ଏହି ପ୍ରଜାପତି ରୁ ଗୋଟିଏ ବାଛନ୍ତୁ ଆଉ ଜାଣନ୍ତୁ ନିଜର ଭବିଷ୍ୟତ ସହିତ ଜଡ଼ିତ କିଛି ଗୁପ୍ତ କଥା ଜାଣନ୍ତୁ | ତେବେ ସମସ୍ତେ ଜ୍ୟୋତିଷ ଶାସ୍ତ୍ର ଉପରେ ବିଶ୍ୱାସ ରଖି ଥାଆନ୍ତି ଏବଂ ନିଜ ଜୀବନରେ କିଛି ସମସ୍ୟା ଆସିଲେ ଜ୍ୟୋତିଷ ଶାସ୍ତ୍ର ଦ୍ୱାରା ତାହାର ଉପଚାର କରି ଥାଆନ୍ତି | ତେବେ ଆଜି ତିନୋଟି ରଙ୍ଗର ପ୍ରଜାପତି ବିକଳ୍ପ କୁ ଚୟନ କରି ଆପଣ ଆପଣ ଙ୍କର ଭବିଷ୍ୟତ ସହିତ ଜଡ଼ିତ କିଛି କଥା ଜାଣି ପାରିବେ | ଏପରି କଥା ମଧ୍ୟ କିଛି ଜାଣିବେ କି ଯାହା ଆପଣଙ୍କ ଭବିଷ୍ୟତ କୁ ଆହୁରି ସୁଦୃଢ କରିବ |
1. ନୀଳ ରଙ୍ଗର ପ୍ରଜାପତି :- ଯଦି ଆପଣ ନୀଳ ରଙ୍ଗର ପ୍ରଜାପତି କୁ ବାଛିଛନ୍ତି ତେବେ ଜାଣି ନିଅନ୍ତୁ କି ଆପଣଙ୍କ ଜୀବନରେ ବହୁତ ଲମ୍ବା ସମୟ ଧରି ସମସ୍ୟା ଲାଗି ରହିବ | ଜୀବନରେ ଚାଲୁ ଥିବା ଉଚ୍ଚ ନୀଚ୍ଚ ଅବସ୍ଥା କାରଣ ରୁ ପ୍ରାୟତଃ ଆପଣଙ୍କର ଭାଗ୍ୟ ଆପଣ ଙ୍କୁ ସାଥ ନ ଦେବାର ଆପଣ ଅନୁଭବ କରୁଛନ୍ତି | ଏହି କାରଣ ରୁ ଆପଣଙ୍କ ଚିନ୍ତାରେ ଓ ମାନସିକ ସ୍ତରରେ କିଛି ପରିବର୍ତ୍ତନ ଆସିବାକୁ ଲାଗିଛି | କିନ୍ତୁ ଜାଣି ନିଅନ୍ତୁ ଏଥିପାଇଁ ଆପଣ ଶକ୍ତିଶାଳୀ ମଧ୍ୟ ହୋଇ ଯାଇଛନ୍ତି, ଆପଣ ବହୁତ ଗମ୍ଭୀର ବ୍ୟକ୍ତି ଅଟନ୍ତି ଯିଏ କି ଅଯଥାରେ ସମୟ ନଷ୍ଟ କରିବା କେବେ ବି ପସନ୍ଦ କରନ୍ତି ନାହିଁ | ଆପଣ ନିଜ କ୍ୟାରିୟର କୁ ନେଇ ସବୁବେଳେ ଅଗ୍ରସର ହୋଇ ଥାଆନ୍ତି , କିନ୍ତୁ ଆପଣ ଯେଉଁ ବି କାମ ହାତକୁ ନିଅନ୍ତି ତାହାକୁ ନେବା ପୂର୍ବରୁ ବହୁତ ଥର ଚିନ୍ତା କରନ୍ତି | ଏହା ଭଲ ଅଟେ କିନ୍ତୁ ଏହା ଦ୍ୱାରା କିଛି କିଛି ଭଲ ସୁଯୋଗ କୁ ମଧ୍ୟ ଆପଣ ହାତଛଡ଼ା କରି ଦେଇ ଥାଆନ୍ତି |
