚାଇ ଥାଆନ୍ତି | ଏବେ ଏହି ଭିଡ଼ିଓ ଟି ସୋସିଆଲ ମିଡ଼ିଆ ରେ ଖୁବ ଚର୍ଚ୍ଚା ର ବିଷୟ ପାଲଟିଛି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।