2. ହଳଦିଆ ରଙ୍ଗର ପ୍ରଜାପତି :- ଯଦି ଆପଣ ହଳଦିଆ ରଙ୍ଗର ପ୍ରଜାପତି କୁ ବାଛିଛନ୍ତି ତେବେ ଜାଣି ନିଅନ୍ତୁ କି ଆପଣ ବହୁତ ଧୋର୍ଯ୍ୟବାନ ଓ ଜ୍ଞାନୀବାନ ଲୋକ ଅଟନ୍ତି | ଯେଉଁ କ୍ଷେତ୍ରରେ ବି ରହି ଥାଆନ୍ତି ସବୁବେଳେ ଉଚ୍ଚ ସ୍ଥିତି ରେ ରହିଥାନ୍ତି, ଆପଣ ସ୍ନେହୀ ହୋଇ ଥିବାରୁ ସମସ୍ତ ଙ୍କର ପ୍ରିୟ ହୋଇ ଥାଆନ୍ତି ଏବଂ ଅଧିକ କ୍ରୋଧୀ ମଧ୍ୟ ହୋଇ ଥାଆନ୍ତି | ଟିକେ ଟିକେ କଥାରେ ରାଗି ଯିବା ଭଳି କିଛି ଗୁଣ ଆପଣଙ୍କ ମଧ୍ୟରେ ରହିଥାଏ ଏଥିପାଇଁ ପ୍ରାୟତଃ ଲୋକ ମାନେ ଆପଣ ଙ୍କୁ ଭୁଲ ବୁଝି ଥାଆନ୍ତି | ହେଲେ ଆପଣ ଙ୍କୁ ଯେଉଁ ମାନେ ସଠିକ ଭାବରେ ଜାଣି ଥାଆନ୍ତି ସେମାନେ ଆପଣ ଙ୍କୁ କେବେ ତ୍ୟାଗ କରନ୍ତି ନାହିଁ |
3. ନାଲି ରଙ୍ଗର ପ୍ରଜାପତି :- ଯଦି ଆପଣ ନାଲି ରଙ୍ଗର ପ୍ରଜାପତି ବାଛିଛନ୍ତି ତେବେ ଆପଣ ବହୁତ ସୁନ୍ଦର ଅଟନ୍ତି ଏବଂ ବହୁତ ଆକର୍ଷଣୀୟ ଓ ସମସ୍ତଙ୍କ ମନ ମୋହିନୀ ହେବା ଭଳି ବ୍ୟକ୍ତି ଅଟନ୍ତି | ଯିଏ ବି ଆପଣଙ୍କ ସହିତ ଥରୁଟିଏ ମିଶି ଥାଆନ୍ତି ସେ ତାଙ୍କ ଜୀବନରେ କେବେ ହେଲେ ଭୁଲି ପାରନ୍ତି ନାହିଁ | ଆପଣ ସବୁବେଳେ ଅଧିକ ଗପିବା ପାଇଁ ପସନ୍ଦ କରନ୍ତି ଏବଂ କାହା ସହିତ ଖୁସିରେ ରହିବା ପାଇଁ ଚେଷ୍ଟା କରି ଥାଆନ୍ତି | ଆପଣଙ୍କ ହୃଦୟ ପୂର୍ଣ୍ଣ ଭାବରେ ସଫା ହୋଇ ଥାଏ କିନ୍ତୁ କେବେ କେବେ ଆପଣ ଠକାମୀ ର ଶିକାର ମଧ୍ୟ ହୋଇ ପାରନ୍ତି | ଆପଣ ଙ୍କର ସବୁଠାରୁ ରୁଚିକର କାମ ରଚନାତ୍ମକ କାମ ହୋଇ ଥାଏ, ଏହାପରେ ଆପଣ କଠିନ ରୁ କଠିନ ସ୍ଥିତି କୁ ସହଜ ରେ ସମ୍ମୁଖୀନ ହେବାର କଳା ଆପଣ ଙ୍କୁ ଖୁବ ଜଣା ହୋଇ ଥାଏ |
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।